Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଇସ୍ରାଏଲ-ହମାସ ଯୁଦ୍ଧ ବିରତି: ମୁକ୍ତ ହେଲେ ୧୩ ବନ୍ଧକ

ତେଲ ଅଭୀଭ: ଇସ୍ରାଏଲ ଓ ହମାସ ମଧ୍ୟରେ ସାମୟିକ ଭାବେ ଯୁଦ୍ଧ ବିରତି ହୋଇଛି । ଏହି ବିରତି ପରେ ଶୁକ୍ରବାର ସନ୍ଧ୍ୟାବେଳେ ଗାଜାରୁ ୧୩ ବନ୍ଧକଙ୍କୁ ମୁକ୍ତ କରିଛି ହମାସ । ଯେଉଁମାନଙ୍କୁ ମୁକ୍ତ କରାଯାଇଛି ସେମାନଙ୍କ ନାମ, ଠିକଣା ଏବଂ ଅନ୍ୟ ତଥ୍ୟ ଇସ୍ରାଏଲ ଗୋଇନ୍ଦା ବିଭାଗକୁ ଜଣାଇ ଦିଆଯାଇଛି ।…

ବାପା ଜେଲରେ, ମା’ ଆଇସିୟୁରେ..ଭୋକରେ କାନ୍ଦୁଥିବା ଶିଶୁକୁ କୋଳରେ ଧରି ସ୍ତନ୍ୟପାନ କରାଇଲେ ପୋଲିସ ଅଫିସର

ଥିରୁଅନନ୍ତପୁରମ: ପୋଲିସର ଖାକି ପୋଷାକ ସବୁବେଳେ ନିଷ୍ଠୁରତାର ପ୍ରତୀକ ନୁହେଁ । ଖାକି ତଳେ ଲୁଚି ରହିଛି ମମତା..ମାନବିକତା ।  କେରଳର ଏହି ମହିଳା ପୋଲିସ ଏହାର ଏକ ଜ୍ୱଳନ୍ତ ଉଦାହରଣ । ମହିଳା ପୋଲିସଙ୍କର ଏହି ମହାନୁଭବତାକୁ ନେଇ ଆଜି ଚାରିଆଡେ ଚର୍ଚ୍ଚା । ଡିଉଟିରେ ଥିବା ଏହି ମହିଳା…

ହମାସ ପରି ଆକ୍ରମଣ କରାଯିବ ବୋଲି ଧମକ ଦେଲା କଶ୍ମୀର ଫାଇଟ

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରର ଆତଙ୍କବାଦୀ ସଂଗଠନ କଶ୍ମୀର ଫାଇଟ ହମାସ ଶୈଳୀରେ ଭାରତରେ ଆକ୍ରମଣ କରାଯିବ ବୋଲି ଧମକ ଦେଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ମଧ୍ୟ ଟାର୍ଗେଟ କରାଯିବ ବୋଲି ସେମାନେ ଧମକ ଦେଇଛନ୍ତି । କଶ୍ମୀର ଫାଇଟ ପ୍ରଥମ ଥର ପାଇଁ ଏ ଭଳି ଧମକ ଦେଇଛି ।…

ଦେଢ ଲକ୍ଷ ବର୍ଷ ତଳେ ମନୁଷ୍ୟ ଚପଲ ପିନ୍ଧୁଥିଲା !

କେପଟାଉନ: ପ୍ରାଚୀନ ମାନବ ଇତିହାସ ନେଇ ଏକ ଐତିହାସିକ ତଥ୍ୟ ମିଳିଛି । ଏହି ନୂତନ ତଥ୍ୟରେ ଆଜିଠାରୁ ୭୫ ହଜାରରୁ ଦେଢ଼ ଲକ୍ଷ ବର୍ଷ ମଧ୍ୟରେ ପ୍ରାଚୀନ ମନୁଷ୍ୟ ଚପଲ ପରିଧାନ କରୁଥିଲା । ଅନ୍ୟ ଅର୍ଥରେ ଅତ୍ୟାଧୂନିକ ଜ୍ଞାନକୌଶଳର ବ୍ୟବହାର ଆରମ୍ଭ ହୋଇ ନ ଥିଲେ ମଧ୍ୟ ମନୁଷ୍ୟ ସ୍ୱାସ୍ଥ୍ୟ ଓ ପରିବେଶ…

