Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Man Cuts Own Leg: ସରକାରୀ ଚାକିରି ପାଇଁ କାଟିଦେଲେ ଗୋଡ଼!

ଲକ୍ଷ୍ନୌ: ସରକାରୀ ଚାକିରୀ କଲା ପାଗଳ ମୁଣ୍ଡରେ ପଶିଲା ଦୂର୍ବୁଦ୍ଧି ନିଜ ହାତରେ କାଟିଲେ ନିଜ ଗୋଡ଼ ବର୍ତ୍ତମାନ୍ ସରକାରୀ ଚାକିରୀ ପାଇଁ ଯେଉଁ ଭଳି ଭାବେ ପ୍ରତିଯୋଗିତା ଚାଲିଛି, ତାହା ଆଶ୍ଚର୍ଯ୍ୟଜନକ। ପୋଷ୍ଟ ୨ ଟି ହେଲା ବେଳକୁ ଏହାର ଆଶାୟୀଙ୍କ ସଂଖ୍ୟା ୨ ହଜାର। ଯାହା ବର୍ତ୍ତମାନ…

Donald Trump Slams Canada: ‘ଗୋଟିଏ ବର୍ଷ ମଧ୍ୟରେ କାନାଡାକୁ ଖାଇଯିବ ଚୀନ୍,’ ଗୋଲଡେନ୍…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଗ୍ରୀନଲ୍ୟାଣ୍ଡରେ ତାଙ୍କର ପ୍ରସ୍ତାବିତ 'ଗୋଲଡେନ୍ ଡୋମ୍' କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କରିବା ପାଇଁ କାନାଡାକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଚୀନ୍ ଗୋଟିଏ ବର୍ଷ ମଧ୍ୟରେ…

ପୁଣି ୩ ଶହ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା

ହାଇଦ୍ରାବାଦ: ତେଲେଙ୍ଗାନାରେ ଆଉ ୩ ଶହ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା। ଜଗତିଆଲ ଜିଲ୍ଲାରେ ବଡ଼ ଗାତ ତଳୁ ମିଳିଲା ୩ ଶହ କୁକୁରଙ୍କ ମୃତଦେହ। ଗାଁ ସରପଞ୍ଚଙ୍କ ନିର୍ଦ୍ଦେଶରେ କୁକୁରଙ୍କୁ ମରାଯାଇଥିବା ଅଭିଯୋଗ ହୋଇଛି। ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ସରପଞ୍ଚଙ୍କ ନିର୍ଦ୍ଦେଶରେ…

Gaurav Samman: ଶୁଭାଂଶୁ ଶୁକ୍ଲାଙ୍କୁ ମିଳିବ ଉତ୍ତରପ୍ରଦେଶ ଗୌରବ ସମ୍ମାନ, ଦିଆଯିବ ୧୧ ଲକ୍ଷ ନଗଦ ପୁରସ୍କାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଦିବସ ଅବସରରେ ରାଜ୍ୟର ପାଞ୍ଚ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଉତ୍ତରପ୍ରଦେଶ ଗୌରବ ସମ୍ମାନ ମିଳିବ। ମହାକାଶଚାରୀ ଶୁଭାଂଶୁ ଶୁକ୍ଲା, ଅଲାଖ ପାଣ୍ଡେ, ଡକ୍ଟର ହରିଓମ ପନୱାର, ରଶ୍ମି ଆର୍ଯ୍ୟ ଏବଂ ଡକ୍ଟର ସୁଧାଂଶୁ ସିଂହଙ୍କ ସହିତ, ୟୁପି ଗୌରବ ସମ୍ମାନରେ ସମ୍ମାନିତ କରାଯିବ।…

Suicide Blast: ବିବାହ ଉତ୍ସବରେ ଆତ୍ମଘାତୀ ବିସ୍ଫୋରଣ: ଆତଙ୍କବାଦୀ ନୁର ଆଲାମଙ୍କ ସମେତ ୫ ମୃତ

ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ସହରରୁ ଏକ ଅଭାବନୀୟ ଏବଂ ହିଂସାତ୍ମକ ଘଟଣା ସାମ୍ନାକୁ ଆସିଛି। ବିବାହ ଉତ୍ସବ ଚାଲିଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଆତ୍ମଘାତୀ ବିସ୍ଫୋରଣରେ ୫ ମୃତ ଓ ୧୦ ଗୁରୁତର ହୋଇଛନ୍ତି। ବିସ୍ଫୋରଣରେ ଘର ଛାତ…

ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦକ୍ଷିଣ-ପଶ୍ଚିମ ୟୁରୋପୀୟ ଦେଶକୁ ଶାନ୍ତି ବୋର୍ଡରେ ଯୋଗଦେବା ପାଇଁ ନିମନ୍ତ୍ରଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ନାଟୋ ସହଯୋଗୀ ସ୍ପେନ। ଏଥିସହିତ ସ୍ପେନ ସ୍ପଷ୍ଟ ଭାବରେ କହିଛି ଯେ ଆମକୁ ବୋର୍ଡର ଆବଶ୍ୟକତା ନାହିଁ କାରଣ ଏବେ ବି…

ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..

ନୂଆଦିଲ୍ଲୀ: ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୩୧ ସୁଦ୍ଧା ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସମଗ୍ର ମାନବଜାତି ଅପେକ୍ଷା ଅଧିକ ବୁଦ୍ଧିମାନ ହୋଇଯିବ। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଅର୍ଥାତ୍ ଟେସଲା ଏବଂ ଷ୍ଟାରଲିଙ୍କ କମ୍ପାନୀର ମାଲିକ ଏଲନ ମସ୍କ ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମରେ…

ପଲାଶଙ୍କ ବିରୋଧରେ ୪୦ ଲକ୍ଷର ଠକେଇ ଅଭିଯୋଗ

ନୂଆଦିଲ୍ଲୀ: ସ୍ମୃତି ମନ୍ଧାନାଙ୍କ ସହ ବିବାହ ଭାଙ୍ଗିବା ପରେ ସଂଗୀତଜ୍ଞ ତଥା ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଛଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ବିରୋଧରେ ୪୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିଛି। ତେବେ ପଲାଶ ଏହି ମାମଲାରେ ନିଜର ନୀରବତା ଭାଙ୍ଗିବା ସହ ପ୍ରତିକ୍ରିୟା ରଖିଛନ୍ତି।…

Universe Destruction Signs: କିଛି ନୂଆ ବିପଦର ସଂକେତ ଦେଉଛି କି ମହାକାଶ? ସୂର୍ଯ୍ୟ ପରି ତାରାର ହଠାତ୍ ମଳିନ…

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡର ଗଭୀରତାରେ ଏକ ଅତ୍ୟନ୍ତ ଅଦ୍ଭୁତ ଘଟଣା ଘଟିଛି ଯାହା ବିଶ୍ୱବ୍ୟାପୀ ବୈଜ୍ଞାନିକମାନଙ୍କୁ ବିସ୍ମିତ କରିଛି। ପୃଥିବୀଠାରୁ ପ୍ରାୟ ୩୦୦୦ ଆଲୋକବର୍ଷ ଦୂରରେ ଅବସ୍ଥିତ J0705+0612 ନାମକ ଏକ ତାରା ଆଲୋକ ହଠାତ୍ ୪୦ ଗୁଣକ ହ୍ରାସ ପାଇଛି। ଏହି ତାରା ଆମ ସୂର୍ଯ୍ୟ ସହିତ ବହୁତ…