Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତାକାଲିଠୁ କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ସୋମବାର ଦିନଠାରୁ କରୋନା ଟିକା କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହେବା ନେଇ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଆଇସିଏମଆର ଏବଂ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲୋଜିର ସହଭାଗିତାରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଦ୍ୱାରା କୋଭାକ୍ସିନ ଟିକା…

ଭାଙ୍ଗିଲା ସବୁ ରେକର୍ଡ: ଦେଶରେ ୨୪ ଘଣ୍ଟାରେ ୯୦ ହଜାର ଟପିଲା ସଂକ୍ରମଣ, ୧ ହଜାରରୁ ଅଧିକ ମୃତ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ଆଜି ଦିନରେ ୧ ଲକ୍ଷ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର । ସବୁ ରେକର୍ଡ ଭାଙ୍ଗି ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୯୦,୬୩୩ ଜଣ…

ଆପଣ ଜାଣନ୍ତି କି ଚାଇନା ପରେ ଭାରତରେ ରହିଛି ଦ୍ଵିତୀୟ ଦୀର୍ଘତମ ୱାଲ !

ଭୁବନେଶ୍ୱର: 'ଦ ଗ୍ରେଟ ୱାଲ ଅଫ ଚାଇନା' । ପ୍ରାୟତଃ ଆମେ ସମସ୍ତେ ଏହି ନାଁ ଟି ଶୁଣିଥିବା। ଚାଇନା ସ୍ଥିତ ଏହି ଗ୍ରେଟ ୱାଲ କୁ ବିଶ୍ୱର ଦୀର୍ଘତମ ୱାଲ ବା କାନ୍ଥ ବୋଲି କୁହାଯାଏ। ତେବେ ମନକୁ ଆସେ ବିଶ୍ୱର ୨ୟ ଦୀର୍ଘତମ ୱାଲ କେଉଁଠାରେ ରହିଛି? ତେବେ ଏହାର ଉତ୍ତର ହେଉଛି ଭାରତ। ଆଜ୍ଞା ହଁ ।…

ଜେରା ପାଇଁ ଏନସିବି ସହ ଯିବାକୁ ମନା କରିଦେଲେ ରିୟା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଥିଲା। ଅଭିନେତ୍ରୀଙ୍କୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଥିଲା, ପ୍ରଥମ ଏନସିବି ଦଳ ସହିତ ଯିବା ଏବଂ ଦ୍ୱିତୀୟରେ ପଚରାଉଚରା ପାଇଁ ନିଜେ…

ଆକାଶରୁ ଖସିଲା ମୂଲ୍ୟବାନ ପଥର; ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କଲେ ଲୋକ !

ଭୁବନେଶ୍ୱର: ଅନେକ ସମୟରେ ଏପରି ଖବର ସାମ୍ନାକୁ ଆସେ ଯାହା ଆଶ୍ଚର୍ଯ୍ୟ କରିଦିଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଖବର ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ବିସ୍ମିତ ହୋଇଯିବେ। ନିକଟରେ ବ୍ରାଜିଲର ଏକ ଗାଁରେ ଏପରି କିଛି ଘଟିଛି ଯାହାକୁ ଜାଣିବା ପରେ ଆପଣ ଏହାକୁ ବିଶ୍ୱାସ…

ଡ୍ରଗ୍ସ ଲିଙ୍କ: ତିନି ଜଣ ବନ୍ଧା ହେଲେଣି, ଏଥର ରିୟାଙ୍କ ପାଳି !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଓ ଡ୍ରଗ୍ସ ଲିଙ୍କ ମାମଲାରେ ତଦନ୍ତକୁ ଜୋରଦାର କରିଛନ୍ତି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଓ ସିବିଆଇ । ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ହାଜର ପାଇଁ ଡାକିଛି ଏନସିବି । ଜେରା କରିବ । ଚର୍ଚ୍ଚା ହେଉଛି ଯେକୌଣସି ମୁହୂର୍ତ୍ତରେ…

ଡ୍ରଗ୍ସ ଲିଙ୍କ ମାମଲାରେ ସୁଶାନ୍ତଙ୍କ ରୋଷେୟା ଦୀପେଶ ଗିରଫ

ମୁମ୍ବାଇ: ଧୀରେ ଧୀରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଫିଟୁଛି ଗୁମର । ଆଜି ପୁଣି ଆଉ ଜଣେ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଛନ୍ତି । ସୁଶାନ୍ତ ସିଂଙ୍କ ରୋଷେୟା ଦୀପେଶ ସାୱନ୍ତଙ୍କୁ ଏନ୍‌ସିବି ଏହି ମାମଲାରେ ଗିରଫ କରିଛି । ଏ ପର୍ଯ୍ୟନ୍ତ ଏହି ମାମଲାରେ ଏନସିବି ସାତ ଜଣଙ୍କୁ…

ସତ ହେଉଛି ବାବା ଭ୍ୟାଙ୍ଗଙ୍କ ଭବିଷ୍ୟବାଣୀ !

ନୂଆଦିଲ୍ଲୀ: ୨୦୨୦ ନେଇ ବାବା ଭ୍ୟାଙ୍ଗଙ୍କ ଭବିଷ୍ୟବାଣୀ ସତ ହେବାକୁ ଯାଉଛି । ଆଜିକୁ ୮୫ ବର୍ଷ ତଳେ କରିଥିବା ଅନ୍ଧ ଭ୍ୟାଙ୍ଗଙ୍କ ଭବିଷ୍ୟବାଣୀକୁ କୋଭିଡ-୧୯ ମହାମାରୀ ସହ ଯୋଡାଯାଉଛି । ପୂର୍ବରୁ ଧରିତ୍ରୀରେ ଜଳପ୍ରଳୟ, ୟୁରୋପ ଦେଶରେ ମୁସଲିମଙ୍କ ପ୍ରାଧାନ୍ୟ, ମହାମାରୀ ପ୍ରକୋପ ପରି…

ଇଜି ଅଫ୍ ଡୁଇଂ ବିଜନେସ୍ ରାଙ୍କିଙ୍ଗ, ସବୁଠୁ ପଛରେ ଓଡ଼ିଶା

ନୂଆଦିଲ୍ଲୀ: ଶନିବାର ପ୍ରକାଶ ପାଇଛି ଇଜି ଅଫ୍ ଡୁଇଂ ବିଜନେସ୍ ରାଙ୍କିଙ୍ଗ । କେନ୍ଦ୍ର ସରକାର ଏହି ତାଲିକା ପ୍ରକାଶ କରିଛନ୍ତି । ତେବେ ଏହି ତାଲିକାର ଟପ୍-୧୦ରେ ନାହିଁ ଓଡ଼ିଶା । ଏହି ତାଲିକାର ସର୍ବଶେଷ ୨୯ ନମ୍ବର ରାଙ୍କିଙ୍ଗରେ ଓଡିଶା ସମେତ ୭ଟି ରାଜ୍ୟ ରହିଛି । ରାଜ୍ୟ ଓ କେନ୍ଦ୍ର ଶାସିତ…

ଡିସେମ୍ବର ୧୫ରୁ ଆରମ୍ଭ ହେବ ରେଲୱେ ପରୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ଦେଶରେ ବେରୋଜଗାର ଯୁବକ-ଯୁବତୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ତେବେ ଚାକିରୀ ଆବେଦନକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ ରେଲୱେ ପରୀକ୍ଷା । ଏନେଇ ଆଜି…