Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡ୍ରଗ୍ସ ଲିଙ୍କ ମାମଲାରେ ସୁଶାନ୍ତଙ୍କ ରୋଷେୟା ଦୀପେଶ ଗିରଫ

ମୁମ୍ବାଇ: ଧୀରେ ଧୀରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଫିଟୁଛି ଗୁମର । ଆଜି ପୁଣି ଆଉ ଜଣେ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଛନ୍ତି । ସୁଶାନ୍ତ ସିଂଙ୍କ ରୋଷେୟା ଦୀପେଶ ସାୱନ୍ତଙ୍କୁ ଏନ୍‌ସିବି ଏହି ମାମଲାରେ ଗିରଫ କରିଛି । ଏ ପର୍ଯ୍ୟନ୍ତ ଏହି ମାମଲାରେ ଏନସିବି ସାତ ଜଣଙ୍କୁ…

ସତ ହେଉଛି ବାବା ଭ୍ୟାଙ୍ଗଙ୍କ ଭବିଷ୍ୟବାଣୀ !

ନୂଆଦିଲ୍ଲୀ: ୨୦୨୦ ନେଇ ବାବା ଭ୍ୟାଙ୍ଗଙ୍କ ଭବିଷ୍ୟବାଣୀ ସତ ହେବାକୁ ଯାଉଛି । ଆଜିକୁ ୮୫ ବର୍ଷ ତଳେ କରିଥିବା ଅନ୍ଧ ଭ୍ୟାଙ୍ଗଙ୍କ ଭବିଷ୍ୟବାଣୀକୁ କୋଭିଡ-୧୯ ମହାମାରୀ ସହ ଯୋଡାଯାଉଛି । ପୂର୍ବରୁ ଧରିତ୍ରୀରେ ଜଳପ୍ରଳୟ, ୟୁରୋପ ଦେଶରେ ମୁସଲିମଙ୍କ ପ୍ରାଧାନ୍ୟ, ମହାମାରୀ ପ୍ରକୋପ ପରି…

ଇଜି ଅଫ୍ ଡୁଇଂ ବିଜନେସ୍ ରାଙ୍କିଙ୍ଗ, ସବୁଠୁ ପଛରେ ଓଡ଼ିଶା

ନୂଆଦିଲ୍ଲୀ: ଶନିବାର ପ୍ରକାଶ ପାଇଛି ଇଜି ଅଫ୍ ଡୁଇଂ ବିଜନେସ୍ ରାଙ୍କିଙ୍ଗ । କେନ୍ଦ୍ର ସରକାର ଏହି ତାଲିକା ପ୍ରକାଶ କରିଛନ୍ତି । ତେବେ ଏହି ତାଲିକାର ଟପ୍-୧୦ରେ ନାହିଁ ଓଡ଼ିଶା । ଏହି ତାଲିକାର ସର୍ବଶେଷ ୨୯ ନମ୍ବର ରାଙ୍କିଙ୍ଗରେ ଓଡିଶା ସମେତ ୭ଟି ରାଜ୍ୟ ରହିଛି । ରାଜ୍ୟ ଓ କେନ୍ଦ୍ର ଶାସିତ…

ଡିସେମ୍ବର ୧୫ରୁ ଆରମ୍ଭ ହେବ ରେଲୱେ ପରୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ଦେଶରେ ବେରୋଜଗାର ଯୁବକ-ଯୁବତୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ତେବେ ଚାକିରୀ ଆବେଦନକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ ରେଲୱେ ପରୀକ୍ଷା । ଏନେଇ ଆଜି…

ରବିବାର ପ୍ରକାଶ ପାଇବ IPL କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆଉ ଦୁଇ ସପ୍ତାହ ପରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ତମ ସିଜନ୍ । ତେବେ ଆସନ୍ତାକାଲି ଅର୍ଥାତ ରବିବାର ଦିନ ମ୍ୟାଚ୍ ସୂଚୀ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ । ସପ୍ଟେମ୍ବର ୪ରେ ଏହି ସୂଚୀ ପ୍ରକାଶ ପାଇବ ବୋଲି ଚର୍ଚ୍ଚା…

