Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ହଥରସ ଯିବେ ରାହୁଲ, କହିଲେ କୌଣସି ଶକ୍ତି ଅଟକାଇ ପାରିବନି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହଥରସ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ରାଜନୀତି ଜୋରଦାର ହୋଇଛି । ଆକ୍ରମଣ ମୁଦ୍ରାରେ ଥିବା କଂଗ୍ରେସ ଟାର୍ଗେଟରେ ଯୋଗୀ ସରକାର । ପୂର୍ବରୁ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ପୋଲିସ ଗ୍ରେଟର ନୋଏଡାରେ ରାହୁଲ ଓ ପ୍ରିୟଙ୍କାଙ୍କୁ…

ସୁୁଧ ଉପରେ ଆଉ ପଡିବନି ସୁଧ

ନୂଆଦିଲ୍ଲୀ: କରୋନା କାଳ ଭିତରେ ଆସିଲା ଖୁସି ଖବର । ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ବଡ ଧରଣର ଆଶ୍ୱସ୍ତି । ଏଣିକି ସୁଧ ଉପରେ ଆଉ ପଡିବନି ସୁଧ । ଦୁଇ କୋଟି ଟଙ୍କାର ଋଣ ଯାଏଁ ଏହି ସୁବିଧା ମିଳିବ । ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର । ସମସ୍ତ ପ୍ରକାର…

ବିହାର ନିର୍ବାଚନରେ NDAରୁ ଅଲଗା ହେବ LJP, ଆଜି ନିଷ୍ପତ୍ତି ଶୁଣାଇବେ ଚିରାଗ ପାଶଓ୍ୱାନ

ପାଟଣା: ବିହାର ବିଧାନସଭା ନିର୍ବାଚନ ନେଇ ରାଜନୀତି ଏବେ ସରଗରମ । ନିର୍ବାଚନ ରଣାଙ୍ଗନାକୁ ଏକାକୀ ଓହ୍ଲାଇପାରେ ରାମବିଳାସ ପାଶଓ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ବା ଏଲଜେପି । ସିଟ୍ ବୁଝାମଣାକୁ ନେଇ ଦଳରେ ଅସନ୍ତୋଷ ବଢ଼ିଛି । ଆଜି ଏଲଜେପି ସଂସଦୀୟ ବୋର୍ଡ ବୈଠକରେ ଏକାକୀ ନିର୍ବାଚନ ନେଇ…

ଲକ୍ଷେ ଟପିଲା ଦେଶରେ କରୋନା ମୃତ୍ୟୁସଂଖ୍ୟା, ୬୪ ଲକ୍ଷ ପଜିଟିଭ୍ କେସ୍

ନୂଆଦିଲ୍ଲୀ: ସାରା ଦେଶରୁ ଲକ୍ଷେ ମୁଣ୍ଡ ନେଲାଣି ମହାମାରୀ । କରୋନା ମୃତ୍ୟୁସଂଖ୍ୟା ଆଜି ଲକ୍ଷେ ପାର କରିଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୧ ହଜାର ୬୯ ଆକ୍ରାନ୍ତ । ଏମାନଙ୍କୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା ୧ଲକ୍ଷ ୮୪୨କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୧.୫୫% । କରୋନା…

ଆଜି ଭାଇରସ୍ ଆପ୍ରିସିଏସନ୍‌ ଡେ

ଆଜି ଭାଇରସ୍‌ ଆପ୍ରିସିଏସନ୍‌ ଡେ। ଭାଇରସ୍‌ ଏକ ଲାଟିନ୍‌ ଶବ୍ଦ। ଏହାର ଓଡ଼ିଆ ଭାଷାନ୍ତର ହେଉଛି ‘ବିଷ’ ଏବଂ ହିନ୍ଦୀରେ ଏହାକୁ ‘ବିଷାଣୁ’ କୁହାଯାଏ। ଏହା କୋଷହୀନ ଏବଂ ଅତି ସୂକ୍ଷ୍ମ ଜୀବ। ଏହା କେବଳ ଜୀବିତ କୋଷରେ ହିଁ ବଂଶ ବୃଦ୍ଧି କରିପାରେ। ଶରୀର ବାହାରେ ଏହା ମୃତ ଅବସ୍ଥାରେ ରହିଥାଏ…

ଆର୍ମି ହସ୍ପିଟାଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆର୍ମି ହସ୍ପିଟାଲକୁ ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ୱାଲ୍ଟର ରିଡ୍ ଆର୍ମି ମେଡିକାଲ ସେଂଟରରେ ଭର୍ତ୍ତି କରାଯାଇଛି । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ…

ହଥରସ କେସ: ଯୋଗୀ ସରକାରକୁ ଦଳ ଭିତରୁ ବିରୋଧ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହଥରସ ନାବାଳିକ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ସାରା ଦେଶରେ ବିରୋଧର ସ୍ୱର ତୀବ୍ର ହୋଇଛି । ଟାର୍ଗେଟରେ ଉତ୍ତରପ୍ରଦେଶ ସରକାର । ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ବିରୋଧୀ କାଠଗଡ଼ାରେ ଠିଆ କରିଥିବା ବେଳେ ଦଳ ଭିତରୁ ବି କିଛି ନେତା ଟାର୍ଗେଟ କଲେଣି ।…

ହାଥରସ କେସ୍‌ରେ ଯୋଗୀ ଆଦିତ୍ୟନାଥଙ୍କ ବଡ କାର୍ଯ୍ୟାନୁଷ୍ଠାନ: ଏସପି, ଡିଏସପି, ଇନ୍ସପେକ୍ଟର ନିଲମ୍ବିତ

ହାଥରସ: ହାଥରସ ଗଣଦୁଷ୍କର୍ମ କେସ୍ ନେଇ ସାରା ଦେଶରେ ଉତେଜନା ଦେଖାଦେଇଛି । ଏଥିନେଇ ଉତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ମଧ୍ୟ ଟାର୍ଗେଟରେ ରହିଛି । ବିଭିନ୍ନ ମହଲରୁ ଚାପ ପଡିବା ଫଳରେ ଶୁକ୍ରବାର ଯୋଗୀ ଆଦିତ୍ୟନାଥ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରିପୋର୍ଟ ମୁତାବକ ଏସପି,…

ହାଥରସରେ ଗଣମାଧ୍ୟମକୁ ନୋ’ ଏଣ୍ଟ୍ରି

ହାଥରସ: ଉତ୍ତରପ୍ରଦେଶର ହାଥରସ ଗଣ ଦୁଷ୍କର୍ମ ମାମଲା ପ୍ରତି ଦିନ ନୂଆ ମୋଡ଼ ନେଉଛି। ଗୁରୁବାର ଦିନ ଏହି ଅଞ୍ଚଳ ମଧ୍ୟକୁ ପ୍ରବେଶ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଟକାଇ ଦିଆ ଯାଇଥିବା ବେଳେ ଆଜି ଏହି ଅଞ୍ଚଳକୁ ଗଣମାଧ୍ୟମ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି ୟୁପି ପ୍ରଶାସନ।…

ହଂକଂରେ ଉଡିଲା ଭାରତର ଜାତୀୟ ପତାକା

ହଂକଂ: ବିସ୍ତାରବାଦୀ ନୀତି ଯୋଗୁ ଚୀନ ତାର ସମସ୍ତ ପଡୋଶୀ ସହ ଅଶାନ୍ତି ସୃଷ୍ଟି କରି ସାରିଛି । ଚୀନ ଏବେ ହଂକଂ ଉପରେ ଆଧିବତ୍ୟ ବିସ୍ତାର କରିବାକୁ ଚାହୁଁଛି । ଯାହାକୁ ସ୍ଥାନୀୟ ବାସିନ୍ଦା ସେଠାରେ ତୀବ୍ର ବିରୋଧ କରୁଛନ୍ତି । ଚୀନ ବିରୋଧରେ କରାଯାଇଥିବା ଏକ ବିକ୍ଷୋଭରେ ହଂକଂବାସୀ ଭାରତର…