Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟାଇବା ଓ ଡିପଫେକ୍ ମାମଲା: କ୍ଷମା ମାଗିଲେ ମେଟା ସିଇଓ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ: ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ହ୍ୱାଟ୍ସଆପ୍ ଭଳି ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମର ମୂଳ କମ୍ପାନୀ 'ମେଟା'ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ ଭାରତ ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମା ମାଗିଛନ୍ତି। ନିକଟରେ ଫେସବୁକରୁ…

ଝାଡ଼ଖଣ୍ଡ ଛାତ୍ର ନେତାଙ୍କ ସହ କଥାହେଲେ ସୋନମ ୱାଙ୍ଗଚୁକ୍‌, କହିଲେ ଅନଶନ…

ନୂଆଦିଲ୍ଲୀ: ରାଞ୍ଚିର ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ସମର୍ଥନ କରିଛନ୍ତି ସୋନମ ୱାଙ୍ଗଚୁକ୍‌। ଏଥିସହିତ ଅନଶନରେ ବସିଥିବା ଛାତ୍ର ନେତା ଦେବେନ୍ଦ୍ର ନାଥ ମାହାତୋଙ୍କୁ ଅନଶନ ନେଇ ବୁଝାଇଥିଲେ। ଏପରିକି ଭିଡିଓ କଲ୍ ମାଧ୍ୟମରେ ସୋନମ ୱାଙ୍ଗଚୁକ୍‌ଙ୍କ ସହ କଥା…

Delimitation Bill: ସୀମା ନିର୍ଦ୍ଧାରଣ ବିଲ୍‌କୁ ନେଇ ମୋଦି ସରକାରଙ୍କ ମାଷ୍ଟରପ୍ଲାନ୍! ବସିବ ସ୍ୱତନ୍ତ୍ର ସଂସଦ…

ନୂଆଦିଲ୍ଲୀ: ସୀମା ନିର୍ଦ୍ଧାରଣ (ପରିସୀମନ) ବିଲ୍‌ ଏବଂ ମହିଳା ସଂରକ୍ଷଣକୁ ନେଇ ଦେଶର ରାଜନୈତିକ ପରିବେଶ ଏବେ ସରଗରମ ହୋଇଉଠିଛି। ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ସ୍ୱାଧୀନତା ଦିବସ ପରେ ସଂସଦର ଏକ ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଅଗଷ୍ଟ ୧୬ରୁ ୧୮…

SpaceX rocket: ଚନ୍ଦ୍ରରେ ଧକ୍କା ହେଲା ସ୍ପେସଏକ୍ସ ରକେଟ୍‌ର ୪ ହଜାର କେଜି ଅଂଶ, ଜାଣନ୍ତୁ ପୃଥିବୀ ପାଇଁ କେତେ ବିପଦ?

ନୂଆଦିଲ୍ଲୀ: ମହାକାଶରେ ପ୍ରାୟ ଦେଢ଼ ବର୍ଷ ଧରି ଭାସୁଥିବା ସ୍ପେସଏକ୍ସର ଫାଲକନ-୯ ରକେଟ୍‌ର ଦ୍ୱିତୀୟ ପର୍ଯ୍ୟାୟ (Upper Stage) ବୁଧବାର ଚନ୍ଦ୍ର ପୃଷ୍ଠରେ ଧକ୍କା ଦେଇଛି। ଭାରତୀୟ ସମୟ ଦିନ ପ୍ରାୟ ୧୨ଟା ୦୫ ମିନିଟ୍‌ରେ ଏହି ଧକ୍କା ଘଟିଥିବା ସୂଚନା ମିଳିଛି। ପ୍ରାୟ ୪,୦୦୦ କିଲୋଗ୍ରାମ ଓଜନ…

Pakistan Political Turmoil: ପାକିସ୍ତାନରେ ବଡ ହଲଚଲ! ଶାହବାଜଙ୍କ ହାତରୁ ଯିବ କ୍ଷମତା?

