Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨ୟ ଡୋଜ ଟିକା ନେବା ପରେ ସ୍ବାସ୍ଥ୍ୟ ଅଧିକାରୀ କରୋନା ପଜିଟିଭ ଚିହ୍ନଟ

ଜଲନା: ମହାରାଷ୍ଟ୍ରରେ ଦୁଇଜଣ ସ୍ୱାସ୍ଥ୍ୟ ଅଧିକାରୀ କରୋନା ଟିକାର ଦ୍ୱିତୀୟ ଡୋଜ ନେବା ପରେ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ରୋଗୀ କିଛି ଦିନ ପୂର୍ବରୁ ଦ୍ୱିତୀୟ ଡୋଜ ନେଇଥିଲେ। ତେବେ ଦୁହେଁ କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରିଥିଲେ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ପରେ…

ମାଡୁଛି ମହାମାରୀ: ୨୪ ଘଣ୍ଟାରେ ୨୩ ହଜାର ପଜିଟିଭ୍, ମହାରାଷ୍ଟ୍ରରେ କେବଳ ୧୪ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଟିକାକରଣ ଚାଲିଥିବା ବେଳେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି । ଗତକାଲି ୨୨ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୩ ହଜାର ଟପିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୩ହଜାର ୨୮୫ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ କରୋନା…

‘ସ୍ବାଧୀନତାର ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ: ୨୦୨୨ ମସିହା ଅଗଷ୍ଟ ୧୫ ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ସ୍ୱାଧୀନତାର ୭୫ ବର୍ଷକୁ ସ୍ମରଣୀୟ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ 'ଆଜାଦି କା ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ୭୫ ସପ୍ତାହ ଧରି ଚାଲିବାକୁ ଥିବା…

ଗାଜିଆବାଦର କାରଖାନାରେ ଅଗ୍ନିକାଣ୍ଡ, ୧୪ ମୃତ

ଗାଜିଆବାଦ: ସାହିବାବାଦ ଇଣ୍ଡଷ୍ଟ୍ରିଆଲ୍ ଏରିଆ ସାଇଟ୍ ୪ରେ ଗୁରୁବାର ରାତିରେ ଚିକିତ୍ସା ଉପକରଣ ଉତ୍ପାଦନ କରୁଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଗାଜିଆବାଦର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) କଲାନିଧି ନଇଥାନି କହିଛନ୍ତି, "ଅଗ୍ନିକାଣ୍ଡରେ ସମୁଦାୟ…

ଭାଇରାଲ୍ ପୋଷ୍ଟମୋର୍ଟମ୍ : ବିବାଦୀୟ ବଦ୍‌ରୁଦ୍ଦିନ୍

ଭୁବନେଶ୍ୱର: ହିନ୍ଦୁ ଓ ଭାରତ ବିରୋଧୀ ଭାଷଣ ପାଇଁ ଚର୍ଚ୍ଚାରେ ଏଆଇଡିୟୁଏଫ୍ ମୁଖ୍ୟ ବଦ୍‌ରୁଦ୍ଦିନ୍ ଅଜମଲ । ମୋଗଲ ଶାସନ ଇତିହାସଠୁ ଆରମ୍ଭ କରି ଭାରତରେ ଇସଲାମିକ ଧର୍ମ ରାଜୁତି କରିବା ଭଳି ଦାବି ମଧ୍ୟ ସାମ୍ନାକୁ ଆସିଛି । ସାମ୍ବାଦିକଙ୍କଠାରୁ ଆରମ୍ଭ କରି ସ୍ତମ୍ଭକାର ଓ ଖବର ପ୍ରସାରଣ ସଂସ୍ଥା…

