Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମିଡିଆ ନିୟମକୁ ନେଇ ସର୍ଚ୍ଚ ଇଞ୍ଜିନ୍ ସେବା ବନ୍ଦ କରିବାକୁ ଗୁଗୁଲର ଚେତାବନୀ

କାନବେରା: ସର୍ଚ୍ଚ ଇଞ୍ଜିନ୍ ସେବା ବ୍ଲକ୍ କରିବାକୁ ବିଶ୍ୱର ସର୍ବବୃହତ୍ତ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ଅଷ୍ଟ୍ରେଲିଆକୁ ଚେତାବନୀ ଦେଇଛି । ଗୁଗୁଲର ଅଷ୍ଟ୍ରେଲିଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ମେଲ୍ ସିଲଭା କାନଭେରାରେ ସିନେଟ କମିଟିରେ କହିଛନ୍ତି- ବିଶ୍ୱର ପ୍ରଥମ ମିଡିଆ ନିୟମ ‘କାର୍ଯ୍ୟକ୍ଷମ…

ଟିକା ନେଲେ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ବିଜୟଭାସ୍କର

ଚେନ୍ନାଇ: ସାରା ଦେଶରେ କରୋନା ଟିକାକରଣ ଅଭିଯାନ ଚାଲିଛି। ଏଭଳି ପରିସ୍ଥିତିରେ, ଇଣ୍ଡିଆ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସାଇନ୍ ବିଷୟରେ ଲୋକଙ୍କ ମନରେ ଅନେକ ଆଶଙ୍କା ରହିଛି` ଲୋକଙ୍କୁ କରୋନା ଟିକା ଦେବା ପାଇଁ ବିଭିନ୍ନ ପ୍ରକାରର ଉପଦେଶ ମଧ୍ୟ ଜାରି କରାଯାଇଛି। ତାମିଲନାଡୁର…

ଖୁବ୍‌ ଶୀଘ୍ର ବ୍ଲାକ୍‌ ଲିଷ୍ଟ୍‌ରେ ସାମିଲ୍‌ ହେବ ପାକିସ୍ତାନ!

ଇସଲାମାବାଦ: ଆତଙ୍କବାଦୀ ସଂଗଠନକୁ ଆର୍ଥିକ ସହାୟତା ଜାରି ରଖିଥିବାରୁ ପାକିସ୍ତାନକୁ ଆସନ୍ତା ମାସରେ ଆର୍ଥିକ ଆକ୍ସନ୍ ଟାସ୍କ ଫୋର୍ସ (FATF) ର 'ବ୍ଲାକ୍‌ ଲିଷ୍ଟ୍‌' ଭିତରକୁ ଠେଲି ଦିଆଯାଇପାରେ। ଗ୍ରୀକ୍ ସିଟି ଟାଇମ୍ସ ରିପୋର୍ଟ ଅନୁଯାୟୀ ଜାମର-ଉଦ-ଡାୱା (ଜୁଡି) ଏବଂ  ଜୈଶ-ଏ-ମହମ୍ମଦ (ଜେଏମ)…

ଅବୈଧ ଭାବେ ଭାରତରେ ରହୁଥିବା ୧୪ ବିଦେଶୀ ନାଗରିକ ଗିରଫ

ମୁମ୍ବାଇ: ଭିସା ଓ ପାସପୋର୍ଟ ଅବଧି ସରିବା ପରେ ଅବୈଧ ଭାବେ ଦେଶରେ ରହୁଥିବା ବିଦେଶୀ ନାଗରିକ ଗିରଫ । ମହାରାଷ୍ଟ୍ରର ତୁଲିଞ୍ଜ ପୋଲିସ ୧୪ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ସମସ୍ତେ ସେମାନଙ୍କର ଭିସା ଓ ପାସପୋର୍ଟ ଅବଧି ଶେଷ ହେବା ପରେ ବି ଭାରତରେ ଅବୈଧ ଭାବେ ରହୁଥିଲେ ।…

