Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସିଲା ‘କେଜିଏଫ-୨’ର ପୋଷ୍ଟର, ଭୟଙ୍କର ଲୁକ୍‌ରେ ସଂଜୟ ଦତ୍ତ

ମୁମ୍ବାଇ: ସାମ୍ନାକୁ ଆସିଲା ଅପ୍‌କମିଂ ଆକ୍ସନ ଫିଲ୍ମ ‘କେଜିଏଫ-୨ର ପୋଷ୍ଟର । ଏହି ପୋଷ୍ଟରରେ ସଂଜୟ ଦତ୍ତଙ୍କ ଲୁକ୍‌କୁ ରିଲିଜ କରାଯାଇଛି । ଏଥିରେ ସେ ପୁରା ଦମ୍‌ଦାର୍ ଲୁକ୍‌ରେ ନଜର ଆସିଛନ୍ତି । ତାଙ୍କ ଲୁକ୍ ପୁରା ଭୟଙ୍କର ରହିଛି । ସଂଜୟ ଦତ୍ତଙ୍କ ଜନ୍ମଦିନ ଅବସରରେ କେଜିଏଫ୍ ଫିଲ୍ମ…

ବାହୁବଳୀ ନିର୍ଦ୍ଦେଶକ ଏସ୍ ରାଜମୌଲି କରୋନା ପଜିଟିଭ

ମୁମ୍ବାଇ: ବ୍ଲକବଷ୍ଟର ସୁପର ହିଟ୍ ଫିଲ୍ମ ବାହୁବଳୀର ନିର୍ଦ୍ଦେଶକ ଏସ୍ ରାଜମୌଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏବେ ସେ ହୋମ୍ କ୍ୱାରେଂଟାଇନ୍‌ରେ ଅଛନ୍ତି । ତାଙ୍କୁ ଏବଂ ତାଙ୍କ ପରିବାର…

କରୋନା ଋଣରେ କିଣାଗଲା ଦାମୀ ଗାଡି, ଗିରଫ କମ୍ପାନୀ ମାଲିକ !

ଭୁବନେଶ୍ୱର: କରୋନାରେ ଭାଙ୍ଗିପଡିଛି ଅର୍ଥନୈତିକ ସ୍ଥିତି । ସରକାର ଦେଇଥିଲେ ରିଲିଫ ଫଣ୍ଡ । ହେଲେ ନିଜ କର୍ମଚାରୀଙ୍କୁ ସହାୟତା ଦେବା ବଦଳରେ ଏକ ଦାମୀ ଗାଡି କିଣି ଗିରଫ ହୋଇଛନ୍ତି ଜଣେ କମ୍ପାନୀ ମାଲିକ । ଏଭଳି ଏକ ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କରୋନା…

ଆସିଲା ଅନ୍‌ଲକ୍‌-୩ର ଗାଇଡଲାଇନ୍‌, ଜାଣନ୍ତୁ କ’ଣ ରହିବ ଖୋଲା କ’ଣ ବନ୍ଦ

ନୂଆଦିଲ୍ଲୀ: ସାରା ଦେଶରେ କାୟା ମେଲାଇଛି କରୋନା । ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସବୁ ପ୍ରୟାସ ପରେ ବି ଥମୁନି ସଂକ୍ରମଣ । ୪ଟି ପର୍ଯ୍ୟାୟରେ ଲକଡାଉନ୍ ସରିବା ପରେ ଦେଶରେ ଅନ୍‌ଲକ୍ ଲାଗୁ ହୋଇଛି । ଆସନ୍ତା ଜୁଲାଇ ୩୧ରୁ ଅନ୍‌ଲକ୍‌-୨ ସରୁଥିବା ବେଳେ ଅନ୍‌ଲକ-୩ ପାଇଁ…

ଶିକ୍ଷା ବ୍ୟବସ୍ଥାରୁ ହଟିବ ଏମ୍‌.ଫିଲ୍‌, ୩ରୁ ୪ ବର୍ଷିଆ ହେବ ଅଣ୍ଡର ଗ୍ରାଜୁଏଟ୍‌

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଆଜି ନୂଆ ଶିକ୍ଷା ନୀତି ୨୦୨୦କୁ ମଂଜୁରୀ ଦେଇଛନ୍ତି । ଗତ ୩୪ ବର୍ଷରେ ପ୍ରଥମ ଥର ପାଇଁ ଦେଶର ଶିକ୍ଷା ନୀତିରେ ପରିବର୍ତ୍ତନ ଅଣାଯାଇଛି । ଆଧୁନିକ ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ…

