Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୫ ମାସ ପରେ ଆଜିଠୁ ଗଡ଼ିଲା ମେଟ୍ରୋ ଟ୍ରେନ୍

ନୂଆଦିଲ୍ଲୀ: ଆଜିଠୁ ଦେଶର କିଛି ସ୍ଥାନରେ ଆରମ୍ଭ ହୋଇଟି ମେଟ୍ରୋ ରେଲଓ୍ୱେ ସେବା । କରୋନା ଯୋଗୁ ପାଞ୍ଚ ମାସ ହେବ ସେବା ବନ୍ଦ ରହିଥିଲା । ଅନଲକ୍ ୪ ଗାଇଡଲାଇନରେ ସର୍ତ୍ତ ସହ ମେଟ୍ରୋ ଟ୍ରେନ୍ ଚଳାଚଳକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । କେନ୍ଦ୍ରର ଗାଇଡଲାଇନ ଅନୁସାରେ ଦିଲ୍ଲୀ, ଚେନ୍ନାଇ,…

କରୋନା ରୋଗୀକୁ ବଳାତ୍କାର କଲା ଆମ୍ବୁଲାନ୍ସ ଡ୍ରାଇଭର !

କେରଳ: କରୋନା ରୋଗୀ ସହ ବଳାତ୍କାର । ଜଣେ ଆମ୍ବୁଲାନ୍ସ ଡ୍ରାଇଭର ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଏଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଥିଲାବେଳେ ରହସ୍ୟଘେରରେ ହସସ୍ପିଟାଲର ଭୂମିକା । ଶନିବାର ପଥାନମଥି ଜିଲ୍ଲାରେ ଘଟିଥିଲା ଏଭଳି ଘୃଣ୍ୟ ଘଟଣା । ସାମ୍ନାକୁ ଆସିଥିଲା…

ଆଇପିଏଲ ୨୦୨୦: ଆସିଲା ସମ୍ପୂର୍ଣ୍ଣ କ୍ରୀଡାସୂଚୀ

ନୂଆଦିଲ୍ଲୀ: ଭାରତୀୟ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୦ର ନୂଆ କାର୍ଯ୍ୟସୂଚୀ ରବିବାର ଦିନ ଜାରି କରାଯାଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ସୂଚନାନୁଯାୟୀ ଟୁର୍ଣ୍ଣାମେଣ୍ଟର ପ୍ରଥମ ବ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସେପ୍ଟେମ୍ବର ୧୯…

ଉଦ୍ଧବଙ୍କୁ ଦାଉଦଙ୍କ ଧମକ, ମାତୋଶ୍ରୀକୁ ଉଡାଇଦେବୁ !

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦାଉଦ ଇବ୍ରାହିମ ପକ୍ଷରୁ ଧମକ ମିଳିଛି । ସତରେ ଦାଉଦ ଏହି ଧମକ ଦେଇଛନ୍ତି କି ତାଙ୍କ ନାମରେ ଏଭଳି କାର୍ଯ୍ୟ କିଏ କରିଛି ତାହା ଜଣା ପଡି ନାହିଁ । ଶନିବାର ରାତିରେ ଉଦ୍ଧବ ରହୁଥିବା ଘର ମାତୋଶ୍ରୀକୁ ଏହି ଫୋନ୍ କଲ ଆସିଛି। ଲ୍ୟାଣ୍ଡ…

କଂଗ୍ରେସରେ ପୁଣି ଫୁଟିଲା ଲେଟର ବୋମା, ସୋନିଆଙ୍କୁ ୯ ବହିଷ୍କୃତ ନେତା ପରିବାରବାଦରୁ ଉପରକୁ ଉଠିବାକୁ ଲେଖିଲେ

ଲକ୍ଷ୍ନୌ: କଂଗ୍ରେସରେ ପୁଣି ଫୁଟିଛି ଅସନ୍ତୁଷ୍ଟଙ୍କ ଲେଟର ବୋମା । ପୂର୍ବରୁ ୨୩ କଂଗ୍ରେସ ସଦସ୍ୟ ନେତୃତ୍ୱ ସଙ୍କଟ ନେଇ ପତ୍ର ଲେଖି ରାଜନୈତିକ ଝଡ ସୃଷ୍ଟି କରିଥିଲେ । ଏବେ ଦଳରୁ ବହିଷ୍କୃତ ୯ ବରିଷ୍ଠ ନେତା ପରିବାର ବାଦରୁ ଊର୍ଦ୍ଧ୍ୱରେ ରହି ଦଳ ପାଇଁ ଚିନ୍ତା କରିବା ନେଇ ରାଷ୍ଟ୍ରୀୟ ମହାସଚିବ…