ନୂଆଦିଲ୍ଲୀ: ମୁନିରଙ୍କ ଚାଲରେ ଚାପରେ ଶାହବାଜ ସରକାର? ପାକିସ୍ତାନରେ ପୁଣି ସରକାର ବଦଳିବାର ସଙ୍କେତ! ପାକିସ୍ତାନ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ! ପାକିସ୍ତାନରେ ପୁଣି ଥରେ କ୍ଷମତା ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୃହମନ୍ତ୍ରୀ ମୋହସିନ ନକଭିଙ୍କ ସାମ୍ପ୍ରତିକ ବୟାନ ପରେ…

ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ !

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ଯୁଗର ଆରମ୍ଭ ! ଏବେ ଦେଶ ଛାଡ଼ି ବିଦେଶ ଯିବାର ଆବଶ୍ୟକତା ନାହିଁ। ଭାରତରେ ହିଁ ମିଳିବ ବିଶ୍ୱସ୍ତରୀୟ ଶିକ୍ଷା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, UGC ଏକ ବଡ଼ ନିଷ୍ପତ୍ତି ନେଇ ୧୫ଟି ପ୍ରସିଦ୍ଧ ବିଦେଶୀ ବିଶ୍ୱବିଦ୍ୟାଳୟକୁ ଭାରତରେ…

Repo Rate: ରେପୋ ରେଟ୍‌ରେ ନାହିଁ କୌଣସି ପରିବର୍ତ୍ତନ, ୫.୨୫%ରେ ସ୍ଥିର ରଖିଲା RBI, EMIରେ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପୁଣି ଥରେ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ସୋମବାରଠାରୁ ଆରମ୍ଭ ହୋଇଥିବା ମନିଟାରି ପଲିସି କମିଟି (MPC) ବୈଠକ ପରେ ବୁଧବାର RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ଫଳରେ ଘର, ଗାଡ଼ି…

କାୟା ବିସ୍ତାର କରୁଛି ‘ଚାନ୍ଦିପୁରା ଭାଇରସ’: ୨୨ ଶିଶୁ ମୃତ

ଗାନ୍ଧୀନଗର: ଗୁଜରାଟରେ ଭୟଙ୍କର ‘ଚାନ୍ଦିପୁରା ଭାଇରସ’ (Chandipura Virus) ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସ ସଂକ୍ରମଣ ଯୋଗୁଁ ଗୁଜରାଟରେ ଏପର୍ଯ୍ୟନ୍ତ ୨୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଶିଶୁ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସେହିପରି…

ମଝି ଆକାଶରେ ହଠାତ୍‌ ତଳକୁ ଖସିଲା ବିମାନ, ଯାତ୍ରୀ ଆହତ

ନୂଆଦିଲ୍ଲୀ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଥାଇଲ୍ୟାଣ୍ଡର ଫୁକେଟରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ। ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ବିମାନଟି ହଠାତ୍‌ ପ୍ରବଳ ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା। ମଝି ଆକାଶରେ ହଠାତ୍‌ ତଳକୁ ଖସିଥିଲା। ଫଳରେ…

Prashant Kishor’s victory: ବିହାର ରାଜନୀତିରେ ପ୍ରଶାନ୍ତ କିଶୋରଙ୍କ ଛକା, ଆରଜେଡି ପାଇଁ ବଡ ଝଟକା!

ପାଟନା: ଭାବୁଛି ବିଜେପି, ବାଜି ମାରିନେଲେ ପ୍ରଶାନ୍ତ ବିଜେପି ଠାରୁ ବଡ ଝଟ୍‌କା ଆରଜେଡିକୁ! ବିରୋଧୀ ରାଜନୀତିର ବଦଳୁଥିବା ଚିତ୍ରର ସଙ୍କେତ? ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନ କେବଳ ଗୋଟିଏ ଆସନର ଫଳାଫଳ ନୁହେଁ, ବରଂ ରାଜ୍ୟର ବଦଳୁଥିବା ରାଜନୈତିକ ସମୀକରଣର ସଙ୍କେତ…