Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଅପେକ୍ଷାର ଅନ୍ତ, ସୁଡଙ୍ଗରୁ ବାହାରିଲେ ପାଞ୍ଚ ଶ୍ରମିକ

ଉତ୍ତରକାଶୀ: ଦୀର୍ଘ ୧୭ ଦିନର କଷ୍ଟସାଧ୍ୟ ଉଦ୍ଧାର କାର୍ଯ୍ଯ ପରେ ଉତ୍ତରାଖଣ୍ଡର ସିଲ୍କିୟାରାରେ ଭୁଶୁଡ଼ି ପଡ଼ିଥିବା ସୁଡଙ୍ଗରୁ ପାଞ୍ଚ ଜଣ ଖଣି ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ହାଇ-ଟେକ୍ ଡ୍ରିଲିଂ ଉପକରଣ ଏବଂ ମାନୁଆଲ "ରାଟ୍-ହୋଲ୍" କୌଶଳର ମିଶ୍ରଣରେ ହୋଇଥିବା ଏହି ଉଦ୍ଧାର ସମସ୍ତ…

ତେଲେଙ୍ଗାନା, ଏମପି, ଛତିଶଗଡରେ ଜିତିବ କଂଗ୍ରେସ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଚାରୋଟି ରାଜ୍ୟର ମତଦାନ ଶେଷ ହୋଇଛି। କେବଳ ଦକ୍ଷିଣୀ ରାଜ୍ୟ ତେଲେଙ୍ଗାନାର ମତଦାନ ବାକି ରହିଛି। ସେପଟେ ଆସନ୍ତା ମାସ ତିନି ତାରିଖରେ ଗଣତି ହେବା ସହ ସବୁ ରାଜ୍ୟର ଫଳାଫଳ ପ୍ରକାଶ ପାଇବ। କିନ୍ତୁ ତା…

ଅନ୍ ଲାଇନ ଠକେଇ ରୋକିବାକୁ ନୂଆ ପଦକ୍ଷେପ ଉପରେ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ: ଅନ୍ ଲାଇନ ପେମେଣ୍ଟ ବ୍ୟବସ୍ଥା ଯେପରିକି ଫୋନ୍ ପେ, ଗୁଗୁଲ ପେ ଆଦିରେ ସାଇବର ଠକେଇ ବଢିବାରେ ଲାଗିଛି। ଇଂଟରନେଟ ବାବଦରେ ଅଜ୍ଞଥିବା ଲୋକଙ୍କ ପକେଟ କାଟି ମାଲାମାଲ ହେଉଛନ୍ତି ସାଇବର ଠକ । ଏବେ ଏହାଉପରେ ବିଚାର କରି ସାଇବପ ଠକେଇ ରୋକିବାକୁ ସରକାର ନୂଆ ପଦକ୍ଷେପ ନେବାକୁ…

ମହାତ୍ମା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରିବା ‘ଅପବିତ୍ରୀକରଣ’: ମନୀଷ…

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରିବା ପରେ କଂଗ୍ରେସ ନେତା ମନୀଷ ତିଓ୍ବାରୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ସମାଲୋଚନା କରିଛନ୍ତି। ତିଓ୍ୱାରୀ ଏହି ତୁଳନାକୁ 'ଅପବିତ୍ରୀକରଣ' ବୋଲି କହିବା ସହ ଏହା ଗାନ୍ଧୀଙ୍କ ଐତିହ୍ୟ ପ୍ରତି…

ନୂଆ ଭୋଟର ପରିଚୟ ପତ୍ର ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବଦଳିଲା ଭୋଟର ପରିଚୟ ପତ୍ରର ଠିକଣା। ମଙ୍ଗଳବାର (ନଭେମ୍ବର ୨୮)  ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ତାଙ୍କର ନୂଆ ଭୋଟର ପରିଚୟ ପତ୍ର ସେ  ଗ୍ରହଣ କରିଛନ୍ତି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ପି. କ୍ରିଷ୍ଣମୂର୍ତ୍ତି ତାଙ୍କୁ ଏହି…

ଡିସେମ୍ବର ୯ରେ ବିଦେଶ ଗସ୍ତରେ ଯିବେ ରାହୁଲ ଗାନ୍ଧୀ !

ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଡିସେମ୍ବର ୯ ତାରିଖରୁ ବିଦେଶ ଯାତ୍ରାରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ସେ ଇଣ୍ଡୋନେସିଆ, ମାଲେସିଆ, ଭିଏତନାମ ଗସ୍ତ କରିବେ । ସିଙ୍ଗାପୁର ଏବଂ ମାଲେସିଆରେ ସେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କରିବେ । ଇଣ୍ଡୋନେସିଆରେ ସେ…

ପ୍ଲାଟିନମ ଖଣିରେ ଛିଣ୍ଡିଗଲା ଲିଫ୍ଟ: ୧୫ ଶ୍ରମିକଙ୍କ ମୃତ୍ୟୁ

ଜୋହାନ୍ସବର୍ଗ:ଦକ୍ଷିଣ ଆଫ୍ରିକାର ପ୍ଲାଟିନମର ଏକ ଖଣିରେ ବଡ ଦୁର୍ଘଟଣା । ଏକ ଖଣିରେ ଶ୍ରମିକମାନେ ଲିଫ୍ଟରେ ତଳକୁ ଆସୁଥିବାବେଳେ ଏହା ଅଚାନକ ଛିଣ୍ଡିଗଲା । ଫଳରେ ୧୫ ଶ୍ରମିଙ୍କର ମୃତ୍ୟୁ ଘଟିଛି । ଖଣି ପରିଚାଳକଙ୍କ ପକ୍ଷରୁ ଏପରି ସୂଚନା ଦିଆଯାଇଛି । ଘଟଣା ସୋମବାର ସନ୍ଧ୍ୟାରେ ରଷ୍ଟନବର୍ଗରେ…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ! ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଉପକୂଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ମଙ୍ଗଳବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ମାଲାକ୍କା ଷ୍ଟ୍ରେଟରେ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଫଳରେ ବଙ୍ଗୋପସାଗରରୁ ମାଡ଼ି ଆସୁଛି ଭୀଷଣ ବାତ୍ୟା। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା…

ଯେଉଁଠି ହାର ମାନିଲା ବଡ ବଡ ମେସିନ ସେଠି କମାଲ ଦେଖାଇଲା ରାଟ ମାଇନର୍ସଙ୍କ ହାତ: ଦେଖନ୍ତୁ ଭିଡିଓ

ଉତ୍ତରକାଶୀ:ବୋଧହୁଏ ଆଉ କେଇ ଘଣ୍ଟା ପରେ ଶେଷ ହେବ ପ୍ରତୀକ୍ଷା । ସତର ଦିନର ସଂଘର୍ଷ ପରେ ନୂଆ ଜୀବନ ପାଇବେ ଶ୍ରମିକ । ଉତ୍ତରକାଶୀରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ସୁଡଙ୍ଗ ମୁହଁରେ ଆମ୍ବୁଲାନ୍ସ ଅପେକ୍ଷା କରି ରହିଛି । ଡାକ୍ତରୀ ଟିମ ମଧ୍ୟ ପ୍ରସ୍ତୁତ…

ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ୍ ରେସକ୍ୟୁ, କିଛି କ୍ଷଣ ମଧ୍ୟରେ ଉଦ୍ଧାର ହେବେ ୪୧ ଶ୍ରମିକ

ଉତ୍ତରକାଶୀ: ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ୍ ରେସକ୍ୟୁ। ଟନେଲ ଭିତରକୁ ପଶିଲେ ଏନଡିଆରଏଫ ଓ ଆମ୍ବୁଲାନ୍ସ। ଦଉଡ଼ି ଓ ସିଡ଼ି ମଧ୍ୟ ଟନେଲ ଭିତରକୁ ପ୍ରବେଶ କରିଥିବା ସୂଚନା ରହିଛି। ସମାନ୍ତରାଳ ପାଇପ ପଶିବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଯେ କୌଣସି ମୁହୂର୍ତ୍ତରେ ବାହାରକୁ ଆସିପାରନ୍ତି ୪୧…