Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏବେଠାରୁ ଦୁଇ ମାସ ପର୍ଯ୍ୟନ୍ତ ଅନ୍ଧାର ରହିବ ଏହି ସହର; ୨୦୨୧ରେ ଦେଖାଯିବେ ସୂର୍ଯ୍ୟ

ନୂଆଦିଲ୍ଲୀ: ଆମେରିକାରେ ଏପରି ଏକ ସହର ଅଛି ଯେଉଁଠାରେ ଲୋକମାନେ ଦୁଇମାସ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ରଶ୍ମି ଦେଖିପାରିବେ ନାହିଁ। ଆମେରିକାର ଆଲାସ୍କାର ଲୋକମାନେ ଆସନ୍ତା ୨ ମାସ ପାଇଁ ଅନ୍ଧକାରରେ ରହିବେ। ଏହି ସହରରେ ଜାନୁଆରୀ ୨୩ରେ, ସ୍ଥାନୀୟ ସମୟ ଅପରାହ୍ନ ୧ ଟାରେ ସୂର୍ଯ୍ୟୋଦୟ ହେବ। ୬୫ ଦିନ…

କରୋନା ମୁକାବିଲା ଚିନ୍ତା: ଏସବୁ ରାଜ୍ୟକୁ ସ୍ୱତନ୍ତ୍ର ଟିମ୍ ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି କରୋନା । ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ଭଳି ବିଭିନ୍ନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମୁକାବିଲା ପାଇଁ କେନ୍ଦ୍ର ସରକାର ଉତ୍ତରପ୍ରଦେଶ, ପଞ୍ଜାବ ଓ ହିମାଚଳପ୍ରଦେଶକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍…

ଦୀର୍ଘ ୬ ଦଶକ ପରେ ହ୍ୱାଇଟ୍‌ ହାଉସ୍‌ରେ ପ୍ରଥମ ଥର ପାଇଁ ପହଞ୍ଚିଲେ ତିବ୍ଦତର ରାଜନୈତିକ ପ୍ରମୁଖ ଡକ୍ଟର ଲୋବ୍‌ସଙ୍ଗ…

ନୂଆଦିଲ୍ଲି: ଆମେରିକା ତିବ୍ଦତ ସମ୍ବନ୍ଧରେ ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛି ଚୀନ୍। ବର୍ତ୍ତମାନ ତିବ୍ଦତର ନିର୍ବାସିତ ସରକାରର ନେତୃତ୍ୱ ନେବାକୁ ଆଉ ଏକ ପଦକ୍ଷେପ ନେଇପାରେ। ଆମେରିକାର ନିମନ୍ତ୍ରଣ କ୍ରମେ ତିବ୍ଦତର ନିର୍ବାସିତ ସରକାରର ମୁଖ୍ୟ ଡକ୍ଟର ଲୋବ୍‌ସଙ୍ଗ…

ସୁରୁଖୁରୁରେ ସମ୍ପନ୍ନ ହେଲା ଲୋକ ଆସ୍ଥାର ମହାପର୍ବ ଛଠ୍‌ ପୂଜା

ନୂଆଦିଲ୍ଲୀ: ଜନ ବିଶ୍ୱାସର ମହାପର୍ବ ଛଠ୍‌ ପୂଜା ସମ୍ପନ୍ନ ହୋଇଛି। ଛଠ୍‌ ବ୍ରତଧାରୀମାନେ ନିଜ ସନ୍ତାନ ସୁରକ୍ଷା ଏବଂ ପରିବାରର ସମୃଦ୍ଧତା କାମନା କରି ଶନିବାର ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ। ଚାରି ଦିନର ଏହି ବ୍ରତ ଶନିବାର ସକାଳ ୬.୪୮ ରେ ସୂର୍ଯ୍ୟଙ୍କ ଉପରେ ଅର୍ଘ୍ୟ ଅର୍ପଣ…

ବାଗଦାଦରେ ଆଇଏସ୍‌ଆଇଏସ୍‌ ଆକ୍ରମଣ; ୬ ସୁରକ୍ଷା ବାହିନୀ ସମେତ ୮ ମୃତ

ବାଗଦାଦ: ଆଇଏସ୍ଆଇଏସ୍‌ ପୁଣିଥରେ ଇରାକର ରାଜଧାନୀ ବାଗଦାଦ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୬ ଜଣ ସୁରକ୍ଷା ବାହିନୀ ସମେତ ଅତି କମରେ ୮ ଜଣ ପ୍ରାଣ ହରାଇଛନ୍ତି। ରିପୋର୍ଟ ଅନୁଯାୟୀ, ରାଜଧାନୀଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଜିହାଦୀମାନେ ବିସ୍ଫୋରଣ କରି ସୁରକ୍ଷା ବାହିନୀ ଉପରେ…

