Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ଦେଶରେ ମିଳନ୍ତି ଅସ୍ଥାୟୀ ପତି

ଆପଣମାନେ କେବେହେଲେ ବିଶ୍ୱାସ କରିବେ ନାହିଁ ଯେ, ଦୁନିଆରେ ଏପରି ସ୍ଥାନ ଅଛି ଯେଉଁଠାରେ ମହିଳାମାନେ ଅସ୍ଥାୟୀ ଓ ଭଡାରେ ପତି ଯୋଗାଡ କରନ୍ତି । ଏହା କିନ୍ତୁ ସତ୍ୟ । ୟୁରୋପର ଲାଟଭିୟାରେ ଏ ଭଳି ଘଟଣା ଦେଖିବାକୁ ମିଳୁଛି । ଏଠାରେ ପୁରୁଷଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗୁଛି । ଫଳରେ…

ନକ୍ସଲ ଓ ଉଗ୍ରବାଦୀ ବିରୋଧୀ ଅଭିଯାନରେ ଜେଜେଏମପିର ଦୁଇ ସମର୍ଥକ ଗିରଫ

ରାଞ୍ଚି: ଝାଡ଼ଖଣ୍ଡ ଲୋହାରଦଗା ପୋଲିସ ବଡ଼ ସଫଳତା ମିଳିଛି । ନକ୍ସଲ ଓ ଉଗ୍ରବାଦୀ ବିରୋଧୀ ଅଭିଯାନରେ ଉଗ୍ରବାଦୀ ସଂଗଠନ ଜେଜେଏମ୍‌ପିର ଦୁଇ ଜଣ ସମର୍ଥକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସେନହା ଥାନା ଅଞ୍ଚଳର ନସୀମ ଅନସାରୀ ଓ ଶ୍ୟାମଲାଲ ଯାଦବ । ଗିରଫ ଦୁଇ ଜଣଙ୍କ…

Goa night club fire ଗୋଆ ଅଗ୍ନିକାଣ୍ଡ: ସହାୟତା ରାଶି ଘୋଷଣା କଲେ ମୋଦି

ନୂଆଦିଲ୍ଲୀ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (ପିଏମଏନଆରଏଫ)ରୁ ଆହତ ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମୋଦୀ ।…

ମୋଦିଙ୍କୁ ସାହାର୍ଯ୍ୟ ମାଗିଲେ ଜଣେ ପାକିସ୍ତାନୀ ମହିଳା…

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କଲେ ଜଣେ ପାକିସ୍ତାନୀ ମହିଳା । ସ୍ବାମୀଙ୍କୁ ଫେରାଇ ଆଣିବାକୁ କାନ୍ଦି କାନ୍ଦି ନିବେଦନ କଲେ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ । ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ…

Earthquake: ଭୟଙ୍କର ଭୂମିକମ୍ପରେ ଥରିଲା ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳ, ରିକ୍ଟର ସ୍କେଲରେ ଏହାର…

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଭୟଙ୍କର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭ ରହିଛି । ଭୂମିକମ୍ପଟି ପ୍ରାୟ ୧୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ଏହା ପରେ ଅନେକ ଛୋଟ ଛୋଟ ଭୂକମ୍ପ ଅନୁଭୂତ…

ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ଭୟଙ୍କର ବିସ୍ଫୋରଣ, ୨୩ ମୃତ, ଅନେକ ଗୁରୁତର

ପାନାଜି: ଗୋଆର ଏକ ପ୍ରସିଦ୍ଧ ନାଇଟ୍ କ୍ଲବରେ ଏକ ବଡ଼ ଏବଂ ଦୁଃଖଦ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଏକ ସିଲିଣ୍ଡର ଫାଟିବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ଘଟଣାସ୍ଥଳରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ମଧ୍ୟ ଗୁରୁତର ହୋଇଛନ୍ତି ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ…

Shashi Tharoor on Putin banquet:ପୁଟିନଙ୍କ ବିଶାଳ ରାଜକୀୟ ଭୋଜିରେ କ’ଣ ବିଶେଷ ଥିଲା? ଶଶି ଥରୁର କହିଲେ ଭିତିରି…

ନୂଆଦିଲ୍ଲୀ: ଗତକାଲି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନରେ ରାଷ୍ଟ୍ରପତି ଭବନରେ ଏକ ରାଜକୀୟ ଗ୍ରାଣ୍ଡ ଭୋଜିର ଆୟୋଜନ କରାଯାଇ ଥିଲା। ଏପଟେ ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ପ୍ରଥମେ ରାତ୍ରୀଭୋଜନ ଆଲୋଚନାର ବିଷୟ ପାଲଟିଥିଲା। ଏପଟେ କଂଗ୍ରେସ ସାଂସଦ…

ଆପଣଙ୍କ ଫୋନରେ ଲୋକେସନ ଦେଖିବାକୁ ଚାହୁଁଛନ୍ତି ସରକାର, କମ୍ପାନୀ କଲା ବିରୋଧ

ନୂଆଦିଲ୍ଲୀ: ‘ସଞ୍ଚାର ସାଥୀ’ ଆପ୍‌କୁ ନେଇ ବିବାଦ ଓ ପ୍ରତିବାଦ ପରେ ପଛକୁ ହଟିଥିବା ସରକାର ଏବେ ସେଟେଲାଇଟ୍ ଟ୍ରାକିଂ ଜରିଆରେ ସ୍ମାର୍ଟଫୋନ୍‌ର ଲୋକେସନ୍ ଜାଣିବାକୁ ଚାହୁଁଛନ୍ତି। ସମାଚାର ସଂସ୍ଥା ରୟଟର୍ସର ରିପୋର୍ଟ ଅନୁଯାୟୀ, ଟେଲିକମ୍ ଇଣ୍ଡଷ୍ଟ୍ରିର ଏକ ପ୍ରସ୍ତାବକୁ ସରକାର ଗୁରୁତ୍ୱ…

ଭାରତ ଆଣୁଛି ବିଶ୍ଵର ସ୍ମାର୍ଟ ଗନ୍? ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ: ଭାରତୀୟ ସେନାର ଯୁଦ୍ଧକ୍ଷମତାକୁ ଆଉ ଏକ ସୋପାନ ଉପରକୁ ନେବାକୁ ଦେଶ ବିଶ୍ୱର ପ୍ରଥମ ପୂର୍ଣ୍ଣ କମ୍ପ୍ୟୁଟରୀକୃତ ରାଇଫଲ୍ ପ୍ରଯୁକ୍ତି ଗ୍ରହଣ କରିବାର ଦିଗରେ ବଡ଼ ପଦକ୍ଷେପ ନେଇଛି। ଇଜ୍ରାଏଲର ପ୍ରମୁଖ ହତିଆର ନିର୍ମାତା କମ୍ପାନୀ Israel Weapon Industries (IWI) ସହ ଭାରତୀୟ…

Health Ministry: ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ରୋଗ ବୃଦ୍ଧି ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଲା ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ: ଦେଶରେ ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ମାନସିକ ଚାପ ଏବଂ ମାନସିକ ରୋଗର ବୃଦ୍ଧି ସମ୍ପର୍କରେ ସରକାର ସଂସଦରେ ଚିନ୍ତା ପ୍ରକାଶ କରିଛନ୍ତି । ଲୋକସଭାରେ ଏକ ଉତ୍ତରରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଜାତୀୟ ମାନସିକ ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ, ୧୩ ରୁ ୧୭ ବର୍ଷ ବୟସର ପ୍ରାୟ…