ଦେଶରୁ ୨୪ ଘଣ୍ଟାରେ ୧୪ହଜାର ପଜିଟିଭ୍, ମହାମାରୀ ନେଲା ଆଉ ୧୬୩ଜୀବନ

ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୪ହଜାର ୫୪୫ ନୂଆ ଆକ୍ରାନ୍ତ । ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୬ଲକ୍ଷ ୨୫ ହଜାର ୪୨୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ମହାମାରୀ…

ଆଜି କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ଏକାଦଶ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ବିଗତ ୫୮ ଦିନ ଧରି କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ନିୟମକୁ ବିରୋଧ କରିଆସୁଥିବା କୃଷକ ସଂଗଠନର ପ୍ରତିନିଧୀଙ୍କ ସହ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ସହ ଏକାଦଶ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ, ୧୦ ପର୍ଯ୍ୟାୟ ଆଲୋଚନାର କୌଣସି ଫଳାଫଳ…

କର୍ଣ୍ଣାଟକ ଶିବମୋଗା ଟ୍ରାଜେଡି ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକ: ଶିବମୋଗା ଜିଲ୍ଲାରେ ହୋଇଥିବା ବିସ୍ଫୋରଣ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି ଲେଖିଛନ୍ତି, ଶିବମୋଗାରେ ହୋଇଥିବା ଅଘଟଣ ପାଇଁ ସେ ଦୁଃଖିତ। ମୃତ୍ୟୁ ଘଟଣା ତାଙ୍କୁ ମର୍ମାହତ କରିଛି । ମୃତକଙ୍କ ପରିବାରକୁ ସମବେଦନା…

ପାକିସ୍ତାନରେ ଅନର କିଲିଂ; ସ୍ତ୍ରୀ ସହ ୪ ଛୁଆଙ୍କୁ ମାରିଦେଲା ସ୍ୱାମୀ

ଲାହୋର: ପାକିସ୍ତାନରେ ଅନଲ କିଲିଂର ଆଉ ଏକ ମାମାଲା ସାମ୍ନାକୁ ଆସିଛି । ପଞ୍ଜାବ ପ୍ରଦେଶର ଗୁଜ୍ରନୱାଲା ସହରରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହ ୪ ଜଣ ପିଲାଙ୍କୁ ମାରିଦେଇଥିବା ଜଣାପଡିଛି । ଏହି ଅଭିଯୁକ୍ତର ନାମ ଇମ୍ରାନ ବୋଲି ଜଣାପଡିଛି। ପୋଲିସ ଅଭିଯୁକ୍ତ ଇମ୍ରାନକୁ ଗିରଫ କରିଥିବା ବେଳେ…

କର୍ଣ୍ଣାଟକର ଏକ ରେଳବାଇ କ୍ରସର୍‌ସ୍ଥଳରେ ବିସ୍ଫୋରଣ; ୮ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗ୍ଗା ଜିଲ୍ଲା ଅନ୍ତର୍ଗତ ହୁନାସୋଡୁ ଗ୍ରାମ ପାଖରେ ଥିବା ଏକ ରେଳବାଇ କ୍ରସ୍‌ର ପରିସରରେ ଗତ ରାତିରେ ଡ଼ିନାମଇଟ ବିସ୍ଫୋରଣ ଘଟି ୮ ଜଣଙ୍କର ଜୀବନ ଯାଇଛି। ଏନେଇ ସ୍ଥାନୀୟ ଜିଲ୍ଲାପାଳ କେବି ଶିବକୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତକାଲି ରାତି ପ୍ରାୟ…

ଶଶିକଳା କରୋନାରେ ଆକ୍ରାନ୍ତ

ବେଙ୍ଗଳୁରୁ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ତଥା ଏଆଇଏଡିଏମ୍‌୍‌କେରୁ ବହିଷ୍ôକତ ହୋଇଥିବା ଶଶିକଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ଆଇସିୟୁରେ ରଖାଯାଇଛି । ତାଙ୍କ ଅବସ୍ଥା ସ୍ଥିର ରହିଥିଲେ ବି ବିଭିନ୍ନ ଟେଷ୍ଟ କରାଯାଇଛି ଏବଂ ଏକ ଡାକ୍ତରୀ ଟିମ୍…