Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

କେବିସି-୧୫: ଏକ କୋଟି ଟଙ୍କା ମୂଲ୍ୟ ପ୍ରଶ୍ନର ଭୁଲ ଉତ୍ତର ଦେଲେ ଗୁଗୁଲ ବଏ

ମୁମ୍ବାଇ: ବର୍ତ୍ତମାନ 'କୌନ ବନେଗା କରୋଡପତି'ର ୧୫ ତମ ଏପିସୋଡ ଚାଲିଛି । ଏହି ଏପିସୋଡ ଟି ବେଶ ଲୋକପ୍ରିୟତା ଲାଭ କରିଛି । ବେଶ ଉନ୍ନତ ପ୍ରତିଯୋଗୀମାନେ ଏହି ଏପିସୋଡରେ କ୍ରମାଗତ ଭାବରେ ଅଂଶଗ୍ରହଣ କରୁଛନ୍ତି । ଚଳିତବର୍ଷ ମଧ୍ୟ ଏକ ଜୁନିଅର ରାଉଣ୍ଡ ଅଛି ଯେଉଁଥିରେ ପିଲାମାନେ ଅଂଶଗ୍ରହଣ…

ମାତ୍ର ୩୫୦ଟଙ୍କା ପାଇଁ ନାବାଳକକୁ ବିଭତ୍ସ ହତ୍ୟା ! ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ମାତ୍ର ୩୫୦ ଟଙ୍କା ପାଇଁ ନାବାଳକକୁ ବିଭତ୍ସ ହତ୍ୟା  । ଏମିତି କିଛି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ୱେଲକମ ଅଞ୍ଚଳରେ ।  ସୂଚନା ଅନୁସାରେ ଭତକାଲି ରାତିରେ ଓ୍ବେଲକମ୍ ଅଞ୍ଚଳର ଜଣେ ନାବାଳକ ଅନ୍ୟ ଜଣେ ନାବାଳକକୁ କୌଣସି କାମ ପାଇଁ ୩୫୦ ଟଙ୍କା ମାଗିଥିଲା  ।…

ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫାତିମା ବିବିଙ୍କ ପରଲୋକ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଥମ ମହିଳ ବିଚାରପତି ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଫାତିମା ବିବି ଆଉ ନାହାନ୍ତି । ଗୁରୁବାର କେରଳର ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା । ତାଙ୍କର ବିୟୋଗରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ…

ଦ୍ୱିତୀୟ ଦିନରେ ରଜୌରୀ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର ଆତଙ୍କବାଦୀ ନିପାତ

ଶ୍ରୀନଗର: ଦ୍ବିତୀୟ ଦିନରେ ପହଞ୍ଚିଛି କାଶ୍ମୀର ରଜୌରୀ ସେକ୍ଟରର ବାଜିମଲ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଏନକାଉଣ୍ଟର । ସେନା ଗୁଳିରେ ଜଣେ ଆହଙ୍କୀ ନିପାତ । ନିହତ ଆତଙ୍କୀ ହେଉଛି ପାକିସ୍ତାନର ନାଗରିକ ତଥା ଜଣେ ହାର୍ଡକୋର ଆତଙ୍କବାଦୀ । ସେ ପାକିସ୍ତାନ ଓ ଆଫଗାନିସ୍ତାନରେ ତାଲିମ…

ରାଜସ୍ଥାନରେ କଂଗ୍ରେସ ଉପରେ ବର୍ଷିଲେ ମୋଦି-ଶାହ: କହିଲେ ‘ଏଣିକି ଖାଲି କମଳ ହିଁ ଫୁଟିବ’

ଜୟପୁର: ରାଜସ୍ଥାନକୁ ଆଉ କେବେ ଫେରିବନି ଗେହଲଟ ସରକାର । କଂଗ୍ରେସର ବିଦାୟ ସମୟ ଆସି ଯାଇଛି । ରାଜସ୍ଥାନର ସବୁରି ମୁହଁରେ କେବଳ କମଳ ହିଁ କମଳ । ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ଏମିତି କହି କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

କେନ୍ଦ୍ର ସରକାର ଆଣିବେ ନୂଆ ନିୟମ; ‘ଡିପ୍‌ଫେକ୍‌’ ଭିଡିଓ ପ୍ରସ୍ତୁତକାରୀଙ୍କୁ ମିଳିବ ଦଣ୍ଡ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି। ପ୍ରତିଷ୍ଠିତ ଲୋକଙ୍କ ଫଟୋ ଏବଂ ଭିଡିଓକୁ ବିକୃତ ଭାବେ ସୋଶିଆଲ ମିଡିଆରେ ଭାଇରାଲ କରାଯାଉଉଛି। ତେବେ ବଢିଚାଲିଥିବା ଡିପ୍‌ଫେକ୍‌ ସମସ୍ୟାର ସମାଧାନ ପାଇଁ ନୂଆ…