ଦେଶରେ ପାଖାପାଖି ୯୧ ଲକ୍ଷ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ୯୧ ଲକ୍ଷ ପାର କରିବ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୫ ହଜାର ୨୦୯ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୯୦ ଲକ୍ଷ ୯୫ ହଜାର ୮୦୭କୁ ବୃଦ୍ଧି ପାଇଛି । ଲକ୍ଷେ ୩୩ ହଜାର ମୃତ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଚାରେ…

ରଖେ ହରି ତ ମାରେ କିଏ; ତିନି ତିନି ଥର ମୃତ୍ୟୁକୁ ମାତ୍ ଦେଇ ସୁସ୍ଥ ହେଲେ ଏହି ବ୍ୟକ୍ତି

ଜୟପୁର: କଥାରେ ଅଛି ରଖେ ହରି ତ ମାରେ କିଏ। ରାଜସ୍ଥାନ ଯୋଧପୁରର ଜଣେ ଯୁବକଙ୍କ ସହ ତିନି ତିନି ଥର ମରଣ ମୁଁହରୁ ଫେରି ଆସିଛନ୍ତି । ମୃତ୍ୟୁକୁ ମାତ୍‌ ଦେଇ ପୁଣିଥରେ ନୂଆ ଜୀବନ ଆରମ୍ଭ କରିଛନ୍ତି। ରାଜସ୍ଥାନର ଯୋଧପୁରରେ ଚ୍ୟାରିଟି ଖୋଲିଥିବା ଜଣେ ବ୍ରିଟିଶ ନାଗରିକ ଇଆନ ଜୋନ୍ସ। କିଛିଦିନ…

ପତ୍ନୀଙ୍କ ଅନୈତିକ ସମ୍ପର୍କକୁ ସହ୍ୟ ନକରିପାରି ଜୀବନ ହାରିଲେ ଡାକ୍ତର ସ୍ୱାମୀ 

ଗୁରୁଗ୍ରାମ: ଗୁରୁଗ୍ରାମର ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତର ଶନିବାର ଦିନ ନିଜ ଦେହରେ ବିଷ ଇଞ୍ଜେକ୍ସନ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଡାକ୍ତରଙ୍କ ପତ୍ନୀଙ୍କର ଅନୈତିକ ସମ୍ପର୍କ ଥିବା ଜାଣିବା ପରେ ଡାକ୍ତର ଜଣକ ଏହାକୁ ସଯ୍ୟ କରି ନପାରି ନିଜ ବାସ ଭବନରେ…

ପାଣି ଭିତରେ ଯାଦୁ ଦେଖାଇ କଲେ ଗିନିଜ୍ ୱାଲ୍ଡ ରେକର୍ଡ

ନୂଆଦିଲ୍ଲୀ: ପାଣି ଭିତରେ ଯାଦୁ କଳା ଦେଖାଇ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଜଣେ ବ୍ରିଟିଶ ଯାଦୁକର। ଏଭଳି ଯାଦୁ ଦ‌େଖାଇଥିବା ବ୍ୟକ୍ତିଙ୍କ ନାମ ମାର୍ଟିନ୍ ରିସ୍ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ସେ ପ୍ରାୟ ୩ ମିନିଟରେ ପାଖାପାଖି ୨୦ଟି ଯାଦୁ କ‌ୌଶଳ…

ରାଜସ୍ଥାନର ୮ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ, ସର୍ବସାଧାରଣ ସଭା ବନ୍ଦ

ଜୟପୁର: ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ମୁକାବିଲା ପାଇଁ ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ପୁଣି କରୋନା କଟକଣାକୁ ଅଧିକ କଡ଼ାକଡ଼ି କରାଗଲାଣି । ଅଧିକ ସଂକ୍ରମିତ ମଧ୍ୟପ୍ରଦେଶ ଓ ଗୁଜରାଟର କିଛି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲଗାଯିବା ପରେ ରାଜସ୍ଥାନର ୮ ସହରରେ ଲାଗିବ…