Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଏଥର ଇନଷ୍ଟାଗ୍ରାମରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆ ନିବେଦନ

ନୂଆଦିଲ୍ଲୀ: ଅଗଷ୍ଟ ୭ ତାରିଖରେ ସାରା ଦେଶରେ 'ଜାତୀୟ ହସ୍ତତନ୍ତ ଦିବସ' ପାଳନ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକ ସ୍ୱତନ୍ତ୍ର ନିବେଦନ କରିଛନ୍ତି । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ସେୟାର କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ…

ଜେପିଏସସି ଏବଂ ଜେଏସଏସସି ଆନ୍ଦୋଳନ: କ୍ୟାମେରା ଆଗରେ ଆଲୋଚନା କରିବାକୁ ଛାତ୍ରଙ୍କ ଜିଦ୍

ରାଞ୍ଚି: ଝାଡ଼ଖଣ୍ଡର ଜେପିଏସସି ଏବଂ ଜେଏସଏସସି ପରୀକ୍ଷା ପରିଚାଳନାରେ ହୋଇଥିବା ବ୍ୟାପକ ଅନିୟମିତତା ବିରୋଧରେ ଛାତ୍ର ଆନ୍ଦୋଳନ ଏବେ ତୀବ୍ର ରୂପ ନେବାରେ ଲାଗିଛି। ଇତିମଧ୍ୟରେ ପ୍ରଦର୍ଶନକାରୀ ଛାତ୍ରମାନଙ୍କ ସହ ଆଲୋଚନା କରିବାକୁ ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାର ପ୍ରସ୍ତୁତ ଥିବା…

Agni-4 Ballistic Missile:ଅଗ୍ନି-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ; ୪,୦୦୦ କି.ମି…

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରି ଭାରତ ମଧ୍ୟମ-ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର 'ଅଗ୍ନି-୪'ର ସଫଳ ପରୀକ୍ଷଣ କରିଛି। ଓଡ଼ିଶାର ଚାନ୍ଦିପୁରସ୍ଥିତ 'ଇଣ୍ଟିଗ୍ରେଟେଡ୍ ଟେଷ୍ଟ୍ ରେଞ୍ଜ୍' (Integrated Test Range)ରୁ ଆଜି…

ଦେଶବ୍ୟାପୀ ଜନସମ୍ପର୍କ ଅଭିଯାନ ଘୋଷଣା କଲେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ

ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟି (ସିଜେପି) ର ପ୍ରତିଷ୍ଠାତା ଅଭିଜିତ ଦିପକେ ଏକ ଦେଶବ୍ୟାପୀ ଜନସମ୍ପର୍କ ଅଭିଯାନର ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନର ନାମ 'କ୍ୟା ବୋଲ୍‌ତି ପବ୍ଲିକ୍' (Kya Bolti Public) ରଖାଯାଇଛି। ସାଧାରଣ ଜନତା ଏବଂ…

Haryana Funeral: ତୋ ଝିଅ ଜନମକୁ ଧିକ୍! ବୃଦ୍ଧାଶ୍ରମରେ ଚାଲିଗଲା ବୁଢା ବାପାଟା ଜୀବନ, ଭିଡିଓ କଲ୍‌ରେ ଦେଖିଲେ…

ସୋନିପତ: ଗୋଟିଏ ବାପ ୩ ଝିଅଙ୍କୁ ପାଳିପୋଷି ମଣିଷ କରିପାରିଲା, ହେଲେ ସେହି ୩ ଝିଅ ନିଜ ଗୋଡରେ ଛିଡା ହେବା ଗୋଟିଏ ବୁଢା ବାପାଟାକୁ ସମ୍ଭାଳି ପାରିଲେନି । ବୃଦ୍ଧାଶ୍ରମରେ ବିତିଲା ଶେଷ ସମୟ । ସବୁଠୁ ଦୁଃଖର କଥା ହେଉଛି, ଦେଶ ଭିତରେ ଥାଇ ମଧ୍ୟ ବାପାକୁ ଶେଷ ଥର ପାଇଁ ବିଦାୟ ଦେବାକୁ ବି…

Banking Evidence Law: ଡିଜିଟାଲ୍ ପ୍ରମାଣକୁ ବଡ଼ ଆଇନଗତ ସ୍ୱୀକୃତି, ‘ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍’…

