Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଭିଡିଓ] ସ୍ୱାମୀ ଯଦି ସାଜେ ଅବିଶ୍ୱାସର ପ୍ରତୀକ…

ମଧ୍ୟପ୍ରଦେଶ: ସ୍ୱାମୀ ସ୍ତ୍ରୀ ସଂପର୍କରେ ଲାଗିଲା ଅବିଶ୍ୱାସ ଓ କଳଙ୍କର ଛିଟା । ପରକୀୟା ପ୍ରିତୀ ସନ୍ଦେହରେ ବିଚ୍ ରାସ୍ତାରେ ସ୍ତ୍ରୀକୁ ଅପମାନିତ କଲା ସନ୍ଦେହି ସ୍ୱାମୀ । ଏହି ଘଟଣାକୁ ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ମଙ୍ଗଳବାର ଭୋପାଳ ଝାବୁଆ ଗାଁରେ ଜଣେ…

ଦେଶରେ ବଢ଼ୁଛି ସୁସ୍ଥ ହାର, କମୁଛି ମୃତ୍ୟୁ ହାର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଇଁ ଆସିଛି ଆଶ୍ୱସ୍ତିକର ଖବର । କୋଭିଡ-୧୯ରେ ଏଯାଏଁ ରେକର୍ଡ ସଂଖ୍ୟକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ଦୁଇ ତୃତୀୟାଂଶ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଏନେଇ ଆଜି ଗ୍ରୁପ୍ ଅଫ୍ ମିନିଷ୍ଟର୍ସ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ…

ରାଜସ୍ଥାନ ରାଜନୀତିରେ ପୁଣି ଲୁଚାଛପା ଖେଳ, ଜୈସଲମେର ଗଲେ ଗେହଲଟଙ୍କ ସମର୍ଥକ ବିଧାୟକ

ଜୟପୁର: ଜାରି ରହିଛି ରାଜସ୍ଥାନ ରାଜନୈତିକ ସଙ୍କଟ । ପୁଣି ଆରମ୍ଭ ହୋଇଛି ଲୁଚାଛପାର ଖେଳ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା କଂଗ୍ରେସର ସମସ୍ତ ବିଧୟକଙ୍କୁ ଜୈସଲମେର ସ୍ଥାନାନ୍ତର କରାଯାଇଛି । ଚାଟାର୍ଡ ଫ୍ଲାଇଟ୍‌ରେ ସେମାନଙ୍କୁ ଜୈସଲମେର ନିଆଯାଇଛି । ସୂଚନା ମୁତାବକ,…

ଜୀବନ ନେଲା ସାନିଟାଇଜର …

ଅମରାବତୀ: ଲକ୍‌ଡାଉନ ବେଳେ ମଦ ନ ପାଇ ସାନିଟାଇଜର ପିଇ ୯ ଜଣଙ୍କର ମୃତ୍ୟୁ । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ପ୍ରକାଶମ୍ ଜିଲ୍ଲାର କରିଛେଦୁ ମଣ୍ଡଳ ଅଞ୍ଚଳରେ । ଗତକାଲି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଲକ୍ ଡାଉନ ଯୋଗୁଁ…

ଫୋନରେ କଥା ହୋଇ ଗାଡ଼ି ଚଳାଇଲେ ଫାଇନ୍ ଗଣିବେ ୧୦ ହଜାର, କେଉଁଠି ଜାଣନ୍ତୁ

ଉତ୍ତରପ୍ରଦେଶ: ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଏଣିକି ଆଉ ଶହେ କି ହଜାରେ ନୁହେଁ । ଏକାଥରକେ ପଡିବ ୧୦ ହଜାର ଟଙ୍କା ଫାଇନ୍ । ଉତ୍ତରପ୍ରଦେଶ ସରକାର ଦଣ୍ଡ ବିଧାନ ନେଇ ଏଭଳି ନିୟମ ଆଣିଛନ୍ତି । ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି ସରକାର । ଏସମ୍ପର୍କିତ ବିଜ୍ଞପ୍ତି ବି ଜାରି…

ଆମେରିକାରେ କୋଭିଡ୍ ପଜିଟିଭ ଚିହ୍ନଟ କୁକୁରର ମୃତ୍ୟୁ !

