Latest Odisha News

BREAKING NEWS

Browsing Category

ପଞ୍ଜାବ

Punjab

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଚରଣଜିତ ସିଂହ ଚନ୍ନି

ଚଣ୍ଡିଗଡ଼: ପଞ୍ଜାବରେ ବଦଳିବ କ୍ଷମତା । କଂଗ୍ରେସ ହାତରୁ ଖସିବ ଶାସନ ଡୋରି । ଚଳିତ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିପୁଳ ବିଜୟ ଅଭିମୁଖେ ଅଗ୍ରସର ହେଉଛି । ପଞ୍ଜାବରେ ଏଥର ଆପ୍ ସରକାର । ବର୍ତ୍ତମାନ ସୁଦ୍ଧା ଗଣତିରେ ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଆପ୍ ପ୍ରାର୍ଥୀ ୮୯…

ଏକଜିଟ୍ ପୋଲ୍: ୟୁପିରେ କ୍ଷମତା ବଜାର ରଖିବ ବିଜେପି, ପଞ୍ଜାବରେ ଆପ୍ ସରକାର

ନୂଆଦିଲ୍ଲୀ: ୫ ରାଜ୍ୟରେ କିଏ ଗଢ଼ିବ ସରକାର । ଭୋଟ୍ ସରିବା ପରେ ଏକଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଆସିଛି । ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିବ ବିଜେପି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ୟୁପି ଶାସନ ଗାଦି ଦଖଲ କରିବ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲିସ ବିଜେପି ଓ…

ମାନସିକ ଚିନ୍ତାରୁ ସାଥୀ ଯବାନଙ୍କୁ ଗୁଳି ମାଡ଼, ପରେ ନିଜେ ନିଜକୁ ଗୁଳି କଲେ

ଅମୃତସର: ପଞ୍ଜାବ ଅମୃତସରରେ ଥିବା ବିଏସଏଫ ମୁଖ୍ୟାଳୟରେ ଯବାନଙ୍କ ଗୁଳିମାଡ଼ ଘଟଣା । ସାଥୀ ଯବାନଙ୍କୁ ଗୁଳି ମାରିବା ପରେ ନିଜେ ନିଜକୁ ଗୁଳି କରି ମୃତ ହେଲେ କଟପା । କଟପା ନାମକ ଯବାନ ଜଣକ ବହୁ ସମୟ ଧରି ମାନସିକ ଚିନ୍ତାରେ ରହି ଆସୁଥିଲେ ବୋଲି ଜଣା ପଡ଼ିଥିଛି । ଏଥିପାଇଁ ଅଧିକ ତଦ୍ତ ଜାରି…

କଟପାଙ୍କ ଆଖିବୁଜା ଗୁଳି ଚାଳନାର କାରଣ ଅସ୍ପଷ୍ଟ, ୫ ବିଏସଏଫ ଯବାନ ମୃତ

ଅମୃତସର: ଆଜି ପଞ୍ଜାବ ଅମୃତସର ଖାସାରେ ଅଭାବନୀୟ ଘଟଣା ଘଟିଛି । ସକାଳେ ଗୁଳିକାଣ୍ଡ ଘଟି ୫ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୬ଜଣ ଯବାନ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଏହି ଗୁଳିକାଣ୍ଡ କଟପା ନାମକ ଜଣେ କନଷ୍ଟେବଳ କରିଥିବା ବେଳେ ଏଥିରେ ତାଙ୍କର ବି ମୃତ୍ୟୁ ଘଟିିଛି ।…

‘ବିଏସ୍‌ଏଫ୍‌’ ମେସ୍‌ରେ ଗୁଳିକାଣ୍ଡ: ୫ ଯବାନ୍‌ ନିହତ

ଅମୃତସର: ଆଜି ଅମୃତସରର ଖାସା ଗ୍ରାମରେ ଥିବା ‘ବିଏସ୍‌ଏଫ୍‌’ ମୁଖ୍ୟାଳୟ ମେସ୍‌ରେ ଗୁଳିକାଣ୍ଡ ଘଟିବାରୁ ପ୍ରାୟ ୫ଜଣ ଯବାନ୍‌ ନିହତ ହୋଇଛନ୍ତି। ‘ବିଏସ୍‌ଏଫ୍‌’ ମେସ୍‌ ଭିତରେ ନିର୍ବିଚାର ଭାବେ ଗୁଳି ଚଳାଇଥିବା କନେଷ୍ଟବଳଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆହତମାନଙ୍କ ମଧ୍ୟରୁ…

