Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆରମ୍ଭ ହେବ ନ୍ୟୁଜିଲାଣ୍ଡ-ଭାରତ ଶିକ୍ଷା ସପ୍ତାହ

ବେଙ୍ଗାଲୁରୁ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱବିଦ୍ୟାଳୟ ଏବଂ କାର୍ଯ୍ୟନିର୍ବାହୀମାନଙ୍କୁ ନେଇ ଏକ ଭର୍ଚୁଆଲ୍ ଶିକ୍ଷା କନକ୍ଲେଭ ଆସନ୍ତା ଅକ୍ଟୋବର ୫ ରୁ ୯ ମଧ୍ୟରେ ଅନୁଷ୍ଠିତ ହେବ । ସକାଳ ୧୦.୩୦ ରୁ ୧୧.୩୦ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ ଏବଂ ଭାରତର…

କୋଭିଡ-୧୯ ପ୍ରୋଟେକ୍ସନ୍ ଲୋସନ ଏବଂ ଆଣ୍ଟିଭାଇରାଲ୍ ଟି-ସାର୍ଟ ତିଆରି କଲା ଆଇଆଇଟି ଦିଲ୍ଲୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରେ ଆରମ୍ଭ ହୋଇଥିବା ଦୁଇଟି ଷ୍ଟାର୍ଟଅପ୍ କମ୍ ମୂଲ୍ୟରେ ଆଣ୍ଟିଭାଇରାଲ୍ ଟି-ସାର୍ଟ ଏବଂ କରୋନାଭାଇରସ୍ ସୁରକ୍ଷା ଲୋସନ ଆରମ୍ଭ କରିଛନ୍ତି। ଦୁଇଟି ଷ୍ଟାର୍ଟଅପ୍ ହେଉଛି E-TEX ଏବଂ Clensta । ଆଇଆଇଟି ଦିଲ୍ଲୀର…

ସୁଶାନ୍ତ ସିଂଙ୍କୁ କରାଯାଇ ନାହିଁ ହତ୍ୟା!

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ତିନି ମାସ ବିତିଗଲାଣି । ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନି । ତାଙ୍କୁ ହତ୍ୟା କରାଯାଇଥିବା ନା ସେ ଆତ୍ମହତ୍ୟା କରିଥିଲେ, ତାହା ଆଜି ବି ସସ୍‌ପେନ୍ସ ହୋଇ ରହିଛି । ଦେଶର ତିନୋଟି ବୃହତ…

କରୋନା ମୃତ୍ୟୁସଂଖ୍ୟାରେ ଦେଶର ଏସବୁ ରାଜ୍ୟଠୁ ଢେର ପଛରେ ଓଡ଼ିଶା

ଭୁବନେଶ୍ୱର: କରୋନା ସଂକ୍ରମିତ ରାଜ୍ୟ ତାଲିକାର ୮ ନମ୍ୱର ସ୍ଥାନରେ ରହିଛି ଓଡିଶା । ରାଜ୍ୟରେ ୨ ଲକ୍ଷ ୨୯ ହଜାରରୁ ଅଧିକ ପଜିଟିଭ୍ କେସ୍ ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଜମ୍ମୁ କଶ୍ମୀର ଭଳି ରାଜ୍ୟଠାରୁ ବହୁ ପଛରେ ରହିଛି ଓଡ଼ିଶା । ଏସବୁ…

୭ ଭାରତୀୟଙ୍କୁ ଅପହରଣ କଲେ ଲିବ୍ୟା ଆତଙ୍କବାଦୀ

ତ୍ରିପୋଲି:  ୭ଜଣ ଭାରତୀୟଙ୍କୁ ଲିବ୍ୟାର ଆତଙ୍କବାଦୀମାନେ ଅପହରଣ କରିନେଇଛନ୍ତି । ଏହି ଭାରତୀୟମାନେ ସେଠାରେ କାମ କରିବାକୁ ଯାଇଥିଲେ । ୨୦ ହଜାର ଡଲାର ଦେଲେ ଭାରତୀୟଙ୍କୁ ଛଡାଯିବ ବୋଲି ଆତଙ୍କବାଦୀମାନେ ସର୍ତ ରଖିଛନ୍ତି । ଉତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ବିହାରର ଏହି ଶ୍ରମିକ ମାନେ ଭିଜା…

ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କଲେ କିମ୍ ଜଙ୍ଗ

ସିଓଲ: ଟ୍ରମ୍ପଙ୍କ ପାଇଁ ଆରୋଗ୍ୟ କାମନା କଲେ କିମ୍ । ଉତ୍ତର କୋରିଆରେ ନେତା କିମ୍ ଜଙ୍ଗ ଉନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ଆରୋଗ୍ୟ ବାର୍ତ୍ତା ପଠାଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରୁ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି କିମ୍। ସେ…

ତେ‌ହ୍‌ରୀ ହ୍ରଦରେ ନିର୍ମାଣ ହେଲା ଦେଶର ସବୁଠୁ ବଡ଼ ଝୁଲା ପୋଲ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଶ୍ବ ପ୍ରସିଦ୍ଧ ତେ‌ହ୍‌ରୀ ହ୍ରଦ ଉପରେ ଦେଶର ସର୍ବବୃହତ୍ ଡୋବ୍ରା-ଚାଣ୍ଟି ମୋଟର ସସପେନ୍ସ ସେତୁ ପ୍ରସ୍ତୁତ ହୋଇସାରିଛି। ଖୁବ୍ ଶୀଘ୍ର ଏହାର ଉଦ୍‌ଘାଟନ କରାଯିବ। ସୂଚନାଯୋଗ୍ୟ ଏହି ୪୪୦ ମିଟର ଲମ୍ବା ସେତୁ ନିର୍ମାଣରେ ସରକାରଙ୍କ ପକ୍ଷରୁ ଏକକାଳୀନ ୮୮ କୋଟି…

ଚର୍ଚ୍ଚାରେ ‘ରେଡ୍‌ ଡ୍ରେସ୍’

ନୂଆଦିଲ୍ଲୀ: ବିଶେଷ କରି ପୋଷାକ ମଧ୍ୟରେ ଡିଜାଇନର୍ ପୋଷାକ ପିନ୍ଧିବାକୁ ଲୋକେ ଅଧିକ ପସନ୍ଦ କରନ୍ତି। ସେହଭଳି ଡିଜାଇନର୍‌ମାନଙ୍କ ପୋଷାକ ତିଆରି କରିବାର ଶୈଳୀ ମଧ୍ୟ ବେଶ୍ ନିଆରା। କିନ୍ତୁ ନିକଟରେ ଏକ ଡ୍ରେସ୍ ଡିଜାଇନ୍‌କୁ ନେଇ ସମଗ୍ର ବିଶ୍ବରେ ଚହଳ ସୃଷ୍ଟି ହୋଇଛି। ସୁନ୍ଦର ରେଶମ…

ହଥରସ ଗାଁରେ ମିଡିଆକୁ ପ୍ରବେଶ ଅନୁମତି, ପରିବାର ଲୋକ କହିଲେ ସାଂଘାତିକ କଥା

ଉତ୍ତରପ୍ରଦେଶ: ହଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗକୁ ନେଇ ଦୁଇ ଦିନ ହେବ ବନ୍ଦ ରହିଥିବା ହଥରସ ଗାଁ ସୀମା  ଆଜି ଖୋଲିଛି ପ୍ରଶାସନ । ଗାଁ ଭିତରକୁ ଯିବା ପାଇଁ ଗଣମାଧ୍ୟମକୁ ଅନୁମତି ମିଳିଛି । ଉତ୍ତରପ୍ରଦେଶ ପୋଲିସ କହିଛି, ଏସଆଇଟି ତଦନ୍ତ ଶେଷ ହେବା ପରେ ଗାଁ ଭିତରକୁ ମିଡିଆକୁ ପ୍ରବେଶ ପାଇଁ…

‘ଅଟଳ ଟନଲ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ହିମାଚଳପ୍ରଦେଶ: ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ଅଟଳ ଟନେଲ । ହିମାଚଳ ପ୍ରଦେଶର ରୋହତାଙ୍ଗରେ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଅଟଳ ଟନେଲର ଶୁଭାରମ୍ଭ କରିଛନ୍ତି । ଏହି ସ୍ୱତନ୍ତ୍ର ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ…