Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆରମ୍ଭ ହେଲା ଇଣ୍ଡିଆନ୍ ଆଇଡଲ -୧୨ର ସୁଟିଂ !

ମୁମ୍ବାଇ: କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ଇଣ୍ଡିଆନ୍ ଆଇଡଲର ନୂଆ ସିଜିନ୍‌ର ସୁଟିଂ । ଗୁରୁବାର ସୁଟିଂ ଆରମ୍ଭ ହୋଇଥିଲାବେଳେ ସମସ୍ତ ଜଜ୍ ପ୍ରତିଯୋଗୀଙ୍କ ଅଡିସନ୍ ନେବା ଆରମ୍ଭ କରିଛନ୍ତି । ମୁମ୍ବାଇର ଫିଲ୍ମ ସିଟିରେ ସିଙ୍ଗିଂ ରିୟାଲିଟି ସୋ'ର ଫାଇନାଲ ରାଉଣ୍ଡ ଅଡିସନରେ ହିମେଶ ରେଶମିୟାଁ,…

ହାଥ୍ରାସ୍ ଘଟଣାକୁ ନେଇ କହିଲେ ମମତା – “ଆଜି ମୁଁ ଜଣେ ହିନ୍ଦୁ ନୁହେଁ, ଦଳିତ ମଧ୍ୟ ।”

କୋଲକାତା: ଉତ୍ତରପ୍ରଦେଶ ହାଥ୍ରାସ୍ ବଳାତ୍କାର ଘଟଣାକୁ ନେଇ ରାସ୍ତାକୁ ଓଲ୍ହାଇଲେ ମମତା ବାନାର୍ଜୀ । 'ହାଥ୍ରାସ୍ ଭୟ' ନାମରେ କୋଲକାତାରେ ଏକ ବିରୋଧ ପ୍ରଦର୍ଶନ କରିବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତରପ୍ରଦେଶର ବିଜେପି ସରକାର  'ଦଳିତ, ସଂଖ୍ୟାଲଘୁ ସମ୍ପ୍ରଦାୟ…

ଦଳିତ ଅତ୍ୟାଚାର ନେଇ ରାଜନୀତି ନ ହେଉ: ରାମଦାସ ଆଥୱାଲେ

ଲକ୍ଷ୍ନୌ: ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗର କେନ୍ଦ୍ର ମନ୍ତ୍ରୀ ରାମଦାସ ଆଥୱାଲେ ଶନିବାର କହିଛନ୍ତି ଯେ ଦଳିତଙ୍କ ଉପରେ ଅତ୍ୟାଚାର ନାମରେ କୌଣସି ରାଜନୀତି ହେବା ଉଚିତ ନୁହେଁ । ହାଥ୍ରାସରେ ଯାହା ଘଟିଛି ତାହା ଅତ୍ୟନ୍ତ ଭୟଙ୍କର ଅଟେ । ଦଳିତ ଝିଅ ଉପରେ ବଳାତ୍କାର ଘଟଣା ଅତ୍ୟନ୍ତ…

ଚୀନକୁ ଚ୍ୟାଲେଞ୍ଜ: ଭାରତୀୟ ନୌସେନା ଘାଟିରେ ଇନ୍ଧନ ଭରିଲା ଆମେରିକା ବିମାନ

ନୂଆଦିଲ୍ଲୀ:ଭାରତ-ଆମେରିକା ମଧ୍ୟରେ ସାମରିକ ବନ୍ଧୁତା ବଢ଼ିବାରେ ଲାଗିଛି । ନିକଟରେ ଆମେରିକା ନୌସେନାର ପି-୮ ପୋସେଡନ ବିମାନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜଠାରେ ଥିବା ଭାରତୀୟ ନୌସେନା ଘାଟିରେ ଇନ୍ଧନ ଭରିଛି । ଏହା ପରୋକ୍ଷରେ ଚୀନକୁ ଚ୍ୟାଲେଞ୍ଜ ଦେବା ଭଳି ହୋଇଛି । ପୂର୍ବରୁ ଦକ୍ଷିଣ ଚୀନ…

