Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଲକ୍ଷଣଯୁକ୍ତ ନେଗେଟିଭ ବ୍ୟକ୍ତିିଙ୍କ ଆର୍‌ଟିପିସିଆର୍ ଟେଷ୍ଟ ଆବଶ୍ୟକ’

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା । ଦିନକୁ ଦିନ ମହାମାରୀ ଉଗ୍ର ରୂପ ଧାରଣ କରୁଛି । ଏହାରି ଭିତରେ ସଠିକ୍ ଟ୍ରେସିଂ ଏବଂ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଆଜିର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଶୀଘ୍ର ରେଜଲ୍ଟ…

ଏସଏଫଜେ ଆତଙ୍କବାଦୀ ଗୁରପଟୱନ୍ତ ସିଂ ପନ୍ନୁଙ୍କ ସମ୍ପତି ଜବତ କରିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଶିଖ ଫର ଜଷ୍ଟିସ (ଏସଜେଏଫ)ର ମୁଖ୍ୟ ତଥା ଆତଙ୍କବାଦୀ ଗୁରୁପଟୱନ୍ତ ସିଂ ପନ୍ନୁଙ୍କ ସମ୍ପତି ଜବତ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ କାର୍ଯ୍ୟକଳାପ ଓ ଧାରା ୫୧-ଏ ଅନୁଯାୟୀ ଏହାକୁ ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।…

ଲୋକପ୍ରିୟ ସିରିଏଲ ‘ବାଲିକା ବଧୂ’ର ଦାଦି ସାଙ୍କୁ ବ୍ରେନ ଷ୍ଟ୍ରୋକ୍‌, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ‘ବାଲିକା ବଧୂ’ର ଦାଦି ସା ତଥା ବରିଷ୍ଠ ଅଭିନେତ୍ରୀ ସୁରେଖା ସିକ୍ରି ଅସୁସ୍ଥ । ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସୁରେଖାଙ୍କର ଏହା ଦ୍ୱିତୀୟ ଷ୍ଟୋକ । ୨୦୧୮ରେ ଫିଲ୍ମ ‘ବଧାଇ ହୋ’ର ରିଲିଜ ପରେ…

ସ୍ପୁଟନିକ ଟୀକାର ଫେଜ ୩ ପରୀକ୍ଷଣ ଓ ଉତ୍ପାଦନ ପାଇଁ ଭାରତର ସହାୟତା ଲୋଡୁଛି ରୁଷିଆ

ନୂଆଦିଲ୍ଲୀ: ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରିବା ଏବଂ ଦେଶରେ ଫେଜ୍-୩ ପରୀକ୍ଷଣ କିମ୍ବା ତତ୍ସମ୍ବନ୍ଧୀୟ ଅଧ୍ୟୟନ ପାଇଁ ରୁଷିଆ ସରକାର ଭାରତର ସହାୟତା ଲୋଡିଛନ୍ତି ବୋଲି ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସ୍ପୁଟ୍ନିକ୍ ଭି, ଆଡେନୋଭାଇରସ୍ ଭେକ୍ଟର-ଆଧାରିତ ଟିକା ଯାହା ଗାମାଲିଆ…

ଚୀନ ସେନା ମାନିଲା, ଅରୁଣାଚଳ ପ୍ରଦେଶର ୫ ଯୁବକ ସେମାନଙ୍କ ପାଖରେ ଅଛନ୍ତି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୫ଜଣ ଯୁବକଙ୍କୁ ରଖିଥିବା କଥା ଚୀନ ସେନା ମାନିଛି । ମଙ୍ଗଳବାର କେନ୍ଦ୍ରୀୟ ମନ୍ତ୍ରୀ କିରନ ରିଜିଜୁ ଟୁଇଟ ଜରିଆରେ ଏହା ସ୍ପଷ୍ଟ କରିଛନ୍ତି । ନିଖୋଜ ଥିବା ଯୁବକମାନେ ଚୀନ ସୀମା ମଧ୍ୟରେ ପ୍ରବେଶ କରିଥିବାରୁ ସେମାନଙ୍କୁ ଅଟକ ରଖା ଯାଇଥିଲା ବୋଲି ପିଏଲଏ ପକ୍ଷରୁ…