ବଦଳିବ ଦେଶର ଶିକ୍ଷା ଢ଼ାଞ୍ଚା, ୨ ପ୍ରକାରର ହେବ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ୩୪ ବର୍ଷ ପରେ ବଦଳିଲା ଦେଶର ଶିକ୍ଷା ନୀତି । ନୂଆ ଶିକ୍ଷାନୀତିକୁ କ୍ୟାବିନେଟ ମଂଜୁରୀ ମିଳିଛି । ୧୦ଟି ଉଚ୍ଚଶିକ୍ଷା ବିଭାଗ ଓ ବିଦ୍ୟାଳୟ ର ୧୭ଟି ଶିକ୍ଷାନୀତି ପରିବର୍ତନ କରାଯାଇଛି । ଶିକ୍ଷାକ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ…

ଭୀମା କୋରେଗାଁଓ ମାମଲା: ପ୍ରଫେସର ହନୀ ବାବୁ ଏମ୍‌ଟି ଗିରଫ

ନୂଆଦିଲ୍ଲୀ: ଭୀମା କୋରେଗାଁଓ ମାମଲାରେ ଏନଆଇଏ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପ୍ରଫେସର ହନୀ ବାବୁ ଏମ୍‌ଟିଙ୍କୁ ଗିରଫ କରିଛି । ଭୀମା କୋରେଗାଁଓ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଷଡ଼ଯନ୍ତ୍ରକାରୀମାନଙ୍କ ସହିତ ସେ ବି ସାମିଲ ଥିଲେ ବୋଲି ଏନଆଇଏ କହିଛି। ହନୀ ବାବୁ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ…

ଛାତ ଉପରେ ୪୦ ପ୍ରକାରର ଆମ୍ବ ଗଛ ଲଗାଇ ଚର୍ଚ୍ଚାରେ ଜୋସେଫ

ଇରାନାକୁଲମ: ଏଠାକାର ସ୍ଥାନୀୟ ବାସିନ୍ଦା ଜୋସେଫ ଫ୍ରାନ୍ସିସ୍ ତାଙ୍କ ଛାତ ଉପରେ ୪୦ ପ୍ରକାରର ଆମ୍ବ ଗଛ ଲଗାଇ ସେହି ଅଂଚଳର ଚର୍ଚ୍ଚାର କେନ୍ଦ୍ର ସାଜିଛନ୍ତି । ୧୮୦୦ ସ୍କ୍ୱାୟରଫୁଟ ଛାତ ଉପରେ ସେ ନିଜସ୍ୱ ଜ୍ଞାନ କୌଶଳରେ ଆମ୍ବ ଗଛ ଲଗାଇଥିଲେ । ୬୩ ବର୍ଷୀୟ ଜୋସେଫ ପେଶାରେ ଜଣେ ଏସି ମେକାନିକ୍ ।…

ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ: ରାଜନାଥ

ନୂଆଦିଲ୍ଲୀ: ଭାରତରେ ପହଂଚିଛି ଘାତକ ଲଢ଼ୁଆ ବିମାନ ରାଫେଲ । ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ୫ଟି ଯାଜ ରାଫେଲ ଫାଇଟର ଜେଟ୍ ଅବତରଣ କରିଛି । ରାଫେଲ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସେନାର ଇତିହାସରେ ନୂଆ ଯୁଗର…

ଭାରତରେ ଲ୍ୟାଣ୍ଡ କଲା ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ଫ୍ରାନ୍ସରୁ ଆସୁଥିବା ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ । ଅମ୍ବାଲା ଏୟାରବେସ୍‌ରେ କଲା ଅବତରଣ । ୫ଟି ଯାଜ ରାଫେଲ ଯୁଦ୍ଧ ବିମାନ ଅମ୍ବଲା ଏୟାରବେସ୍‌ରେ ପହଂଚିଛି । ଫଳରେ ସବୁ ଅପେକ୍ଷାର ଅନ୍ତ ଘଟିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୫ଟି ଯାକ ଯୁଦ୍ଧ ବିମାନକୁ…