୩ଲକ୍ଷରୁ ଅଧିକ ଦିଆସିଲି କାଠିରେ ତାଜମହଲ ତିଆରି କଲେ ବଙ୍ଗଳା ଯୁବତୀ

ପଶ୍ଚିମବଙ୍ଗ:  ନାଡିଆ ଜିଲ୍ଲାର ୨୨ ବର୍ଷୀୟା ଜଣେ ଯୁବତୀ ୩ଲକ୍ଷରୁ ଅଧିକ ଦିଆସିଲି କାଠି ବ୍ୟବହାର କରି ତାଜମହଲର ଏକ ପ୍ରତିରୂପ ତିଆରି କରିଛନ୍ତି । କୃଷ୍ଣନଗରର ଘର୍ନି ଅଞ୍ଚଳର ସାହେଲି ପାଲ, ଇରାନର ମେସାମ ରହମାନୀଙ୍କ ଗିନିଜ ୱାର୍ଲ୍ଡ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି, ଯିଏ ୨୦୧୩…

ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ଜିଆଇସି ଓ ଟିପିଜିର ପୁଞ୍ଜି ନିବେଶ

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ସିଙ୍ଗାପୁରର ଜିଆଇସି ପକ୍ଷରୁ ୫,୫୧୨.୫ କୋଟି ଟଙ୍କା ଓ ଅଗ୍ରଣୀ ନିବେଶ ସଂସ୍ଥା ଟିପିଜି ପକ୍ଷରୁ ୧୮୩୭.୫ କୋଟି ଟଙ୍କା ଟଙ୍କା ପୁଞ୍ଜିନିବେଶ କରାଯିବ ବୋଲି…

ନିଜ କ୍ୟାଡର ଗୁଳିର ଶିକାର ହେଲା ବିଶିଷ୍ଟ ମାଓନେତା

ବିଜାପୁର: ଶୁକ୍ରବାର ଦିନ ପୋଲିସ କହିଛି ଯେ ଛତିଶଗଡ଼ ବିଜାପୁର ଜିଲ୍ଲାର ଅନେକ ହତ୍ୟା ପଛର ଜଣେ ବରିଷ୍ଠ ମାଓବାଦୀ ନେତାଙ୍କୁ ଶୁକ୍ରବାର ତାଙ୍କ କ୍ୟାଡରମାନେ ହତ୍ୟା କରିଛନ୍ତି। ପୋଲିସର ସୂଚନାନୁସାରେ, ତାଙ୍କ ମୁଣ୍ଡରେ ୮ ଲକ୍ଷ ପୁରସ୍କାର ରାଶି ଥିଲା ଏବଂ ନିକଟରେ ଗଙ୍ଗାଲୁର ଅଞ୍ଚଳରେ…

ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କରନ ଜୋହର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଥଣ୍ଡା ପଡିଥିଲେ କରନ ଜୋହର । ତାଙ୍କ ବିରୋଧରେ ସାଧାରଣ ଜନତାଙ୍କ ଆକ୍ରୋଶ ଅନେକ କିଛି ଅଜଣା ଘଟଣା ସାମ୍ନାକୁ ଆଣିଥିଲା । ହେଲେ ଏବେ ଧିରେଧିରେ ସୋସିଆଲ ମିଡିଆରେ ସକ୍ରିୟ ହେବାରେ ଲାଗିଛନ୍ତି କରନ । ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ଗଣବଳାତ୍କାରର ଶିକାର ହୋଇଥିବା ନାବାଳିକା କଲା ଆତ୍ମହତ୍ୟା;ମାମଲା ରୁଜୁ

ପାଟନା: ଉତ୍ତରପ୍ରଦେଶର ହାଥ୍ରାସରେ ଜଣେ ୨୦ବର୍ଷ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିହାରର ଗୟା ଜିଲ୍ଲାର ଜଣେ ଦଳିତ ନାବାଳିକା ଶୁକ୍ରବାର ଦିନ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ପୋଲିସର ସୂଚନାନୁସାରେ,…

ହାଥ୍ରାସ ଗଣବଳତ୍କାର ମାମଲା: ଯୋଗୀଙ୍କ ସପକ୍ଷରେ ଠିଆ ହେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବୀ ମଧ୍ୟରେ ତାଙ୍କ ସପକ୍ଷରେ ଠିଆ ହେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏକ ଏସଆଇଟି (ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ) ଗଠନ କରିଛନ୍ତି। ମୋତେ…