ଭାରତୀୟ ମିଡିଆ ନିଶ୍ଚିତ ଭାବରେ ବିଶ୍ୱସ୍ତରୀୟ ହେବ, କାରଣ ବିଶ୍ୱ ଆମ କଥା ଶୁଣୁଛି: ପିଏମ୍ ମୋଦୀ

ରାଜସ୍ଥାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି ଯେ ଯେଉଁ ସମୟରେ ଭାରତର ସ୍ୱର ଏବଂ ସ୍ଥାନୀୟ ଉତ୍ପାଦ ବିଶ୍ୱବ୍ୟାପୀ ଯାଉଛି, ସେତେବେଳେ ଦେଶର ମିଡିଆ ଇଣ୍ଡଷ୍ଟ୍ରି ମଧ୍ୟ ବିଶ୍ୱସ୍ତର କୁ ଯିବା ଆବଶ୍ୟକ। ଜୟପୁରର ପାଟ୍ରିକା ଫାଟକକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ…

ବାଂଲାଦେଶ ମସଜିଦ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି

ଢାକା: ସେପ୍ଟେମ୍ବର ୪ ତାରିଖ ରାତିରେ ରାଜଧାନୀ ଢାକା ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା କେନ୍ଦ୍ରୀୟ ନାରାୟଣଗଞ୍ଜ ଜିଲ୍ଲାର ଏକ ମସଜିଦରେ ପ୍ରାର୍ଥନା ସମୟରେ ବିସ୍ଫୋରଣ ହୋଇଥିଲା । ଏଥିରେ ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି । ମସଜିଦର ତଳ ମହଲାରେ ଥିବା ସମସ୍ତ ଏୟାର କଣ୍ଡିସନରର…

ରିୟାଙ୍କ ଗିରଫ ପରେ ସୁଶାନ୍ତଙ୍କ ଭଉଣୀଙ୍କ ଟ୍ୱିଟ୍ ‘ଭଗବାନ ଆମ ସହିତ ଅଛନ୍ତି ’

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଗିରଫ କରିବାକୁ ସ୍ୱାଗତ କରିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ଭଗବାନ ଆମ ସାଙ୍ଗରେ ଅଛନ୍ତି ।’ ଏଥି ସହ ସେ ଏକ ହାତ ଯୋଡି…

ରିୟା ଗିରଫ ହେବା ବିହାର ପାଇଁ ବିଜୟ: ବିହାର ଡିଜିପି

ମୁମ୍ବାଇ: ଡ୍ରଗ୍ସ କାରବାର ଲିଙ୍କରେ ଗିରଫ ହେଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ତିନି ଦିନ ଧରି ପଚରାଉଚରା ପରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ରିୟାଙ୍କୁ ଗିରଫ କରିଛି । ଗିରଫ ପରେ ରିୟାଙ୍କ ମେଡିକାଲ ଯାଚଂ ପାଇଁ ନିଆଯାଇଛି । ରିୟାର କରୋନା ପରୀକ୍ଷା ମଧ୍ୟ କରାଯିବ ।  ରିୟା…

କଙ୍ଗନାଙ୍କୁ ଘେରିଲା ଶିବସେନା, ଡ୍ରଗ୍ସ କନେକ୍ସନର ହେବ ତଦନ୍ତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ଶିବସେନା ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ବଢ଼ିବାରେ ଲାଗିଛି । ଏବେ କଙ୍ଗନାଙ୍କ ଉପରେ ଶିବସେନା ଆଉ ଏକ ନୂଆ ଆରୋପ ଲଗାଇଛି । କଙ୍ଗନା ଡ୍ରକ୍ସ ସେବନ କରୁଥିବା ନେଇ ଶିବସେନା ଅଭିଯୋଗ କରିଛି । ଏହାପରେ ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ଡ୍ରଗ୍ସ…