Home ଦେଶ ବିଦେଶ କର୍ଣ୍ଣାଟକ

କର୍ଣ୍ଣାଟକ

Karnataka

[ଭିଡିଓ] ପୋଲିସ ମାଡରୁ ବର୍ତ୍ତିବା ଲାଗି ଚମତ୍କାର ଉପାୟ

କର୍ଣ୍ଣାଟକ: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । କର୍ଣ୍ଣାଟକ ଉଡୁପିର ଜଣେ ସାଇକଲ ଆରୋହୀ ଚର୍ଚ୍ଚାରେ ରହିଛନ୍ତି । ତେବେ ସାଇକଲ ଚାଳନା ନୁହେଁ ବରଂ ପୋଲିସ ମାଡରୁ ବର୍ତ୍ତିବା ପାଇଁ ତାଙ୍କ ରକ୍ଷା କବଚ ଖୁବ...

ଦୁଇ କର୍ମଚାରୀଙ୍କ ଭୁଲ ଯୋଗୁଁ କ୍ଷତି ସହିବାକୁ ପଡିଛି ଆମେରିକାର ସିଟି ବ୍ୟାଙ୍କକୁ, ଲାଗିଲା ୬୬ ଅରବ ଡଲାରର...

ବେଙ୍ଗାଳୁରୁ: ଭାରତର ଆଇଟି କମ୍ପାନୀ ଓ୍ଵିପ୍ରୋର ଦୁଇ କର୍ମଚାରୀଙ୍କ ତ୍ରୁଟି କାରଣରୁ ଆମେରିକାର ସିଟି ବ୍ୟାଙ୍କକୁ ବିପୁଳ ପରିମାଣରେ କ୍ଷତି ସହିବାକୁ ପଡିଛି । ଏହି ମାମଲା କସ୍ମୋଟିକ୍ କମ୍ପାନୀ ରେଭଲନର ଏକ ଟର୍ମ ଲୋନ୍ ସହ ଜଡିତ ରହିଛି । ସିଟି...

ଇତିହାସ ରଚିଲେ ଭାରତୀୟ ଛାତ୍ରୀ:ଅକ୍ସଫର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ନିର୍ବାଚିତ ହେଲେ ରଶ୍ମୀ ସାମନ୍ତ

ଇଂଲଣ୍ଡ: ବ୍ରିଟେନର ବିଶ୍ୱବିଖ୍ୟାତ ଅକ୍ସଫର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି ଭାରତୀୟ ଛାତ୍ରୀ ରଶ୍ମୀ ସାମନ୍ତ । ରଶ୍ମୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ ଏହି ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଅକ୍ସଫର୍ଡ ବିଶ୍ୱବିଦ୍ୟାଳୟର ୨୦୨୧ ଛାତ୍ର ସଂସଦର...

ଭୟଙ୍କର ବିସ୍ଫୋରଣ, ଥରିଲା ଆଖପାଖ ଅଞ୍ଚଳ,ଭାଙ୍ଗିଲା ଘର, ଫାଟିଲା ରାସ୍ତା

କର୍ଣ୍ଣାଟକ:  କର୍ଣ୍ଣାଟକ ଶିଭମୋଗା ଜିଲ୍ଲା ହଁସୁରରେ ଥିବା ରେଲୱେ କ୍ରସର ସାଇଟ୍‌ରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରକ ସାମଗ୍ରୀ ବୋଝେଇ ଟ୍ରକରେ ବିସ୍ଫୋରଣ ଘଟିଛି । ଡିନାମାଇଟ୍‌ ବ୍ଲାଷ୍ଟ୍‌ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରେ ୬ଜଣ ଶ୍ରମିକ ଅଛନ୍ତି...

[ଭିଡିଓ] ମୋବାଇଲରେ କଏଦ ଖୁଲମ୍‌ଖୋଲା ଲୁଟ୍ ମାମଲା !

କର୍ନାଟକ: ଦିନ ଦ୍ୱିପହରେ ଛୁରୀ ଦେଖାଇ ଲୁଟ୍ । ଲୁଟ୍ ସମୟରେ ରାସ୍ତା ଶୁନଶାନ୍ ନଥିଲା । ସାଧାରଣ ଦିନ ପରି ସାଧାରଣ ଲୋକେ ଯିବାଆସିବା ବି କରୁଥିଲେ । ହେଲେ କେହି ଜଣେ ଏପରି ଘଟଣାକୁ ରୋକିବା ଲାଗି ସାହାସ ଜୁଟାଇ...