ସେପ୍ଟେମ୍ବର ୧୨ରୁ ଗଡିବ ଆଉ ୮୦ ପାସେଞ୍ଜର ଟ୍ରେନ୍‌

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ରୁ ଗଡିବ ଆଉ ନୂଆ ୮୦ଟି ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ରେଳ ବିଭାଗ ଶନିବାର ନିଷ୍ପତ୍ତି ନେଇଛି । ସେପ୍ଟେମ୍ବର ୧୨ରେ ଏହି ୮୦ ସ୍ବତନ୍ତ୍ର ଟ୍ରେନ୍ ଗଡ଼ିବାକୁ ଥିବା ବେଳେ ଏଥିପାଇଁ ଯାତ୍ରୀ ୧୦ ତାରିଖରୁ ବୁକିଂ ଆରମ୍ଭ କରିପାରିବେ। କିନ୍ତୁ ପୂର୍ବରୁ ଚାଲୁଥିବା ୨୩୦…

ଗୁରୁ ଦିବସରେ ରାଷ୍ଟ୍ରପତି ପୁରସ୍କାର ପାଇଲେ ୨ ଓଡ଼ିଆଙ୍କ ସମେତ ୪୭ ଶିକ୍ଷକ

ନୂଆଦିଲ୍ଲୀ: ଗୁରୁ ଦିବସରେ ସମ୍ମାନୀତ ହେଲେ ଗୁରୁ । ରାଷ୍ଟ୍ରପତି ପୁରସ୍କାର ପାଇଲେ ଓଡ଼ିଶାର ୨ ଶିକ୍ଷକ । ଅଜି ଗୁରୁ ଦିବସ ଅବସରରେ ବସନ୍ତ କୁମାର ସାହୁ ଓ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି । ବସନ୍ତ କୁମାର ସାହୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ସରସରା ଉଚ୍ଚ…

ମାନବିକତାର ପରିଚୟ ଦେଲେ ଭାରତୀୟ ଯବାନ, ଚୀନର ୩ ନାଗରିକଙ୍କୁ ଉଦ୍ଧାର କଲେ

ନୂଆଦିଲ୍ଲୀ:ଭାରତୀୟ ଯବାନଙ୍କୁ ସବୁ ଦୃଷ୍ଟି କୋଣରୁ କାହିଁକି ଶ୍ରେଷ୍ଠ କୁହାଯାଏ ତାହା ପୁନର୍ବାର ପ୍ରମାଣିତ ହୋଇଛି । ବାରମ୍ବାର ସୀମାରେ ହଇରାଣ କରୁଥିବା ଚୀନର ୩ ନାଗରିକ ଭୁଲ ବଶତଃ ସିକ୍କିମ ନିକଟରେ ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରିଥିଲେ । ସୀମାରେ ସଜାଗ ଥିବା ସେନା ଏହି ୩ଜଣଙ୍କୁ…

କୋଭିଡ ଟେଷ୍ଟକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନୂଆ ଆଡଭାଇଜରି ଜାରି

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି ମାରାତ୍ମକ ଭାଇରସ କରୋନା । ପ୍ରତିଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିପରି କୋଭିଡ ଟେଷ୍ଟ ସଂଖ୍ୟା ମଧ୍ୟ ବଢ଼ଛି । ତେବେ କରୋନା ଟେଷ୍ଟକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆସିଛି ନୂଆ ଆଡଭାଇଜରି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଥିରେ ନୂଆ…

ଏକାସଙ୍ଗେ ଫାଟିଲା ୬ଟି ଏସି, ୧୨ ମୃତ

ଢ଼ାକା: ବାଂଲାଦେଶର ରାଜଧାନୀ ଢ଼ାକାର ଏକ ମସ୍‌ଜିଦ୍‌ରେ ଅଭାବନୀୟ ଘଟଣା ଘଟିଛି । ମସ୍‌ଜିଦ୍‌ରେ ପ୍ରାର୍ଥନା ଚାଲିଥିବା ସମୟରେ ଏକାସଙ୍ଗେ ୬ଟି ଏସିରେ ବିସ୍ଫୋରଣ ଘଟିଛି । ଫଳରେ ଜଣେ ଶିଶୁଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ୨୫ ଜଣ ଆହତ ହୋଇଛନ୍ତି । ଗ୍ୟାସ୍ ଲିକ୍ ଯୋଗୁଁ ଏସିରେ ବିସ୍ଫୋରଣ…