Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୋଟ ଜାଲିଆତି ଭୟ: ରାଷ୍ଟ୍ରପତି ନିର୍ବାଚନ ବିଳମ୍ବ କରିବାକୁ ଟ୍ରମ୍ପଙ୍କ ପ୍ରସ୍ତାବ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କୁ ଘାରିଛି ଭୋଟ ଜାଲିଆତି ଭୟ । ଭୋଟ ହେରଫେର୍ ଆଶଙ୍କାରେ ନଭେମ୍ବର ମାସରେ ନିର୍ଦ୍ଧାରିତ ହୋଇଥିବା ପରବର୍ତ୍ତୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିଳମ୍ବରେ କରିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ମେ‌‌ଲ୍‌-ଇନ୍ ଭୋଟ୍‌ରେ ଜାଲିଆତି…

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରୁଟିନ୍ ଚେକ୍ ଅପ୍ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଡିଏସ ରାନା…

ଆଦାନୀ ପାୱାର ଲିମିଟେଡ ଦ୍ୱାରା ଓପିଜିସିର ୪୯% ଇକ୍ୟୁଟି ସେୟାର ଅଧିଗ୍ରହଣକୁ ସିସିଆଇ ମଂଜୁରୀ

ନ୍ରୂଆଦିଲ୍ଲୀ: ଅଦାନୀ ପାୱାର ଲିମିଟେଡ (ଏପିଏଲ) ଦ୍ଵାରା ଓଡିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି)ର ପ୍ରସ୍ତାବିତ 49 ପ୍ରତିଶତ ଇକ୍ୟୁଟି ସେୟାର ଅଧିଗ୍ରହଣକୁ କମ୍ପିଟିସନ କମିଶନ ଅଫ ଇଣ୍ଡିଆ (ସିସିଆଇ) ମଞ୍ଜୁରି ପ୍ରଦାନ କରିଛନ୍ତି । ଏପିଏଲ ଅଦାନୀ ଗ୍ରୁପର ଏକ କମ୍ପାନୀ, ଏହାର ସେୟାର…

ରାମମନ୍ଦିରରେ ପଂହଚିଲା କରୋନା: କନିଷ୍ଠ ପୁରୋହିତ, ୧୬ ପୋଲିସ କର୍ମୀ ସଂକ୍ରମିତ

ଅଯୋଧ୍ୟା: ରାମମନ୍ଦିର ଭୂମି ପୂଜନ ପୂର୍ବରୁ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । କନିଷ୍ଠ ପୁରୋହିତ ପ୍ରଦୀପ ଦାସଙ୍କ ସମେତ ନିୟୋଜିତ ୧୬ ପୋଲିସ କର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ରାମମନ୍ଦିର ଭୂମି ପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି…

ମା’କୁ ହତ୍ୟା କରି ଭିଡିଓ ରେକର୍ଡ କଲା ପୁଅ !

ମଧ୍ୟପ୍ରଦେଶ: ଜଣେ ବେକାର ଯୁବକର ଅମାନୁଷିକ କାଣ୍ଡ । ସାମାନ୍ୟ ଇର୍ଷାର ବଶବର୍ତ୍ତୀ ହୋଇ ନିଜ ଜନ୍ମକଲା ମାଆକୁ ଅତି ନିର୍ମମ ଭାବେ ହତ୍ୟା କଲା । ତେବେ ତା କ୍ରୋଧର ଜ୍ୱାଳା ଏତିକିରେ ଶାନ୍ତ ପଡିନଥିଲା । ମାଆକୁ ହତ୍ୟା କରିବା ସମୟର ଦୃଶ୍ୟକୁ ସେ ମୋବାଇଲରେ କଏଦ ବି କରିଥିଲା । ଭୋପାଳର…