ଖସୁଛି ପାରଦ, ବଢୁଛି ଶୀତ: ୯ ଡିଗ୍ରୀ ତଳକୁ ଖସିଲା ଦିଲ୍ଲୀର ତାପମାତ୍ରା

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଶୀତର ପ୍ରଭାବ । ଦେଶର ରାଜଧାନୀକୁ ଛୁଇଁଛି ଶୀତର ପହିଲି ସ୍ପର୍ଶ । ଶୀତ ଲହର ଯୋଗୁଁ ଗତକାଲି ଦିଲ୍ଲୀରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨…

ନୂଆଦିଲ୍ଲୀରେ ଥିବା ଦୂତାବାସକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ଘୋଷଣା କଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସକ ତାଲିବାନ ନିଜର ଅସଲି ରୂପ ଦେଖାଇଛି। ଇସଲାମିକ୍ ରିପବ୍ଲିକ୍ ଅଫ୍ ଆଫଗାନିସ୍ତାନ ନୂଆଦିଲ୍ଲୀରେ ଥିବା ଦୂତାବାସକୁ ସ୍ଥାୟୀ ବନ୍ଦ କରିବାକୁ ଘୋଷଣା କରିଛି। ନୂଆଦିଲ୍ଲୀରେ ଏହାର କୂଟନୈତିକ ମିଶନ ବନ୍ଦ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ଜାରି କରି ଆଫଗାନିସ୍ତାନ…

ଚୀନରେ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି ଅଜଣା ରୋଗର ସଂକ୍ରମଣ: ଡାକ୍ତରଖାନାରେ ମିଳୁନି ଜାଗା

ବେଜିଂ: ମିଷ୍ଟ୍ରିୟସ ନିମୋନିଆ । ନିଦ ହଜାଇ ଦେଇଛି ଏହି ଭୟଙ୍କର ରୋଗ । ପୁଣି ଥରେ ମନରେ ଛନକା ପଶିଛି । କରୋନା ପରି ଏ ରୋଗ ଜୀବନଧାରାକୁ ପୁଟି ଅଟକାଇ ଦେବନି ତ ?   ଚୀନରେ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି ଅଜଣା ରୋଗର ସଂକ୍ରମଣ । ଲଙ୍ଗସରେ ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ…

ତାମିଲନାଡୁ ଏବଂ କେରଳରେ ପ୍ରବଳ ବର୍ଷା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଚେନ୍ନାଇ: ତାମିଲନାଡୁ ଏବଂ କେରଳର ଅନେକ ଜିଲ୍ଲାରେ ଗତକାଲି ଠାରୁ ପ୍ରବଳ ବର୍ଷା ଲାଗିରହିଛି । ପ୍ରବଳ ବର୍ଷା କାରଣରୁ ତାମିଲନାଡୁର ଅନେକ ଜିଲ୍ଲାରେ ଭୂସ୍ଖଳନ ଭଳି ପରିସ୍ଥିତି ମଧ୍ୟ ଉପୁଜିଛି । ଭୂସ୍ଖଳନ କାରଣରୁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବ୍ୟାହତ ହୋଇଥିଲା । ରାଜ୍ୟ PWD ବିଭାଗ ରାସ୍ତା…

ହମାସ-ଇସ୍ରାଏଲ ମଧ୍ୟରେ ଆଜିଠୁ ଯୁଦ୍ଧ ବିରାମ : ପ୍ରଥମ ପର୍ଯ୍ୟାୟରେ ୧୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ

ନୂଆଦିଲ୍ଲୀ : ହମାସ-ଇସ୍ରାଏଲ ମଧ୍ୟରେ ଆଜିଠୁ ଯୁଦ୍ଧ ବିରାମ। ଆଜି ସକାଳ ୧୦ଟାରୁ ଅସ୍ତ୍ରବିରତି ଆରମ୍ଭ ହେବ। ୪ଦିନିଆ ଅସ୍ତ୍ରବିରତି ପାଇଁ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ହମାସ ୧୩ଜଣ  ପଣବନ୍ଦୀଙ୍କୁ ମୁକ୍ତ କରିବ  । ୪ ଦିନରେ ୫୦ ପଣବନ୍ଦୀଙ୍କୁ ମୁକ୍ତି କରିବାକୁ…