Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Tragic landslide in Indonesia: ଭୟଙ୍କର ଭୂସ୍ଖଳନ: ୨୧ ଜଣଙ୍କର ମୃତ୍ୟୁ, ୮୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ:ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି । ମୃତ୍ୟୁ ସଂଖ୍ୟା ୨୧ ରେ ପହଞ୍ଚିଛି। ଇଣ୍ଡୋନେସିଆର ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଶନିବାର ଏକ ବିବୃତ୍ତିରେ କହିଛି ଯେ ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶରେ ଭୂମିସ୍ଖଳନ ହୋଇଛି । ୮୨ ଜଣ ନିଖୋଜ ଥିବା ବେଳେ ମୃତ୍ୟୁ…

India’s Own Space Station: ମହାକାଶରେ ଭାରତର ନିଜ ଘର!, କାମ ଆରମ୍ଭ କଲା ISRO…

ନୂଆଦିଲ୍ଲୀ: ଖୁବଶୀଘ୍ର ମହାକାଶରେ ଭାରତର ନିଜ ଘର।ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବେ ମହାକାଶ ଜଗତରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି। ଚନ୍ଦ୍ର ଏବଂ ସୂର୍ଯ୍ୟ ମିଶନର ସଫଳତା ପରେ, ISRO ଏହାର ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରକଳ୍ପ, ଭାରତୀୟ ମହାକାଶ…

Budget 2026: MSMEକୁ ମିଳିବ କି ଆୟକର ଛାଡ଼? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ…ବଜେଟ୍ ରୁ କ’ଣ ରହିଛି…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ ମୋଦି ସରକାରଙ୍କ ପକ୍ଷରୁ ଦେଶର ବଜେଟ୍ ଉପସ୍ଥାପନ କରିବେ। ସେ ସକାଳ ୧୧ ଟାରେ ଲୋକସଭାରେ ଦେଶର ବଜେଟ୍ ଉପସ୍ଥାପନ କରିବେ। ଏହି ଆଗାମୀ ବଜେଟ୍ ରୁ ଦେଶବ୍ୟାପୀ ନାଗରିକଙ୍କ ଅନେକ ଆଶା ରହିଛି। ରେଳ କ୍ଷେତ୍ର ହେଉ, ଶିକ୍ଷା,…

ଗଣତନ୍ତ୍ର ଦିବସ ପୂର୍ବରୁ ପୋଲିସକୁ ବଡ଼ ସଫଳତା: ପଞ୍ଜାବରୁ ୪ ଆତଙ୍କବାଦୀ ଗିରଫ

ହୋସିଆରପୁର: ୭୭ତମ ଗଣତନ୍ତ୍ର ଦିବସ ପୂର୍ବରୁ ପଞ୍ଜାବର ହୋସିଆରପୁରରେ ପୋଲିସ ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ପାକିସ୍ତାନୀ ଆଇଏସ୍‌ଆଇ-ସମର୍ଥିତ ସଂଗଠନ ନିଷିଦ୍ଧ ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ସହ ଜଡିତ ଏକ ଆତଙ୍କବାଦୀ ମଡ୍ୟୁଲକୁ ପୋଲିସ ଧ୍ବଂସ କରିଦେଇଛି। ଏହି ଅପରେସନରେ ଚାରି…

‘ବନ୍ଦେ ମାତରମ୍’ ଏହି ସମ୍ମାନ ଦେବା ପାଇଁ ମୋଦି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: ମୋଦର ସରକାର ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’କୁ ଜାତୀୟ ସଙ୍ଗୀତ ସହିତ ସମାନ ସମ୍ମାନ ଦେବା ପାଇଁ ଏକ ପ୍ରୋଟୋକଲ୍ ବିକଶିତ କରିବାକୁ ଯୋଜନା କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏହି ମାସର ଆରମ୍ଭରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ…

ଗୋଟିଏ ଡିଲ୍, ୫ ଫାଇଦା: ଚୀନ୍ ଓ ଆମେରିକାକୁ ଲାଗିବ ଝଟକା

ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଯାଉଛି ଐତିହାସିକ ମୁକ୍ତ ବ୍ୟାପାର ଚୁକ୍ତି, FTA । ଯାହାକୁ 'ମଦର ଅଫ୍ ଅଲ୍ ଡିଲ୍ସ' ବୋଲି କହିଛନ୍ତି। ଏହି ଗୋଟିଏ ଡିଲ୍ ଚୀନ୍ ଏବଂ ଆମେରିକାକୁ ବଡ଼ ଝଟକା ଦେବ ? ଆଉ ଏହାଦ୍ୱାରା ଭାରତକୁ ମିଳିବ ୫ଟି ବଡ଼ ଫାଇଦା ।…

Bangladesh former PM Sheikh Hasina: “ଆତଙ୍କବାଦୀଙ୍କ ଗଡ଼ ପାଲଟିଛି ବାଂଲାଦେଶ”

ନୂଆଦିଲ୍ଲୀ: ବାଂଲାଦେଶ ରାଜନୀତିରେ ବଡ଼ ହଲ୍ ଚଲ୍। ନିର୍ବାଚନ ପୂର୍ବରୁ ହସିନାଙ୍କ ସାଂଘାତିକ ବୟାନ । ଦେଶ ଛାଡ଼ିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କ ଉପରେ ବର୍ଷିଛନ୍ତି ହସିନା। ବାଂଲାଦେଶ ଏବେ…

PM-KISAN: କୃଷକଙ୍କ ପାଇଁ ଖୁସି ଖବର, ଏଥର ଖାତାକୁ ଆସିବ ଅଧିକ ଟଙ୍କା!

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ବଡ଼ ଖବର ବଢିପାରେ କିଷାନ ଯୋଜନାର ସହାୟତା ରାଶି ଫେବୃଆରୀ କିସ୍ତିରେ ମିଳିପାରେ ଅଧିକ ଟଙ୍କା ବଜେଟ ଆଣିପାରେ ବଡ଼ ଖୁସି ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ଯୋଜନା ଅଧୀନରେ, ଚାଷୀମାନଙ୍କୁ ପ୍ରତି ତିନି ମାସରେ ୨୦୦୦ ଟଙ୍କା ସହାୟତା ରାଶି ଦେଇ…

Sunita Williams: ବିଦାୟ ନେଲେ ମହାକାଶର ‘ରାଜକୁମାରୀ’

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ ଜଗତରୁ ଆସିଛି ଏକ ବଡ଼ ଖବର। ଦୀର୍ଘ ୨୭ ବର୍ଷର ସେବା ପରେ ନାସାର ପ୍ରସିଦ୍ଧ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଅବସର ଗ୍ରହଣ କରିଛନ୍ତି। ମହାକାଶରେ ଅନେକ ଅସାଧାରଣ ରେକର୍ଡର ଅଧିକାରିଣୀ ସୁନୀତାଙ୍କ ଏହି ଯାତ୍ରା କେବଳ ନାସା ପାଇଁ ନୁହେଁ, ବରଂ…

Silver Price Hike: ଚୀନର ଏହି ଗୋଟିଏ ନିଷ୍ପତ୍ତି ଆକାଶ ଛୁଆଁ କରିଦେଲା ରୂପାର ଚମକ୍…୨୪ ଦିନରେ ମୂଲ୍ୟ ଲକ୍ଷରୁ…

ନୂଆଦିଲ୍ଲୀ: ୩ ଲକ୍ଷ ପାର କଲାଣି ରୂପା କିଲୋ ଦର। ଜାନୁଆରୀ ୨୦୨୬ ର ପ୍ରଥମ ୨୪ ଦିନରେ ରୂପା ମୂଲ୍ୟରେ ୧ ଲକ୍ଷରୁ ଅଧିକ ବୃଦ୍ଧି ପାଇଁ ଦାୟୀ ଚୀନ୍। ଚୀନ୍ ହେଉଛି ବିଶ୍ୱର ସର୍ବବୃହତ ରୂପା ଉତ୍ପାଦକ ଏବଂ ବିଶୋଧନକାରୀ, ବିଶ୍ୱ ପରିଷ୍କୃତ ରୂପାର ପ୍ରାୟ ୬୫% ନିୟନ୍ତ୍ରଣ କରୁଛି। ଜାନୁଆରୀ ୧,…