Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢ଼ିବ କି ଲକଡାଉନ୍ ‌? କାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ମୋଦୀ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ ଆଲୋଚନା କରିବେ । ବୈଠକରେ ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟଗୁଡିକ ଉପରେ ଫୋକସ…

ଟଙ୍କା ସାନିଟାଇଜ କରୁଛି ପୋଲିସ

ଭୋପାଲ: କରୋନା ସହ ଲଢ଼ିବା ପାଇଁ ଚାଲିଛି ଯୁଦ୍ଧ । ସମସ୍ତେ ପିନ୍ଧୁଛନ୍ତି ମାସ୍କ । କରୁଛନ୍ତି ହାତ ସାନିଟାଇଜ । ଯେପରି ଏହି ଭୂତାଣୁ ବ୍ୟାପିବନି ସେଥିପାଇଁ ହେଉଛନ୍ତି ସତର୍କ । ତେବେ ଏଭଳି ସ୍ଥିତିରେ ଟଙ୍କାକୁ ମଧ୍ୟ କରାଯାଉଛି ସାନିଟାଇଜ । ଖୋଦ୍ ପୋଲିସ ବାବୁ ଟଙ୍କାକୁ ସାନିଟାଇଜ କରୁଛନ୍ତି…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ରବିବାର ସକାଳ ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ଭାରତରେ ଉଗ୍ର ହେଉଛି କରୋନା: ୬୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୩୨୭୭ଟି ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଲକଡାଉନ ୩.୦: ସ୍ୱିଗି ଓ ଜୋମାଟୋ ଯୋଗାଇଦେବେ ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ !

ଭୁବନେଶ୍ୱର: କରୋନା ଭାଇରସ କାରଣରୁ ସାରା ଦେଶରେ ବଳବତ୍ତର ରହିଛି ଲକଡାଉନ କଟକଣା। ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ସହ ହୋଟେଲ ରେଷ୍ଟୁରାଣ୍ଟ ବନ୍ଦ ଥିବାରୁ ମନ ପସନ୍ଦର ଖାଇବା ପାଇବା ସତେ ଯେପରି ସ୍ୱପ୍ନ ପାଲଟି ଗଲାଣି। ତେବେ ଏହି ସଙ୍କଟ ସମୟରେ ଖାଦ୍ୟପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି…

କରୋନା ମୁକାବିଲା: ୯୫୦୦୦ କୁ ବୃଦ୍ଧି ପାଇଲା ଭାରତର ଦୈନିକ ସ୍ୱାବ ପରୀକ୍ଷଣ କ୍ଷମତା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଶନିବାର କହିଛନ୍ତି ଯେ, କରୋନାଭାଇରସ ପାଇଁ ପରୀକ୍ଷଣ କ୍ଷମତା ଭାରତରେ ଦିନକୁ ପ୍ରାୟ ୯୫୦୦୦କୁ ବୃଦ୍ଧି କରାଯାଇଛି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୩୩୨ ଟି…

ମା…ଏକ ଶଦ୍ଦ ନୁହେଁ, ଏକ ଆବେଗ, ଏକ ଆତ୍ମୀୟତା ଓ ଏକ ସ୍ୱର୍ଗୀୟ ଅନୁଭବ

ମାତୃତ୍ୱ ଦିବସ ପାଳନ ପାଶ୍ଟାତ୍ୟ ସମସ୍କୃତିର ଏକ ଅଂଶ ହୋଇପାରେ ସତ ହେଲେ ଏ ଦିବସ ମାର ସମ୍ମାନ କ୍ଷେତ୍ରରେ ଏକ ବାର୍ତ୍ତା ବହ । ୧୯୧୨ରେ ମାତୃତ୍ୱ ଦିବସ ପ୍ରଥମେ ୟୁନାଇଟେଡ ଷ୍ଟେଟସରେ ପାଳନ ହୋଇଥିଲା । ପରବର୍ତ୍ତୀ ସମୟରେ ଏହାର ବିଶ୍ୱବ୍ୟାପୀ ଆଦୃତି ବଢିଥିବା ବେଳେ ଏବେ ୪୦ ଟି ଦେଶ ମାତୃତ୍ୱ…

ଇତିହାସରେ ମାତୃ ଦିବସ; କେବେଠୁ ଓ କାହିଁକି ହେଉଛି ପାଳନ, ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମାତୃ ଦିବସ । ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ଭାବେ ପାଳନ କରାଯାଇଥାଏ । ଇତିହାସ: ୧୮୬୧ରୁ ୧୮୬୫ ମସିହା ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ଦାସତ୍ୱ ପ୍ରଥା ଯୋଗୁ…

ବିଶ୍ୱ ମାତୃ ଦିବସ; ମା’ ପାଇଁ ଦିନଟିଏ

ଭୁବନେଶ୍ୱର: ମା' ...ଦୁନିଆର ସବୁଠୁ ମଧୁର ଶବ୍ଦ । ଏହି ଗୋଟିଏ ଶବ୍ଦରେ ଭରି ରହିଥାଏ ସ୍ନେହ, ପ୍ରେମ, ମମତାର ଗଭୀର ସମୁଦ୍ରଟିଏ । ଯାହାର ଆକଳନ ବାସ୍ତବରେ ଅସମ୍ଭବ । ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ମା' ଶବ୍ଦର ଗଭୀରତାରେ। ମାଆର ପଣତକାନି ସବୁଠାରୁ ଶେଷ୍ଠ ଆଶ୍ରୟ ସ୍ଥଳ । ଆଉ ତା'ର…

୧୦୮ ମେଗାପିକ୍ସେଲ କ୍ୟାମେରା ସହ ସାଓମି ମି ୧୦ ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ , ବୈଶିଷ୍ଟ୍ୟ ଏବଂ ମୂଲ୍ୟ ବିଷୟରେ ଆସନ୍ତୁ…

ନୂଆଦିଲ୍ଲୀ: ହ୍ୟାଣ୍ଡସେଟ ନିର୍ମାତା ଜିଆଓମି ଆଜି ଏହାର ସର୍ବଶେଷ ୧୦୮ ମେଗାପିକ୍ସେଲ କ୍ୟାମେରା ସେନସର ସ୍ମାର୍ଟଫୋନ୍ ମି୧୦ ଭାରତରେ ଲଞ୍ଚ କରିଛି। ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟଗୁଡିକ ବିଷୟରେ କହିବାକୁ ଗଲେ, ସ୍ନାପଡ୍ରାଗନ୍ ୮୬୫ ଚିପସେଟ୍ ଫୋନରେ ୩୦ୱାଟ ବେତାର ଚାର୍ଜିଂ ସପୋର୍ଟ, ସ୍ପିଡ୍…