IRCTC ୱେବସାଇଟ୍‌ରେ ସାମୟିକ ବୈଷୟିକ ତ୍ରୁଟି, ଇ-ଟିକେଟ ବୁକିଂରେ ବାଧାପ୍ରାପ୍ତ

ଭୁବନେଶ୍ୱର: ଅନଲାଇନରେ ହୋଇ ପାରୁନାହିଁ ରେଳ ଟିକେଟ୍ ବୁକିଂ। ଯାତ୍ରୀ ଅସନ୍ତୁଷ୍ଟ। ଆଇଆରସିଟିସି ୱେବସାଇଟ୍‌ରେ ସାମୟିକ ବୈଷୟିକ ତ୍ରୁଟି ଦେଖାଦେଇଛି। ବୈଷୟିକ ତ୍ରୁଟି ଯୋଗୁଁ ଇ-ଟିକେଟ ବୁକିଂରେ ହେଉଛି ବାଧାପ୍ରାପ୍ତ। ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହଜାର ହଜାର ଲୋକ ଅସୁବିଧାର…

ହମାସକୁ ନେତନ୍ୟାହୁଙ୍କ ଅଫର: ୧୦ ଜଣ ବନ୍ଧକଙ୍କୁ ଛାଡିଲେ ଗୋଟିଏ ଦିନ ଯୁଦ୍ଧ ବିରତି

ତେଲ ଅବିବ: ଥମୁନି ଇସ୍ରାଏଲ-ହମାସ ଯୁଦ୍ଧ  । ପାଲେଷ୍ଟାଇନର ହମାସ ଗ୍ରୁପ ଏବେ ବି ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ଭାବେ ରଖିଛି । ଇତିମଧ୍ୟରେ ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି ନେଇ ଆଲୋଚନା ସକାରାତ୍ମକ ସ୍ଥିତିରେ ପହଞ୍ଚିଛି । ଏହି ଯୁଦ୍ଧ ବିରତି ବଦଳରେ ହମାସ ଇସ୍ରାଏଲରୁ ବନ୍ଧକ ଭାବେ…

ଜନଗହଳିପୂର୍ଣ୍ଣ ରାସ୍ତାରେ ବୁଲା କୁକୁର ଆତଙ୍କ, ଘଣ୍ଟାଏ ମଧ୍ୟରେ ୨୯ ଜଣଙ୍କୁ କଲା କ୍ଷତାକ୍ତ

ଚେନ୍ନାଇ: ମଙ୍ଗଳବାର ସନ୍ଧ୍ୟାରେ ରୋୟାପୁରମ ଅଞ୍ଚଳରେ ଏକ ବୁଲା କୁକୁର ଆତଙ୍କ ଖେଳାଇଥିଲା। ବ୍ୟସ୍ତବହୁଳ ଜିଏ ରୋଡରେ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୨୯ ଜଣଙ୍କୁ କାମୁଡି ଲହୁ ଲୁହାଣ କରାଇଛି ଗୋଟିଏ ବୁଲା କୁକୁର। କୁକୁରଟି ପଥଚାରୀଙ୍କ ଗୋଡ଼ ଓ ଆଣ୍ଠୁକୁ କାମୁଡିବା ସହ ସେମାନଙ୍କ ଉପରେ…

ପୁଣି ଚୀନରେ ସମ୍ଭାବ୍ୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି, ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଛୋଟ ପିଲା

ବେଜିଂ: କୋଭିଡ୍ ମହାମାରୀରୁ ଏବେ ବି ଆରୋଗ୍ୟ ଲାଭ କରିନଥିବା ଚୀନ୍ ଏବେ ଆଉ ଏକ ସମ୍ଭାବ୍ୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଏକ ରହସ୍ୟମୟ ନିମୋନିଆ ପ୍ରକୋପ ବେଜିଂ ଏବଂ ଲିଆଓନିଙ୍ଗ୍ ପ୍ରଦେଶର ସ୍କୁଲ୍ ଗୁଡ଼ିକରେ ଦେଖାଦେଇଛି। କୋଭିଡ୍ ମହାମାରୀର ପ୍ରାରମ୍ଭିକ…