Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ପାଣି ବୋତଲକୁ ଦେଖି ଆଶ୍ଚର୍ଯ୍ୟ ହେଲେ କଲେକ୍ଟର, ନେଲେ ଆକ୍ସନ

ବାଘପତ: ଉତ୍ତରପ୍ରଦେଶ ବାଘପତରୁ ଏକ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି। ଏହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ମୁତବକ ବାଘପତ କଲେକ୍ଟର ଜିତେନ୍ଦ୍ର ପ୍ରତାପ ସିଂହ ଏକ କାର୍ଯକ୍ରମରେ ଉପସ୍ଥିତ ଥିଲେ। ତାଙ୍କୁ ଶୋଷ ଲାଗିବାରୁ ରଖାଯାଇଥିବା ପାଣି ବୋତଲକୁ…

ୟୁପିର ଗଧିଆ ଗଡ : ନା ଧରିପାରୁଛନ୍ତି ନା ମାରିପାରୁଛନ୍ତି 

ବାହରାଇଚ: ୟୁପିର ବାହରାଇଚ ଜିଲ୍ଲାରେ ଜାରି ରହିଛି ଗଧିଆ ଆତଙ୍କ । ସ୍ଥାନୀୟ ଲୋକ ଓ ପ୍ରଶାସନକୁ ନାକେଦମ କରିଦେଲେଣି ଗଧିଆ । ବାହରାଇଚ ଜିଲ୍ଲା ମହସୀ ସବଡିଭିଜନରେ ଗଧିଆଙ୍କ ଭୟରେ ଲୋକଙ୍କ ନିଦ ହଜିଗଲାଣି । ବାହାରକୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଗଧିଆଙ୍କ ଆକ୍ରମଣରେ ୧୦ ଜଣଙ୍କ ଜୀବନ…

ମାତିଛନ୍ତି ମଣିଷଖିଆ ଗଧିଆ: କୁନି ଝିଅକୁ ଘର ଭିତରୁ ଟାଣିନେଇ ମାରିଲା

ବାହାରଚି: ମାତିଛନ୍ତି ଗଧିଆ । ବାହାରେ ଘରେ କେଉଁଠି ତ୍ରାହି ନାହିଁ । ଏଯାବତ ଗଲାଣି ୯ଜଣଙ୍କର ଜୀବନ । ବନବିଭାଗ ଜାଲରେ ପଡିଲେଣି ୪ ଗଧିଆ । ତଥାପି ଥମିନି ଆତଙ୍କ । ପୁଣି ଏକ ଅଢେଇ ବର୍ଷର ଛୁଆକୁ ଘର ଭିତରୁ ଟାଣି ନେଇ ମାରିଲା ଗଧିଆ । ଉତ୍ତର ପ୍ରଦେଶ ବାହାରଚିରେ ଥମୁନି ଗଧିଆ ଆତଙ୍କ ।…

ନେମ୍ ପ୍ଲେଟ୍ ବିବାଦ: ଯୋଗୀ ସରକାରଙ୍କ ଆଦେଶରେ ଲାଗିଲା ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: କାଉଡିଆ ଯାତ୍ରାକୁ ନେଇ ଯୋଗୀ ସରକାରଙ୍କର ନେମ୍ ପ୍ଲେଟ୍ ବିବାଦ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଛନ୍ତି । ଏନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଖାଲି ସେତିକି ନୁହେଁ, ଏହା ସହିତ କୋର୍ଟ କହିଛନ୍ତି,…

ନିର୍ଦ୍ଦେଶ ଦେଲେ ଯୋଗୀ; କାଉଡିଆଙ୍କ ମାର୍ଗରେ ଥିବା ସବୁ ଦୋକାନରେ ଲାଗିବ ନେମପ୍ଲେଟ୍

ହରିଦ୍ବାର: ଜୁଲାଇ ୨୨ରୁ ଶ୍ରାବଣ ମାସର ଆରମ୍ଭ । ମାସ ଆରମ୍ଭରୁ କାଉଡିଆଙ୍କ ଯାତ୍ରା ଆରମ୍ଭ ହୋଇଯିବ । ଏହାସହିତ ହରିଦ୍ବାରଙ୍କୁ ଛୁଟିବ କାଉଡିଆ ଭକ୍ତଙ୍କ ସୁଅ । ଯାହାକୁ ଦୃଷ୍ଟିରେ ରଖୁ କିଛି କଡା ନିର୍ଦ୍ଦେଶ ଦେଇଛନ୍ତି ୟୁପି ସରକାର । ୟୁପିର ଯୋଗୀ ସରକାର କାଉଡିଆ ଯିବା ମାର୍ଗରେ ଥିବା…

