Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେତେ ସତ କେତେ ମିଛ ? 5G ସାଜିଛି କରୋନାଭାଇରସ୍ ର ମାଧ୍ୟମ !

ଭୁବନେଶ୍ୱର: କରୋନାଭାଇରସ୍‌କୁ ନେଇ ବିଭିନ୍ନ ପ୍ରକାର ସିଦ୍ଧାନ୍ତ ଲୋକଙ୍କ ମନରେ ଘୁରି ବୁଲୁଛି । କିଛି ଏହାକୁ ଚାଇନାର ବାୟୋଲଜିକାଲ୍ ହତିଆର ତ ଆଉ କିଛି କହୁଛନ୍ତି 5G ପାଇଁ ଏହା ଉତ୍ପନ୍ନ ହୋଇଛି । Lockdown's hottest viral trends: raging at the neighbours and torching 5G…

ମାରାତ୍ମକ ହେଉଛି କରୋନା; ଦେଶରେ ୧୧୧ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୪୦୦୦କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୧୧୧ ଜଣ…

ହ୍ରାସ ପାଇଛି ପୃଥିବୀର କମ୍ପନ; କାରଣ କରୋନା ନୁହେଁ ତ !

ଭୁବନେଶ୍ୱର: କରୋନା ଭାଇରସ କାରଣରୁ ପୃଥିବୀ ଯେମିତି ସ୍ଥିର ହୋଇ ଯାଇଛି । ଲକ୍‌ଡାଉନ ଆଗରୁ ଯେମିତି ପୃଥିବୀର କମ୍ପନ ହେଉଥିଲା ଏବେ ସେତେ ହେଉନି । କରୋନା ଭାଇରସ୍ ମୁକାବିଲା ଲାଗି ସାରା ବିଶ୍ୱରେ ଲକଡାଉନ ଚାଲିଥିବା ବେଳେ ବୈଜ୍ଞାନିକମାନେ ଗବେଷଣାରୁ ଜାଣି ପାରିଛନ୍ତି ଯେ, ପୃଥିବୀର କମ୍ପନ…

ଦୀପ ଜାଳିବା ବଦଳରେ ଗୁଳି ଫୁଟାଇଲେ ବିଜେପି ନେତ୍ରୀ, ଭିଡିଓ ଭାଇରାଲ

ୟୁପି: ଦୀପ ଜାଳିବା ବଦଳରେ ଫୁଟିଲା ଗୁଳି । ହାତରେ ବନ୍ଧୁକ ଧରି ଦୀପ ନ ଜାଳି ଗୁଳି ଫୁଟାଇଲେ ବିଜେପି ନେତ୍ରୀ । ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଳାର ଜଣେ ବିଜେପି ନେତ୍ରୀ କିଛି ଏଭଳି କରି ଏବେ ଅଡୁଆରେ ପଡିଛନ୍ତି । ରବିବାର ରାତି ୯ଟାରେ ୯ମିନିଟ୍ ପାଇଁ ଦୀପ, ଲାଇଟ କିମ୍ବା ଟର୍ଚ୍ଚ…

କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୭୬% ପୁରୁଷ, ୨୪% ମହିଳା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଗଲା ୨୪ ଘଂଟା ମଧ୍ୟରେ ୬୯୩ଟି ନୂଆ କରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୬୭ରେ ପହଂଚିଛି । ତେବେ ଏହି ୪୦୬୭ଟି ମାମଲା ମଧ୍ୟରୁ ୭୬ ପ୍ରତିଶତ ପୁରୁଷ ଓ ୨୪ ପ୍ରତିଶତ ମହିଳା ଅଛନ୍ତି । ଏଥିରୁ ସ୍ପଷ୍ଟ ଯେ…

ଜାପାନରେ ଲାଗୁ କରାଯାଇପାରେ ଏମରଜେନ୍ସି

ଟୋକିଓ: ଜାପାନରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ୨ ଦିନ ମଧ୍ୟରେ ୫୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଜାପାନ ପ୍ରଧାନ ମନ୍ତ୍ରୀ ଶିଞ୍ଜୋ ଆବେ ମଙ୍ଗଳବାର ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା…

ମୁମ୍ବାଇର ୱକହାର୍ଡ ହସ୍ପିଟାଲ ସିଲ, ୨୬ ନର୍ସ ଓ ୩ ଡାକ୍ତର କରୋନା ପଜିଟିଭ ଚିହ୍ନଟ

ମୁମ୍ବାଇ: ମୁମ୍ବାଇ ସହରର ଆଗ୍ରିପଡାରେ ଥିବା ୱକହାର୍ଡ ହସ୍ପିଟାଲ ସିଲ୍ ହୋଇଛି । ଏଠାରେ ୨୬ ଜଣ ନର୍ସ ଓ ୩ଜଣ ଡାକ୍ତର କରେନା ଆକ୍ରାନ୍ତ ହେବା ପରେ ପ୍ରଶାସନ ପକ୍ଷରୁ ଏହାକୁ ସିଲ୍ କରାଯାଇଛି । ଏହି ହସ୍ପିଟାଲ ଠାରୁ ଦୂରେଇ ରହିବା ପାଇଁ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ପରାମର୍ଶ…

ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ପାଇଁ କୌଣସି ଔଷଧ ବାହାରି ନଥିବାବେଳେ କେତେକ ଗୁରୁତର ମାମଲା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ବ୍ୟବହାର କରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ତେବେ ଏହାକୁ ଅତି ଜରୁରି ହେଲେ କେବଳ ଡାକ୍ତରଙ୍କ ପରାମର୍ଶରେ ପ୍ରଦାନ ପାଇଁ ପ୍ରସ୍ତାବ ଦିଆଯାଇଛି…

ଆସନ୍ତା ୨ ବର୍ଷ ପାଇଁ ସାଂସଦ ପାଣ୍ଠି ସ୍ଥଗିତ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସୋମବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତ୍ତି ହୋଇଛି । ଆସନ୍ତା ଦୁଇ ବର୍ଷ ପାଇଁ ସାଂସଦ ପାଣ୍ଠିକୁ ସ୍ଥିଗିତ କରାଯାଇଛି । ଏ ବାବଦକୁ ୭୯୦୦ କୋଟି ମିଳିବ। କରୋନା ମୁକାବିଲାରେ କନ୍‌ସୋଲିଡେଟେଡ୍ ଫଣ୍ଡ ଜରିଆରେ ଏହି ସମସ୍ତ ଅର୍ଥ ଖର୍ଚ୍ଚ ହେବ।…

କରୋନା ଅପଡେଟ୍ ; ଭାରତର ସମସ୍ତ ପଶୁ ବାଟିକାରେ ହାଇ ଆଲର୍ଟ ଜାରି !

ନୂଆଦିଲ୍ଲୀ: ଆମେରିକାର ବ୍ରୋନ୍‌କ୍ସ ପ୍ରାଣୀ ଉଦ୍ୟାନରେ ବାଘୁଣୀ ନାଦିଆ କରୋନାଭାଇରସରେ ସଂକ୍ରମିତ ହେବା ପରେ ଭାରତର ସମସ୍ତ ପଶୁ ବାଟିକାରେ ହାଇ ଆଲର୍ଟ ଜାରି ହୋଇଛି । Zoos advised to be on high alert, mammals like cats, ferrets and primates to be carefully…