Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡ୍ରଗ୍ସ ଆଣି ବିକ୍ରି କରୁଥିଲେ ରିୟା: ଏନ୍‌ସିବି

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ସାମିଲ ଥିଲେ ବଲିଉଡ ଅଭିନେତ୍ରର ତଥା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଡ୍ରଗ୍ସ ଆଣି ରିୟା ବିକ୍ରି ମଧ୍ୟ କରୁଥିଲେ । ଏଭଳି ରିପୋର୍ଟ ଦେଇଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ରିୟାଙ୍କୁ ଏହି ମାମଲାରେ ଏନ୍‌ସିବି…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ୫ ଦିନିଆ ରିମାଣ୍ଡରେ ଗଲେ ସୌଭିକ ଓ ମିରାଣ୍ଡା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଢିବାରେ ଲାଗିଛି ସସ୍‌ପେନ୍ସ । ପ୍ରତିଦିନ ନୂଆ ନୂଆ ଟ୍ୱିଷ୍ଟ ସମ୍ନାକୁ ଆସୁଛି। ଆଜି ଏହି ମାମଲାରେ ଗତକାଲି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିଛନ୍ତି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ…

ଶିିବସେନାର ବିକ୍ଷୋଭ, କଙ୍ଗନା କହିଲେ ‘ମୁମ୍ବାଇ ରକ୍ତମୁଖା ହୋଇଯାଇଛି’

ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡର କୁଇନ୍ କଙ୍ଗନା ରଣାୱତ । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ ବିରୋଧରେ ମୁହଁ ଖୋଲିଥିବା କଙ୍ଗନା ରଣାୱତ ନିଜର ଏକ ପୋଷ୍ଟକୁ ନେଇ ଗତ କିଛି ଦିନ ହେଲା ସେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ସାଜିଛନ୍ତି । ନିଜର ଏକ…

ସୁଶାନ୍ତଙ୍କ ବାନ୍ଦ୍ରା ଘରେ ସିବିଆଇ ଟିମ୍, ସାଙ୍ଗରେ ଅଛନ୍ତି ଭଉଣୀ ମୀତୁ ସିଂହ

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଖୋଳତାଡ ଚାଲିଛି । ଡ୍ରଗ୍ସ ଲିଙ୍କରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଓ ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଛି । ଏପଟେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିବା ସିବିଆଇ…

ସତ ହୋଇଥିଲେ ସାଂଘାତିକ ! ୫ ଭାରତୀୟଙ୍କୁ ଅପରହଣ କରିଛି ଚୀନ୍ ସେନା

ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ ମଧ୍ୟରେ ବିବାଦ ତେଜିଛି । ଉତ୍ତେଜନା ଲାଗି ରହିଥିବା ବେଳେ ମସ୍କୋରେ ଚୀନ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଭଳି ସ୍ଥିତିରେ ଅରୁଣାଚଳ ପ୍ରଦେଶରୁ ଚୀନ ସୈନିକ ୫ ଭାରତୀୟଙ୍କୁ ଅପହରଣ କରିଥିବା ଖବରକୁ ନେଇ ଏବେ ସାରା…

ରାୟପୁର ଟ୍ରାଜେଡି: ମୃତକଙ୍କ ପରିବାରକୁ ୨ ଲକ୍ଷ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଛତିଶଗଡ଼ ଚେରିଖେଡି ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ୭ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ…

ଭାରତ-ଚୀନ୍ ସୀମା ବିବାଦ; ଆମେରିକା ସହଯୋଗ କରିବା ପାଇଁ ପ୍ରସ୍ତୁତ

ୱାଶିଂଟନ୍‌: ଭାରତ ଓ ଚୀନ୍ ମଧ୍ୟରେ ଜାରି ରହିଥିବା ସୀମା ବିବାଦରେ ଆମେରିକା ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଶୁକ୍ରବାର ଦିନ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । “ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ସ୍ଥିତି ଗମ୍ଭୀର ରହିଛି । ମୁଁ ଭାରତ ଓ ଚୀନକୁ ସାହାଯ୍ୟ…

ଦେଶରେ ୪୦ ଲକ୍ଷ କରୋନା ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୬୯ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ୪୦ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗନି । ୬୯ ହଜାରରୁ ଅଧିକ ଜୀବନ ନେଲାଣି ମହାମାରୀ । ଗତ ୨୪ ଘଣ୍ଟାରେ ଦେଶରୁ ୮୬ ହଜାର ୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ…

ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୭ ମୃତ

ରାୟପୁର: ଅଶୁଭ ଶନିବାର । ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ବସ୍ ରାୟପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଛି । ସକାଳୁ ସକାଳୁ ଏକ ଟ୍ରକ ସହ ବସର ଧକ୍କା ହୋଇଥିଲା । ରାୟପୁଟ ନିକଟ ଚେରିଖେଡି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ।…

ଗୁଡ ନ୍ୟୁଜ୍: ଋଷ ଟିକା ସୁରକ୍ଷିତ, ତିଆରି କରୁଛି ଆଣ୍ଟିବଡି

ମସ୍କୋ: କରୋନା କାଳରେ ପୁଣି ଏକ ଭଲ ଖବର ସାମନାକୁ ଆସିଛି । ମେଡିକାଲ ଜର୍ଣ୍ଣାଲ୍ ଲାନସେଟ୍ ଦେଇଥିବା ଏମିତି ଖବର ସାରା ବିଶ୍ୱକୁ ଆଶ୍ୱସ୍ତି ଆଣି ଦେଇଛି । ରିସର୍ଚ୍ଚରୁ ଜଣା ପଡିଛି ଋଷ ତିଆରି କରିଥିବା କରୋନା ଭ୍ୟାକସିନ୍ ସ୍ପୁଟନିକ୍-V ସୁରକ୍ଷିତ। ଟ୍ରାଏଲରୁ ସଫଳତା ମିଳୁଛି । ଲାନସେଟ୍…