ଚୋର ଚମ୍ପଟ୍ ମାରିଥିଲା ଟ୍ରେନ୍‌ରେ, ପୋଲିସ ଧରିଲା ଫ୍ଲାଇଟ୍‌ରେ !

କର୍ଣ୍ଣାଟକ: ନାଟକୀୟ ଢଙ୍ଗରେ ପୋଲିସ ହାତରେ ଧରାପଡିଲା ଚୋର । ଚୋରି ହୋଇଥିଲା ସୁନା ଓ ହୀରା ଗହଣାଗାଣ୍ଠି । ଏକ ଲକରରେ ଗହଣା ଥିବାବେଳେ ଚୋର ଟ୍ରେନରେ ଖସିଯିବାକୁ ଚେଷ୍ଟା କରିଥିଲା । ହେଲେ ପୋଲିସ ଟ୍ରେନ୍‌ରେ ନୁହେଁ ବରଂ ଫ୍ଲାଇଟ୍‌ରେ...

ଭାରତରେ ଖୋଲିବ ଚାଉଳ ଏଟିଏମ୍ !

କର୍ଣ୍ଣାଟକ: ପ୍ରଥମ ଥର ପାଇଁ ଭାରତୀୟଙ୍କ ପାଇଁ ଖୋଲିବ ଚାଉଳ ଏଟିଏମ୍ । ଶୁଭାରମ୍ଭ ହେବ କର୍ଣ୍ଣାଟକ ରାଜ୍ୟରେ । ଖାସ କରି ବେଙ୍ଗାଳୁରୁର ବସ୍ତି ଅଂଚଳରେ ଗରିବ ଲୋକଙ୍କ ପାଇଁ ଏହାକୁ ସ୍ଥାପନା କରାଯିବ । କେନ୍ଦ୍ରୀୟ ଯୋଜନା ଅନୁଯାୟୀ ପ୍ରଥମେ...

[ଭିଡିଓ] ବିରିଆନୀ ପାଇଁ ଦେଢ କି.ମି ଲମ୍ବା ଲାଇନ୍ !

କର୍ଣ୍ଣାଟକ: କରୋନା ସ୍ଥିତିରେ ଆପଣ ବିରିଆନୀ ପାଇଁ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପସନ୍ଦ କରିବେ କି ? ଆମ ମଧ୍ୟରୁ ଅନେକ ଏହି ପ୍ରଶ୍ନର ଉତ୍ତର ନା ଦେବାକୁ ପସନ୍ଦ କରିବେ । ହେଲେ ଏପରି ବି କିଛି ଲୋକ...

୧୫ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ସହିତ ଇଞ୍ଜିନିୟରିଂ ଛାତ୍ର ଗିରଫ

ନୂଆଦିଲ୍ଲୀ: ଉଡୁପି (କର୍ଣ୍ଣାଟକ) ପୋଲିସ ରବିବାର ଦିନ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି)ର ଜଣେ ୨୦ ବର୍ଷ ବୟସ୍କ ଛାତ୍ର ହିମାଂଶୁ ଯୋଶୀଙ୍କୁ ଡାର୍କ ୱେବ୍ ମାଧ୍ୟମରେ ୧୫ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ (488 MDMA) ସହିତ ଗିରଫ କରିଛି। ଛାତ୍ରଟି...

ପିଏଫଆଇ,ଏସଡିପିଆଇକୁ ବ୍ୟାନ କରିବ କର୍ଣ୍ଣାଟକ ସରକାର

ବାଙ୍ଗାଲୋର: ଇସଲାମିକ ସଂଗଠନ ପପୁଲାର ଫ୍ରଂଟ ଅଫ ଇଣ୍ଡିଆ (ପିଏଫଆଇ) ଓ ଏହାର ରାଜନୈତିକ ଦଳ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (ଏସଡିପିଆଇ)କୁ ବ୍ୟାନ କରିବା ପାଇଁ କର୍ଣ୍ଣାଟକ ସରକାର ଯୋଜନା କରୁଛନ୍ତି । ଏହି ଦୁଇ ସଂଗଠନ ବାଙ୍ଗାଲୋର ହିଂସାକାଣ୍ଡ...

ସାହିତ୍ୟ