ଆସନ୍ତାକାଲିଠୁ ପଟିଆଲାରେ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ : ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ର ପରେ ପଞ୍ଜାବରେ ମଧ୍ୟ ସଂକ୍ରମଣ ମାମଲା ଧିରେ ଧିରେ ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବର ଜଳନ୍ଧର, ଏସ୍‌ବିଏସ୍‌ ନଗର, ହୋସିଆରପୁର୍‌ ଏବଂ କପୁରଥାଲାରେ ନାଇଟ୍ କର୍ଫ୍ୟୁ ଘୋଷଣା…

ବିନା ବିଜୁଳିର ଫ୍ରିଜ୍, ମାଟିରେ ତିଆରି ଫ୍ରିଜ୍ କରି ଚର୍ଚ୍ଚାରେ ମନସୁଖ, ଫ୍ୟାକ୍ଟ୍ରି ମାଧ୍ୟମରେ ଅନେକଙ୍କୁ ରୋଜଗାର 

ଗୁଜୁରାଟ: ଅନେକଙ୍କ ସଉକ ଅଧିକ ପଇସା ଖର୍ଚ୍ଚ କରି ବ୍ରାଣ୍ଡେଡ୍ ବ୍ରାଣ୍ଡେଡ୍ ଜିନିଷ କିଣିବା । ଆଉ କିଛି ଲୋକଙ୍କ ପସନ୍ଦ ଶସ୍ତା ସୁନ୍ଦର ମଜବୁତ ଜିନିଷ । ଏଭଳି କିଛି ଶସ୍ତା ସୁନ୍ଦର ମଜବୁତ ଜିନିଷ ତିଆରି କରି ଚର୍ଚ୍ଚାରେ ରହିଛନ୍ତି ଗୁଜୁରାଟ ରାଜକୋଟ ନିବାସୀ ମନସୁଖ ଭାଇ ପ୍ରଜାପତି । …

ମହାଶିବରାତ୍ରୀରେ ସୋନୁ ଏମିତି କଣ କହିଲେ ଯେ, ଟ୍ରୋଲ ହେଲେ ସୋସିଆଲ ସାଇଟରେ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଏକ ଟୁଇଟ କରି ନିଜକୁ ବିବାଦ ମଧ୍ୟକୁ ଟାଣି ଆଣିଛନ୍ତି । ମହାଶିବରାତ୍ରୀରେ ସୋନୁ ଟୁଇଟ କରିଥିଲେ, ଭଗବାନ ଶିବଙ୍କ ଫଟୋ ଫରୱାର୍ଡ ନ କରି ଅନ୍ୟ କାହାକୁ ସାହାଯ୍ୟ କରି ଏହାକୁ ଧୂମଧାମରେ ପାଳନ କରନ୍ତୁ । ଭଗବାନ ଶିବଙ୍କ ଫଟୋ ଶେୟାର କରିବାରେ ଅସୁବିଧା…

କେନ୍ଦ୍ର ସରକାର ଘୋଷଣା କଲେ କରୋନା ଟିକାର ନୂଆ ଦର

ନୂଆଦିଲ୍ଲୀ : କରୋନା ଟିକାର ନୂଆ ଦର ଘୋଷଣା କଲେ କେନ୍ଦ୍ର ସରକାର । ପୂର୍ବରୁ ଟିକାର ଦର ୨୫୦ ଟଙ୍କା ଥିବା ବେଳେ, ବର୍ତ୍ତମାନ ଟିକାର ଦାମ କମାଇ ୨୦୦ ଟଙ୍କା କରିଛନ୍ତି ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନେଇ ସୂଚନା ଦେଇଛନ୍ତି । ତେବେ ଘରୋଇ ହସ୍ପିଟାଲରେ ଏହି ଦର ୨୫୦…

ଭାରତୀୟ ଫୁଟବଲ ଅଧିନାୟକ ସୁନିଲ ଛେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଗୁରୁବାର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ସୁସ୍ଥ ଅଛନ୍ତି। ସେ ଖୁବ୍ ଶୀଘ୍ର ଫୁଟବଲ୍ ପଡ଼ିଆକୁ ଫେରିବେ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି"।…