Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୋଷା କୁକୁରଙ୍କୁ ଭୁଲି ପାରୁ ନାହାନ୍ତି ଏହି ଅଟୋ ଡ୍ରାଇଭର…ଯାତ୍ରୀ ବି ହେଉଛନ୍ତି ଭାବପ୍ରବଣ

ବେଙ୍ଗାଲୁର: ବେଙ୍ଗାଲୁରର ଏକ ଅଟୋ ଡ୍ରାଇଭର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ସେ ତାଙ୍କ ପୋଷା କୁକୁରଙ୍କୁ ବେଶୀ ଭଲ ପାଉଥିଲେ । କୁକୁରଟି ମରିଯିବା ପରେ ସେ ତାର ଫଟୋ ଅଟୋରେ ଲଗାଇଛନ୍ତି । ୪ମାସର ହୋଇଥିବା ବେଳେ ତାଙ୍କ କୁକୁର ମରି ଯାଇଥିଲା । ଯାହା ଏବେ ବି ତାଙ୍କୁ…

ନଭେମ୍ବର ୨୨ ପୂର୍ବରୁ ହୋଇପାରେ ବିହାର ନିର୍ବାଚନ

ପାଟଣା: ବିହାର ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁଇ ଦିନିଆ ବିହାର ଗସ୍ତରେ ଥିବା ନିର୍ବାଚନ କମିଶନ ବିଭିନ୍ନ ରାଜନୈତିକ ଦଳଙ୍କ ସହ ବୈଠକ କରି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର କହିଛନ୍ତି ଯେ ବିହାରରେ…

ବିଷାକ୍ତ କଫ୍ ସିରପରେ ଶିଶୁ ମୃତ୍ୟୁ ଘଟଣା; ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଗଷ୍ଟ ଶେଷ ପରଠାରୁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ରାଜ୍ୟରେ ପାଞ୍ଚ ବର୍ଷରୁ କମ୍ ବୟସର ୯ ଶିଶୁଙ୍କ ମୃତ୍ୟୁ ପରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହା ପଛରେ ବିଷାକ୍ତ କଫ୍ ସିରପ୍ ଦାୟୀ କି ନାହିଁ ସେନେଇ ତଦନ୍ତ କରିବେ କର୍ତୁପକ୍ଷ। ଔଷଧର…

ଜୋରଦାର ଭୂକମ୍ପ ଝଟକାରେ ଥରିଲା ଜାପାନ; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୦ ରେକର୍ଡ

ଟୋକିଓ: ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୦ ରେକର୍ଡ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଗଭୀରତାରେ ଥିଲା । ତେବେ ଏହି ଭୂକମ୍ପରେ…

Mata Vaishno Devi Yatra: ୩ ଦିନ ପାଇଁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ବନ୍ଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଏବଂ ଖରାପ ପାଗ ଚେତାବନୀ ଯୋଗୁଁ ମାତା ବୈଷ୍ଣୋଦେବୀ ଯାତ୍ରାକୁ ତିନି ଦିନ ପାଇଁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନେଇଛି। ଭାରତୀୟ ପାଣିପାଗ ବିଭାଗ…

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି ମାଡ

ନୂଆଦିଲ୍ଲୀ: ଆମେରିକାର ଡାଲାସରେ ରହୁଥିବା ଜଣେ ୨୭ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ହାଇଦ୍ରାବାଦର ଚନ୍ଦ୍ରଶେଖର ପୋଲ ବୋଲି ଜଣାପଡ଼ିଛି। ତେବେ ସେ ଶୁକ୍ରବାର ରାତିରେ ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ସମୟରେ ଜଣେ ଅଜ୍ଞାତ ବନ୍ଧୁକଧାରୀ ବ୍ୟକ୍ତି ତାଙ୍କୁ…

ନଭେମ୍ବର ୧୫ରୁ ଟୋଲ୍ ପ୍ଲାଜାରେ ବଢିବ ଶୁଳ୍କ, ଜାଣନ୍ତୁ କେତେ ଦେବାକୁ ପଡ଼ିବ…

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଥିବା ଟୋଲ୍ ପ୍ଲାଜା ମାନଙ୍କରେ ନଗଦ କାରବାର ହ୍ରାସ କରିବା ପାଇଁ ସରକାର ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ଯୋଜନା ଚଲାଇଥିବା ନେଇ ରିପୋର୍ଟ ମିଳିଛି। ଏହି ନୂଆ ନିୟମ ନଭେମ୍ବର ୧୫ରୁ କାର୍ଯ୍ୟକାରୀ ହେବ। ନୂଆ ନିୟମ ଅନୁଯାୟୀ, ବୈଧ…

କିଏ ଡିଜାଇନ କରିଥିଲେ ଅଡିର ଆଇକନିକ ଲୋଗୋ? ଏଥିପାଇଁ କରିଥିଲେ ଏତେ ଚାର୍ଜ

ନୂଆଦିଲ୍ଲୀ : ଜର୍ମାନ ଲଗଜରୀ କାର୍‌ ନିର୍ମାତା ଅଡି ଏହାର ଇଞ୍ଜିନିୟରିଂ, ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଚମତ୍କାର ଡିଜାଇନ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଅଡିର ଅଡିର ଆଇକନିକ ଚିହ୍ନ ଚାରୋଟି ରିଙ୍ଗ ଲୋଗୋ ୧୯୩୨ରେ ୪ ପ୍ରତିଷ୍ଠାତା କମ୍ପାନୀର ମିଶ୍ରଣକୁ ପ୍ରତୀକ କରେ। ଆସନ୍ତୁ ଜାଣିବା ଏହି…

କଫ୍‌ ସିରପ୍‌ରେ ଏମିତି କ’ଣ ରହିଛି? ଯାହା ଜୀବନ ପାଇଁ ଘାତକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ଆସିଥିବା ସାମ୍ପ୍ରତିକ ଖବର ପୂରା ଦେଶକୁ ଚକିତ କରିଛି। ଏହି ଦୁଇ ରାଜ୍ୟରେ ଏପର୍ଯ୍ୟନ୍ତ ଏଗାର ନିର୍ଦ୍ଦୋଷ ଶିଶୁଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଦୁଇଟି ବ୍ରାଣ୍ଡର କଫ ସିରପ ଏହି ମୃତ୍ୟୁର କାରଣ ହୋଇପାରେ। ଏହି ଘଟଣା…

ପୁରୁଣା ବ୍ୟାଙ୍କ ଆକାଉଣ୍ଟରେ ଫସିଯାଇଛି ଟଙ୍କା? ଜାଣନ୍ତୁ ଏହାକୁ ଉଠାଇବାର ସହଜ ଉପାୟ

ନୂଆଦିଲ୍ଲୀ: ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟରେ କିଛି ଟଙ୍କା ଫସି ରହିଛି କିନ୍ତୁ ଆପଣ ଏହାକୁ ଦୁଇ ବର୍ଷ ଧରି ବାହାର କରିପାରୁ ନାହାନ୍ତି, ତେବେ ସେହି ଆକାଉଣ୍ଟର କ’ଣ ହେବ? ଆକାଉଣ୍ଟଟି ନିଷ୍କ୍ରିୟ ହୋଇଯିବ, ଏବଂ ଟଙ୍କା ଫେରସ୍ତ ପାଇବା କଷ୍ଟକର ହୋଇପଡିବ। କିନ୍ତୁ ଆପଣଙ୍କୁ କହିରଖୁଛୁ କି…