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଆଜି ଗୋଟିଏ ପର୍ୟ୍ୟାୟରେ ୧୧୭ ଆସନ ପାଇଁ ଭୋଟ୍ ନିଆଯାଉଛି । ମୈଦାନେ ଅଚନ୍ତି ୧ହଜାର ୩୦୪ ପ୍ରାର୍ଥୀ । ଏମାନଙ୍କ ଭିତରେ ୯୩ ଜଣ ମହିଳା । ପଞ୍ଜାବର ମୋଟ୍ ୨ କୋଟି ୧୪ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ…

[ଦେଖନ୍ତୁ ଭିଡିଓ] ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ହସ୍ପିଟାଲ୍ ପହଂଚାଇଲେ ସୋନୁ ସୁଦ୍

ଭୁବନେଶ୍ୱର: ଅଭିନେତା ସୋନୁ ସୁଦଙ୍କ ଅଟୋବାୟୋଗ୍ରାଫୀ ନିକଟରେ ସାମ୍ନାକୁ ଆସିଥିଲା । ଟାଇଟଲ୍ ରହିଥିଲା ଆଇ ଆମ୍ ନୋ ମସିହା । ତେବେ ଏହି ଅଟେବାୟୋଗ୍ରାଫୀ ଯେ ଯଥାର୍ଥ, ତାହା ପୁଣି ସୋନୁ ସୁଦ୍ ପ୍ରମାଣିତ କରିଛନ୍ତି । ଗତକାଲି ସୋନୁ ପଂଜାବର ମୋଗା ଜିଲ୍ଲା ଦେଇ ଆସୁଥିଲାବେଳେ ଜଣେ…

ସିଦ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଭଉଣୀ ସୁମନ

ଅମୃତସର: ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ତାଙ୍କ ଭଉଣୀ ସୁମନ ତୁର୍ । ସିଦ୍ଧୁ ଜଣେ ନିଷ୍ଠୁର ବ୍ୟକ୍ତି । ଟଙ୍କା ପାଇଁ ସେ ଘରୁ ମା’ଙ୍କୁ ତଡି ଦେଇଥିଲେ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସିଦ୍ଧୁଙ୍କ ବିରୋଧରେ ସୁମନ ଏଭଳି ମନ୍ତବ୍ୟ ଦେଇଛନ୍ତି । ସୁମନ…

[ଭିଡ଼ିଓ] ବିଦେଶ ଯିବା ପାଇଁ ନିହାଲ ସିଂ ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା

ପଞ୍ଜାବ: ବିଦେଶ ଯିବା ପାଇଁ ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା । ପଞ୍ଜାବର ଶହୀଦ ବାବା ନିହାଲ ସିଂ ଗୁରଦ୍ୱାର । ଏଠାରେ ଭକ୍ତ ମାନସିକ ପୂରଣ ସହ ସ୍ୱପ୍ନକୁ ସାକାର କରିବା ପାଇଁ ଖେଳଣା ବିମାନ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଏପରି କଲେ ବିଦେଶ ଯିବା ସହିତ ଭିସା ସମସ୍ୟା ବି ଦୁର ହୋଇଥାଏ…

ପଞ୍ଜାବରେ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଆଜି ନାଁ ଘୋଷଣା କରିବେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ କିଏ ହେବେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ୍ । ମଧ୍ୟାହ୍ନ ୧୨ଟା ବେଳେ ନାଁ ଘୋଷଣା ହେବ । ଏଥିପାଇଁ ଦଳ ଭିତରେ ସସପେନ୍ସ ବଢ଼ି ଚାଲିଛି…