ପ୍ରତିଷୋଧ ନେଉଛି ସାପ, ଖୋଜି ଖୋଜି କାମୁଡୁଛି…

ଫତେପୁର: ଅନେକ ଫିଲ୍ମ ଓ ଟିଭି ସିରିଏଲ, ଯାହା ସାପ କାହାଣୀ ଉପରେ ଆଧାରିତ, ସେଥିରେ ଆମେ ସାପ ପ୍ରତିଷୋଧ ନେଉଥିବାର ଦେଖିଥାଉ । କୁହାଯାଏ ଥରେ ଯଦି ସାପ ଆଖିରେ କାହାର ଚେହେରା କଏଦ୍ ହୋଇଗଲା, ସେ ପାତାଳରେ ଲୁଚିଲେବି ତାକୁ ଖୋଜି ଦଂଶନ କରିଥାଏ ସାପ ।  ଏମିତି ଘଟଣା ଟିଭି ପରଦାରେ ଆମେ…

ହାଥରସ ଘଟଣାରେ ପୀଡିତଙ୍କ ପରିବାରଙ୍କୁ ଭେଟିଲେ ରାହୁଲ ଗାନ୍ଧି

ହାଥରସ: ସତସଙ୍ଗରେ ଦଳଚକଟା ଯୋଗୁଁ ଚାଲିଯାଇଛି ୧୨୧ ଜୀବନ । ଏବେ ପ୍ରାୟ ୩୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଉତ୍ତରପ୍ରଦେଶର କାହିଁ କେତେ ଆଡୁ ଆତ୍ମଘୋଡିତ ବାବାଙ୍କ ପ୍ରବଚନ ଶୁଣିବାକୁ ଆସିଥିଲେ ଅନୁଗାମୀ । ହେଲେ ଚାଲିଗଲା ବହୁ ନିରୀହ ଜୀବନ । ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ମହିଳା…

ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ଦେଶର ଜଣେ କିନ୍ନର

ବାରାଣାସୀ :ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ନେତା ଆଉ ଜନତା ଙ୍କ ମଧ୍ୟରେ ଚଞ୍ଚଳତା ଦେଖିବାକୁ ମିଳୁଛି। ସେପଟେ ପ୍ରାର୍ଥୀ ଚୟନକୁ ନେଇ ଲୋକଙ୍କ ଭିତରେ ସୃଷ୍ଟି ହେଉଛି ଉତ୍କଣ୍ଠା। ବର୍ତମାନ ଦେଶର ଜଣେ କିନ୍ନର ମହାମଣ୍ଡଳେଶ୍ୱର ହେମାଙ୍ଗୀ ସଖି ପ୍ରଥମ ଥର ପାଇଁ ବାରାଣାସୀ…

ମୁଖତାର ଅନସାରୀ ମୃତ୍ୟୁ ମାମଲା, ହାଇଆଲର୍ଟରେ ୟୁପି

ଲକ୍ଷ୍ନୌ: ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପ୍ରାଣ ହରାଇଛନ୍ତି ପୂର୍ବତନ ବିଧାୟକ ମୁଖତାର ଅନସାରୀ । ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଏବେ ୧୪୪ ଧାରା ଲାଗୁ କରାଯାଇଛି । ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ । ଏହା ପରେ ତାଙ୍କର ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।…

ବଦାୟୁଁ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ବଦାୟୁଁ ହତ୍ୟାକାଣ୍ଡ ମାମଲାରେ ଦୁଇ ଦିନ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଜାଭେଦକୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ବଦାୟୁଁରେ ଦୁଇ ନାବାଳକଙ୍କୁ ଗଳାକାଟି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୃତ ସାଜିଦର ଭାଇ ଜାଭେଦଙ୍କୁ ବିଳମ୍ବିତ ରାତିରେ ବରେଲିରୁ ଗିରଫ…