Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ରାଜସ୍ଥାନ ରାଜନୀତି: ପ୍ରେମଚନ୍ଦ୍ର ବୈରଭା ଏବଂ ଦୀୟା କୁମାରୀ ହେବେ ଦୁଇ ଉପମୁଖ୍ୟମନ୍ତ୍ରୀ

ଜୟପୁର: ଶେଷ ହୋଇଛି ରାଜସ୍ଥାନ ସସ୍ପେନ୍ସ  । ସମସ୍ତଙ୍କୁ ଚମକେଇ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ମୁକୁଟ ଭଜନଲାଲ ଶର୍ମାଙ୍କୁ ପିନ୍ଧାଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ । ଏଥିସହିତ ଉପ ମୁଖ୍ୟମନ୍ତ୍ରୀ ଭାବେ ଦୁଇଜଣଙ୍କୁ ମନୋନୀତ କରିଛି ଦଳ  । ପ୍ରେମଚନ୍ଦ୍ର ବୈରଭା ଏବଂ ଦୀୟା କୁମାରୀଙ୍କୁ…

୩ ରାଜ୍ୟକୁ ମିଳିଲା ନୂତନ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କିଏ ସବୁଠୁ ଧନୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ସିଏମ ପଦକୁ ନେଇ ଗତ କିଛି ଦିନ ଧରି ଲାଗିରହିଥିବା ସବୁ ଆଶା ଆଶଙ୍କା ଏବେ ଶେଷ ହୋଇଛି ।  ଭାରତୀୟ ଜନତା ପାର୍ଟି ଛତିଶଗଡର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ବିଷ୍ଣୁଦେବ ସାଏଙ୍କ ନାମ ଘୋଷଣା କରିଥିବାବେଳେ ମଧ୍ୟପ୍ରଦେଶ ପାଇଁ ଡକ୍ଟର ମୋହନ…

ଭଜନଲାଲ ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ: ବିଧାୟକ ଦଳ ବୈଠକରେ ମିଳିଲା ସ୍ୱୀକୃତି

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷ ହୋଇଛି । ଦିଲ୍ଳୀରୁ ଆସିଥିବା ପର୍ଯ୍ୟବେକ୍ଷକ ବିଧାୟକ ଦଳ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଛନ୍ତି । ସମସ୍ତଙ୍କୁ ଚମକାଇ ଛତିଶଗଡ ଏବଂ ମଧ୍ୟପ୍ରଦେଶ ପରି ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ…

ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଆସନ୍ତାକାଲି ହେବ ଶପଥଗ୍ରହଣ ଉତ୍ସବ: ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧୩ ତାରିଖରେ ଶପଥଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ । ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶରେ ପୂର୍ବାହ୍ନ ୧୧ଟା ୩୦ରେ ମୋତିଲାଲ ନେହରୁ ଷ୍ଟାଡିୟମରେ ଶପଥଗ୍ରହଣ…

ରଦ୍ଦ ହେଲା ତେଲଙ୍ଗାନା ଡିଜିପିଙ୍କ ନିଲମ୍ବନ ଆଦେଶ : ଭୋଟ ଗଣତିବେଳେ ରେବନ୍ଥ ରେଡ୍ଡୀଙ୍କୁ ଭେଟି ଫସିଥିଲେ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଆଜି ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ ଅଞ୍ଜନୀ କୁମାର ନିଲମ୍ବନକୁ ରଦ୍ଦ କରିଛନ୍ତି । ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଅର୍ଥାତ ଭୋଟ ଗଣତି ଚାଲିଥିବାବେଳେ କଂଗ୍ରେସ ନେତା ରେବନ୍ଥ ରେଡ୍ଡିଙ୍କୁ ସାକ୍ଷାତ କରି ଆଚାରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗ…

ସମୁଦ୍ରକୂଳରେ ପଡ଼ିଛନ୍ତି ଅସଂଖ୍ୟ ମଲାମାଛ

ଟୋକିଓ: ଜାପାନର ଉତ୍ତର ପ୍ରାନ୍ତ ଅନ୍ତର୍ଗତ ସମୁଦ୍ର କୂଳରେ କୁଢ କୁଢ ମଲାମାଛ । ସାର୍ଡାଇନ୍ ଓ ମ୍ୟାକ୍‌ରଲ୍ ସମେତ ଅସଂଖ୍ୟ ମଲାମାଛ ସମୁଦ୍ରକୂଳରେ ପଡ଼ିଥିବା ଦେଖି ସରକାରୀ ଅଧିକାରୀମାନେ ଆଚମ୍ବିତ ହୋଇଯାଇଛନ୍ତି । ପରେ ଏତେ ମାଛ ଦେଖି ସ୍ଥାନୀୟ ଲୋକେ ମାଛସବୁ ଗୋଟାଇ ବିକ୍ରି କରିବାକୁ ନେଇଥିଲେ…

ଦଳର ଅତି ନିକଟତର, ୩ଥର ବିଧାୟକ, କିଏ ଏହି ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ?

ନୂଆଦିଲ୍ଲୀ: ଗତ ସପ୍ତାହେ ଧରି ଲାଗିରହିଥିବା ସମସ୍ତ ଦ୍ଵନ୍ଦର ଶେଷ ହୋଇଛି । ଶେଷରେ ମଧ୍ୟପ୍ରଦେଶକୁ ମିଳିଛି ତାର ନୂତନ ମୁଖ୍ୟମନ୍ତ୍ରୀ । ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି ବିଜେପି । କୁହାଯାଉଛି କାଳେ ଖୋଦ୍ ଶିବରାଜ ସିଂ ମୋହନ ଯାଦବଙ୍କୁ…

ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ

ଭୋପାଳ: ସବୁ ସସ୍ପେନ୍ସକୁ ଅନ୍ତ କରି ପ୍ରକାଶ ପାଇଲା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାଁ । ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ । ବିଧାୟକ ଦଳ ବୈଠକ ପରେ ଏ ନେଇ ଘୋଷଣା କରିଛି ଦଳ । ମୋହନଙ୍କ ନାଁକୁ ନେଇ ସହମତି ପ୍ରକାଶ ପାଇଛି । ମୋହନ ଯାଦବ ସଂଘର ଅତି ନିକଟତର…