ଗୋଇନ୍ଦା ଏଜେନ୍ସି ଆଲର୍ଟ: ଚୀନ ଓ ରୁଷିଆର ନଜର ଆମେରିକା ପ୍ରସ୍ତୁତ କରୁଥିବା କରୋନା ଭାଇରସ ଭ୍ୟାକ୍ସିନ ଉପରେ

ୱାଶିଂଟନ: ଆମେରିକା ଆଜି ତାର ଗୋଇନ୍ଦା ଏଜେନ୍ସିକୁ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହାର କାରଣ ହେଲା ଚୀନ ଓ ରୁଷିଆର ନଜର ଆମେରିକା ପ୍ରସ୍ତୁତ କରୁଥିବା କରୋନା ଭାଇରସ ଭ୍ୟାକ୍ସିନ ଉପରେ । ଏହାର ଡାଟା ଚୋରି କରିବା ପାଇଁ ଉଭୟ ଦେଶ ଚେଷ୍ଟା କରୁଛନ୍ତି ବୋଲି ଆମେରିକା ଆଶଙ୍କା…

ଏଣିକି ବିନା କୋଭିଡ୍‌-୧୯ ଟେଷ୍ଟରେ ବୁଲିପାରିବେ ଗୋଆ !

ଗୋଆ: ଯଦି ଗୋଆ ବୁଲିବାକୁ ଇଛା । ତେବେ ଆପଣଙ୍କ ପାଇଁ ରହିଛି ଖୁସୀ ଖବର । ସେପ୍ଟେମ୍ବର ମାସରୁ ବିନା କୋଭିଡ୍ ଟେଷ୍ଟରେ ପର୍ଯ୍ୟଟକଙ୍କ ପାଇଁ ଗୋଆରେ ପ୍ରବେଶ ଅନୁମତି ମିଳିଛି । ଏପରିକି ଗୋଆ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବାର ଓ ରେଷ୍ଟୁରାଣ୍ଟ ବି ଖୋଲିଛି । ତେବେ ଗୋଆ ଯିବା ପାଇଁ…

କାହିଁକି ଏପରି କଲେ ଅଭିନେତା ମନୋଜ ବାଜପାୟୀ ?

ମୁମ୍ବାଇ: କଂଚା ଅଭିନୟ ପାଇଁ ଜଣାଶୁଣା ମନୋଜ ବାଜପାୟୀ । କଥା କମ୍ କାମ ବେଶୀ । କାହାଣୀ ଓ କିର୍ଦାର ଉପରେ ତାଙ୍କର ପ୍ରଥମ ନଜର । ଟଙ୍କା ପ୍ରତି ସେ ଏତେଟା ଲାଳାୟିତ ନୁହଁ । ଲକଡାଉନରେ ହାତରେ କାମ ନଥିଲା । ପାଲଟିଥିଲେ କବି । ହେଲେ ଏବେ ତାଙ୍କ ନୂଆ ଅବତାର ଅଗଣିତ ଦର୍ଶକଙ୍କୁ ତାଜୁବ କରିଛି…

କିଏ ଜିତିବ, ଅକ୍ଷୟ କୁମାର ନା ବରୁନ ଧୱନ ?

ମୁମ୍ବାଇ: ଆଉ କିଛିଦିନ ପରେ ୫୩ବର୍ଷରେ ପାଦ ଦେବେ ବଲିଉଡ ଖିଲାଡି ଅକ୍ଷୟ କୁମାର । ଖାସ କରି ତାଙ୍କ ହରର୍ କମେଡି ଫିଲ୍ମ 'ଲକ୍ଷ୍ମୀ ବମ୍ବ'ର ରିଲିଜ ଡେଟ୍‌କୁ ଦର୍ଶକ ଚାହିଁବସିଛନ୍ତି । ତେବେ ଖବର ମିଳିଛି ଦୀପାବଳି ଅବସରରେ ନଭେମ୍ବର ୧୩'ରେ ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ ।…

ଭାରତରେ ଆତଙ୍କବାଦୀ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ !

ଜାମ୍ମୁ ଓ କାଶ୍ମୀର: ଚାଲିଥିଲା ଆତଙ୍କବାଦୀ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଖବର ପାଇ ଚଢାଉ କରିଥିଲା ପୋଲିସ । ଆତଙ୍କବାଦୀ ନାଁରେ ବଣ୍ଟାଯାଇଥିଲା ଜର୍ସି । ଦେଶ ବିରୋଧୀ କାର୍ଯ୍ୟାକଳାପ ଆଇନ ଅନୁଯାୟୀ ଗିରଫ ହେଲେ ୧୦ ଯୁବ କ୍ରିକେଟ୍ ଖେଳାଳି । ୟୁଏପିଏ ବା (Unlawful Activities…