ନୂଆଦିଲ୍ଲୀ: ଭାରତର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଡିଜିଟାଲ୍ ଯୁଗ ସହ ଖାପ ଖୁଆଇବା ପାଇଁ ଲୋକସଭାରେ ‘ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍, ୨୦୨୬’ ପାସ୍ ହୋଇଛି। ଏହି ବିଲ୍ କାର୍ଯ୍ୟକାରୀ ହେଲେ ବ୍ରିଟିଶ ଅମଳର ‘ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍ ଆକ୍ଟ, ୧୮୯୧’ ବାତିଲ୍ ହୋଇଯିବ। ନୂଆ ଆଇନ…

LEO satellites: ମହାକାଶରେ ହୋଇପାରେ ବଡ ବିସ୍ଫୋରଣ? ଭାରତ ପାଇଁ ବଢ଼ୁଛି ବିପଦ!

ନୂଆଦିଲ୍ଲୀ: ମହାକାଶରେ ବଢୁଛି ବିପଦ ଆଶଙ୍କା! ଧକ୍କା ହୋଇପାରେ ଭାରତର ୨୦ ସାଟେଲାଇଟ୍! ମହାକାଶରେ ବଢ଼ୁଥିବା ସ୍ପେସ୍ ଆବର୍ଜନା (Space Debris) ଏବଂ ସାଟେଲାଇଟ୍‌ର ଭିଡ଼ ଭାରତ ପାଇଁ ନୂଆ ଚିନ୍ତା ସୃଷ୍ଟି କରିଛି। ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଦେଇଥିବା ସୂଚନା…

ବିଚାରପତିମାନେ ସରକାରୀ କର୍ମଚାରୀ ନୁହଁନ୍ତି, ଅବସର ବୟସ ଭିନ୍ନ ହୋଇପାରେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଚାରପତିମାନଙ୍କ ଅବସର ସମ୍ପର୍କିତ ଏକ ପ୍ରସ୍ତାବର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରିଥିଲେ। କୋର୍ଟ କହିଥିଲେ ଯେ ବିଚାରପତିମାନେ ସରକାରୀ କର୍ମଚାରୀ ନୁହଁନ୍ତି। ସେମାନେ ଏକ ପୃଥକ ଏବଂ ସ୍ୱତନ୍ତ୍ର ବର୍ଗର। ସୁପ୍ରିମକୋର୍ଟ ଜିଲ୍ଲା…

Wangchuk Betrayed?: ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ସୋନମ ଓ୍ବାଙ୍ଗଚୁକ୍, ‘ମୋ ବିଶ୍ୱାସ…

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍‌ ବିବାଦକୁ ନେଇ ଦିଲ୍ଲୀର ଜନ୍ତର-ମନ୍ତରରେ କକରୋଚ୍ ଜନତା ପାର୍ଟି (CJP)ର ପ୍ରାୟ ଏକ ମାସ ଧରି ଚାଲିଥିବା ଆନ୍ଦୋଳନ ଶେଷ ହୋଇଥିଲେ ମଧ୍ୟ, ଏହାକୁ ନେଇ ବିବାଦ ଥମିନାହିଁ। ୨୬ ଦିନ ଧରି ଆମରଣ ଅନଶନରେ ବସିଥିବା ପରିବେଶବିତ୍ ଓ ସାମାଜିକ କର୍ମୀ ସୋନମ…

Pakistan Controls PoK: ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପତାକା ବି ଅଲଗା, ହେଲେ କାହିଁକି ଚାଲେ PoKରେ ପାକିସ୍ତାନର…

ନୂଆଦିଲ୍ଲୀ: ଭାରତର ପିଓକେ, ଚାଲିଛି ପାକିସ୍ତାନର ହାକିମାତି! ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପତାକା ବି ଅଲଗା କାହିଁକି ଚାଲେ ପାକିସ୍ତାନର ଶାସନ? ଅଶାନ୍ତ ପାକ୍ ଅଧିକୃତ କାଶ୍ମୀର(PoK) । ଅର୍ଥନୈତିକ, ରାଜନୈତିକ ଏବଂ ବିଭିନ୍ନ ବିଫଳ ବ୍ୟବସ୍ଥାକୁ ନେଇ ଲୋକେ ରାସ୍ତାକୁ…