ନ୍ୟୁୟର୍କ: ଆମେରିକାରେ କରୋନା ପଜିଟିଭ୍ ଚିହ୍ନଟ ପ୍ରଥମ କୁକୁରର ମୃତ୍ୟୁ ହୋଇଛି । ତାର ବୟସ ସାତ ବର୍ଷ ହେବ । ନାଁ ଥିଲା ବଡି । ଜର୍ମାନ ସେଫାର୍ଡ ପ୍ରଜାତିର କୁକୁରଟି ଗତ ଏପ୍ରିଲକୁ ଅସୁସ୍ଥ ଥିଲା । କରୋନା ସଂକ୍ରମିତ କୁକୁରର ମୃତ୍ୟୁ ନେଇ ଆମେରିକାର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।…

୨୪ ଘଣ୍ଟାରେ ରେକର୍ଡ ୫୫ ହଜାର କରୋନା ପଜିଟିଭ୍, ୭୭୯ ମୃତ

ନୂଆଦିଲ୍ଲୀ: ଦେଶରେ ୧୬ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ପୁଣି ଦେଶରେ ନୂଆ ରେକର୍ଡ । ଏକାଥରକେ ପଜିଟିଭ୍ କେସ୍ ୫୫ ହଜାର ପାର । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୫ ହଜାର ୭୯ ଜଣ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ…

ଖୋଳାଯିବ ମଙ୍ଗଳ ଗ୍ରହ, ପର୍ସେଭେରାନ୍ସ ରୋଭରକୁ ପଠାଇଲା ନାସା

ଫ୍ଲୋରିଡା (ଆମେରିକା): ନୂଆ ଇତିହାସ ରଚିବ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା । ମଙ୍ଗଳ ଗ୍ରହକୁ ପଠାଇଲା ପର୍ସେଭେରାନ୍ସ ରୋର୍ଭ‌ । ଫ୍ଲୋରିଡାର କେପ୍ କାନାଭେରାଲ୍ ଏୟାର ଫୋର୍ସ ଷ୍ଟେସନରୁ ଆଟଲାସ୍-୫ ରକେଟ୍ ଏହାକୁ ସାଙ୍ଗରେ ନେଇ ଯାଇଛି । ମଙ୍ଗଳରେ ପହଞ୍ଚିବାକୁ ଲାଗିବ ୭ ମାସ ।…

ସରକାରୀ ବଙ୍ଗଳା ଖାଲି କଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: ସରକାରୀ ବଙ୍ଗଳା ଖାଲି କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଲ୍ୟୁଟିୟନ୍ସ ଜୋନରେ ଥିବା ବଙ୍ଗଳାକୁ ଖାଲି କରିଛନ୍ତି । ଏହାର ଚାବିକୁ କେନ୍ଦ୍ର ଲୋକ ନିର୍ମାଣ ବିଭାଗର ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ପ୍ରିୟଙ୍କା । ତାପୂର୍ବରୁ ସେ ସମସ୍ତ ବକେୟା ବିଲ୍ ପୈଠ କରିଥିଲେ…

ରିଲାଏନ୍ସ ଜିଓର ପ୍ରଥମ ତ୍ରୟମାସିକ (ଏପ୍ରିଲ୍ ରୁ ଜୁନ୍ ୨୦୨୦) ନିଟ୍ ଲାଭ ୧୮୩% ବୃଦ୍ଧି ପାଇ ୨୫୨୦ କୋଟି ଟଙ୍କା ହୋଇଛି

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ରିଲାଏନ୍ସ ଜିଓର ନିଟ୍ ଲାଭରେ ୧୮୩ ପ୍ରତିଶତ ବୃଦ୍ଧି ଘଟି ଏହା ୨୫୨୦ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ଆର୍ଥିକ ବର୍ଷର ଏହି ସମାନ ତ୍ରୟମାସରେ ଜିଓର ନିଟ୍ ଲାଭ ୮୯୧…