Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତୀୟ ରେଳବାଇର ନୂଆ ବ୍ୟବସ୍ଥା; ଟ୍ରେନ ଭିତରେ ମିଳିବ ଏଟିଏମ୍ ସେବା

ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଆଉ ଷ୍ଟେସନରେ ଓହ୍ଲାଇବେ ନାହିଁ ଯାତ୍ରୀ । ଏବେ ଟ୍ରେନରେ ହିଁ ଆରାମରେ ଟଙ୍କା ଉଠାଇ ପାରିବେ ଲୋକେ । ଆଜି ଦେଶବାସୀଙ୍କ ପାଇଁ ଏକ୍ସପ୍ରେସ ଟ୍ରେନ୍‌ରେ ପ୍ରଥମ କରି ଏଟିଏମ୍ ବ୍ୟବସ୍ଥା କରାଯାଇଛି । ଏହାର ପରୀକ୍ଷଣ ସଫଳ ହୋଇଛି । ନାସିକର ମନମାଡ ଏବଂ ମୁମ୍ବାଇ…

୩୦ ମିନିଟରୁ ହ୍ରାସ ପାଇ ୯ ସେକେଣ୍ଡ ପହଞ୍ଚିଛି ମଣିଷର ଏକାଗ୍ରତା, ଜାଣନ୍ତୁ କାରଣ ଓ ନିରାକରଣ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦ୍ରୁତ ଗତିରେ ଜୀବନ ଏବଂ ମୋବାଇଲରେ ଲାଗି ରହିବାର ଅଭ୍ୟାସ ମଣିଷର ଏକାଗ୍ରତାକୁ ଖରାପ ଭାବରେ ପ୍ରଭାବିତ କରିଛି । ଏମ୍ସ ଦିଲ୍ଲୀର ବରିଷ୍ଠ ମନସ୍ତତ୍ତ୍ୱବିତ୍ ଡକ୍ଟର ନନ୍ଦ କୁମାରଙ୍କ ଅନୁସାରେ, ବର୍ତ୍ତମାନ ଲୋକମାନେ ପ୍ରାୟ ୮ ରୁ ୯ ସେକେଣ୍ଡ ପାଇଁ ଧ୍ୟାନ…

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ବି.ଆର୍. ଗଭାଇ

ନୂଆଦିଲ୍ଲୀ: ଜଷ୍ଟିସ୍ ବି.ଆର୍. ଗଭାଇ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ବର୍ତ୍ତମାନର ସିଜେଆଇ ଜଷ୍ଟିସ୍ ସଞ୍ଜିବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ବି.ଆର. ଗଭାଇଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି। ଜଷ୍ଟିସ୍ ଗଭାଇ ଭାରତର ୫୨ତମ ମୁଖ୍ୟ…

ରିଲ୍ସ୍ ହେଲା କାଳ; ଝିଅ ଆଗରେ ନଦୀରେ ଭାସିଗଲେ ମା

ଉତ୍ତରକାଶୀ: ଉତ୍ତରପ୍ରଦେଶର ମଣିକର୍ଣ୍ଣିକାରେ ଭାଗୀରଥୀ ନଦୀରେ ରିଲ୍ସ୍ ବନାଇବାକୁ ଯାଇ ଜଣେ ମହିଳା ଭାସି ଯାଇଛନ୍ତି। ଏହି ସମୟରେ ମହିଳାଙ୍କ ଝିଅ ଚିତ୍କାର କରି ଚାଲିଥିଲା 'ମମି-ମମି...'। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମହିଳାଙ୍କ କୌଣସି ପତ୍ତା …

ମାଓବାଦୀଙ୍କ ବଡ଼ ଯୋଜନା ପଣ୍ଡ, ୫ଟି ଟିଫିନ ବୋମା ଜବତ

ବିଜାପୁର: ପଣ୍ଡ ହେଲା ମାଓବାଦୀଙ୍କ ବଡ଼ ଯୋଜନା। ଦୁଇଟି ଟିଫିନ ବୋମା ଜବତ କଲେ ସୁରକ୍ଷାକର୍ମୀ। ଛତିଶଗଡ଼ ବିଜାପୁର ଜିଲ୍ଲା ମାନକେଲି ଗାଁ ନିକଟରୁ ମାଓବାଦୀ ଖଞ୍ଜିଥିବା ୫ ଟିଫିନ ବୋମା ଠାବ ହୋଇଛି। ଦୁଇରୁ ପାଞ୍ଚ ମିଟର ଦୂରତା ମଧ୍ଯରେ ୨ କିଲୋଗ୍ରାମ ଓଜନର ୩ଟି ବିୟର ବୋମା ଓ ୨ଟି ଟିଫିନ ବୋମା…

ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ନାରାୟଣପୁର: ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ। ଛତିଶଗଡ଼ ନାରାୟଣପୁର ସୀମାନ୍ତ କୋଣ୍ଡାଗାଁରେ ଏନ୍‌କାଉଣ୍ଟର। ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ସହ AK-47 ଜବତ ହୋଇଛି। ଏନକାଉଣ୍ଟର ନେଇ ସୂଚନା ଦେଲେ ବସ୍ତର ଆଇଜି। କୋଣ୍ଡାଗାଁରେ ପୋଲିସ ଓ ମାଓବାଦୀ ମଧ୍ୟରେ ଭୀଷଣ ଗୁଳି ବିନିମୟ…

ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତ

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର କେତେକ ସ୍ଥାନରେ କମ୍ପନ ଅନୁଭୂତ। କ୍ଷୟକ୍ଷତିର କୌଣସି ସୂଚନା ମିଳିପାରି ନାହିଁ। ବୁଧବାର ଭୋରରୁ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି।ହିନ୍ଦୁକୁଶ ଅଞ୍ଚଳରେ ଭୁପୃଷ୍ଠରୁ ୭୫ କିଲୋମିଟର ଗଭୀରତାରେ ଏହି…

୧୦ ମିନିଟରେ ଘରେ ବସି ପାଆନ୍ତୁ ନୂଆ ସିମ୍ !

ନୂଆଦିଲ୍ଲୀ: ମୋବାଇଲ୍ ସିମ୍ କିଣିବା ପାଇଁ, ଆପଣଙ୍କୁ ଆଉ  ଦୋକାନକୁ ଯାଇ ଆପଣଙ୍କର ପସନ୍ଦର ନମ୍ବର ଚୟନ କରିବାକୁ ପଡିବ ନାହିଁ। ଆପଣ ମାତ୍ର ୧୦ ମିନିଟରେ ଆପଣଙ୍କ ଘରେ ସିମ୍ ପାଇଯିବେ। ଅଗ୍ରଣୀ ଟେଲିକମ୍ କମ୍ପାନୀ ଏୟାରଟେଲ୍ କ୍ୱିକ୍ କମର୍ସ ପ୍ଲାଟଫର୍ମ ବ୍ଲିଙ୍କିଟ୍ ସହିତ ପାର୍ଟନରସିପ୍ କରିଛି…

ଟଏଲେଟ ପେପରରେ ଇସ୍ତଫା ପତ୍ର ଲେଖି କମ୍ପାନୀକୁ ବଡ଼ ବାର୍ତ୍ତା ଦେଲେ କର୍ମଚାରୀ

ନୂଆଦିଲ୍ଲୀ: ସିଙ୍ଗାପୁରରେ ଏକ କମ୍ପାନୀର ଜଣେ କର୍ମଚାରୀ ଟଏଲେଟ ପେପରରେ ଲେଖା ଇସ୍ତଫା ପତ୍ର ଦେଇଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଇସ୍ତଫା ପତ୍ର ଜରିଆରେ କର୍ମଚାରୀ ଜଣଙ୍କ ନିଜର ମାନସିକ ଅବସ୍ଥାକୁ ଚିଠି ଜରିଆରେ କମ୍ପାନୀ ପ୍ରତିଥିବା ଚିନ୍ତାଧାରାକୁ…

ସୋନିଆ ଓ ରାହୁଲଙ୍କ ନାଁରେ ଚାର୍ଜସିଟ୍‌, ପୁଣି ଖୋଲିଲା ନ୍ୟାସନାଲ ହେରାଲଡ ଫାଇଲ

ନୂଆଦିଲ୍ଲୀ:ପୁଣି ଖୋଲିଲା ନ୍ୟାସନାଲ ହେରାଲଡ ଦୁର୍ନୀତି ଫାଇଲ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଚାର୍ଜସିଟ୍ ଫାଇଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି । ଚାର୍ଜସିଟରେ ଅନ୍ୟତମ କଂଗ୍ରେସ ନେତା ସାମ ପିଟ୍ରୋଡା ଏବଂ ସୁମନ ଦୁବେଙ୍କୁ ମଧ୍ୟ…