ଦେଶରେ ଆରୋଗ୍ୟ ବଢୁଛି, ମୃତ୍ୟୁହାର କମୁଛି

ନୂଆଦିଲ୍ଲୀ: ଭାରତରେ କରୋନା ସୁସ୍ଥ ହାର ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍ କରି ସୂଚନା ଦିଆଯାଇଛି ଯେ, ଜାତୀୟ ସ୍ତରରେ ଏବେ କରୋନା ଆରୋଗ୍ୟ ହାର ୬୪.୪୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥିସହ ଦେଶରେ ମୃତ୍ୟୁହାର ଲଗାତର ଭାବେ କମି କମି ଚାଲିଥିବା ସରକାର…

ଝାଡଖଣ୍ଡରେ ହେମନ୍ତ ସୋରେନ ସରକାରଙ୍କୁ କଂଗ୍ରେସ ଦଳର ୯ ବିଧାୟକଙ୍କ ବିରୋଧ !

ରାଂଚି: ଝାଡଖଣ୍ଡରେ ମେଂଟ ସରକାର ଉପରେ ବିପଦ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କୁ ସମର୍ଥନ ଦେଉଥିବା କଂଗ୍ରେସ ଦଳର ୯ ବିଧାୟକ ବିଦ୍ରୋହ କରିଛନ୍ତି । ସେମାନେ ଜେଏମଏମ ମୁଖ୍ୟ ସୋରେନଙ୍କ କାର୍ଯ୍ୟକଳାପ ନେଇ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟସଭା…

ଚୀନକୁ ଚ୍ୟାଲେଞ୍ଜ : ଏଲଏସିରେ ଅତିରିକ୍ତ ୩୫୦୦୦ ଯବାନ ନିୟୋଜିତ କରିବ ଭାରତ

ନୂଆଦିଲ୍ଲୀ: ଚୀନର କୌଣସି ପଦକ୍ଷେପକୁ ଭାରତ ଖାତିର କରୁ ନାହିଁ । ଗୋଇନ୍ଦା ରିପୋର୍ଟରେ ଚୀନ ସେନା ଠୁଳ କରୁଥିବା ଜଣାପଡିବା ପରେ ଭାରତ ଏଲଏସିରେ ୩୫୦୦୦ ଅତିରିକ୍ତ ଯବାନ ନିୟୋଜିତ କରିବା ପାଇଁ ନିଷ୍ପତି ନେଇଛି । ଜୁନରେ ଗଲୱାନ ଘାଟି ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ପରିସ୍ଥିତି…

[ଭିଡିଓ] ବୌଦ୍ଧ ସାଧୁଙ୍କ ଅଜବ କାରନାମା !

ସାନ୍ ଫ୍ରାନ୍ସିସ୍କୋ: ପାହାଡ ଚଢିବା ଚା' ପିଇବା ସହ ସମାସ୍କନ୍ଦ ନୁହେଁ । ଖାସ କରି ସଳଖ ଛିଡା ହୋଇଥିବା ପାହାଡରେ ଚଢିବା ପାଇଁ ଅନେକ ପ୍ରଫେସନାଲ ପ୍ରସ୍ତୁତି କରିଥାନ୍ତି । ହେଲେ ଏହିପରି ପାହାଡରେ ଜଣେ ବୌଦ୍ଧ ସାଧୁଙ୍କ କାରନାମା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଭିଡିଓରେ ଜଣେ…

ରାଷ୍ଟ୍ରୀୟ ସମର ସ୍କାରକୀରେ ଖୋଦେଇ ହେବ ଗଲୱାନ ସହିଦଙ୍କ ନାଁ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଗଲୱାଟିରେ ସହିଦ ହୋଇଥିବା ବୀରଙ୍କୁ ମଳିବ ସମ୍ମାନ । ୨୦ ସହିଦ ଭାରତୀୟ ସୈନିକଙ୍କ ନାଁ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସମର ସ୍କାରକୀରେ ଲିପିବଦ୍ଧ କରାଯିବ । ଏଥିପାଇଁ କିଛି ମାସ ସମୟ ଲାଗିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଜୁନ ୧୫ ରାତ୍ରିରେ ଗଲଓ୍ଵାନ…