Latest Odisha News

BREAKING NEWS

Browsing Category

ଫିଚର

ବିରୋଧୀଙ୍କ ପରବର୍ତ୍ତି ବୈଠକ ସିମ୍‌ଲା ନୁହେଁ ବେଙ୍ଗାଲୁରୁରେ ହେବ: ଶରଦ ପାୱାର

ନୂଆଦିଲ୍ଲୀ: ପରବର୍ତ୍ତୀ ବିରୋଧୀ ଦଳର ବୈଠକ ସିମ୍‌ଲାରେ ନୁହେଁ, ବେଙ୍ଗାଲୁରୁରେ ହେବ। ଜୁଲାଇ ୧୩ ଓ ୧୪ ହେବ ବୋଲି ଏନ୍‌ସିପି ମୁଖ୍ୟ ଶରତ ପୱାର ଘୋଷଣା କରିଛନ୍ତି। ତେବେ ପାଟନାରେ ବିରୋଧୀଙ୍କ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଖିଖୁ ନିଦ ନାହିଁ ବୋଲି ଶରତ ପାୱାର କଟାକ୍ଷ…

ଯାତ୍ରୀବାହୀ ବସ୍ ଓଲଟି ଜଣେ ମୃତ, ୧୫ ଆହତ

ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଜଣ ଆହତ । ଭଦ୍ରକ ଜିଲ୍ଲା ସାବରଙ୍ଗ ହାଇସ୍କୁଲ୍ ନିକଟରେ ଘରୋଇ ଯାତ୍ରୀବାହୀ ବସ୍ କ୍ରିଷ୍ଣା ଦୁର୍ଘଟଣାଗ୍ରସ୍ତ ହୋଇଛି । ଘରୋଇ ବସ୍ ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।…

ଦିନିକିଆ ବିଶ୍ୱକପ: ୩୪ ଦିନରେ ଟିମ ଇଣ୍ଡିଆ ଯାତ୍ରା କରିବ ୧୦ ହଜାର କିଲୋମିଟର

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟର ୨୦୨୩ ସଂସ୍କରଣ ଭାରତରେ ଆୟୋଜିତ ହେଉଛି । ପ୍ରଥମ ଥର ପାଇଁ ଭାରତ ଏକୁଟିଆ ଏହାକୁ ଆୟୋଜନ କରୁଛି । ଟିମ ଇଣ୍ଡିଆ ୯ଟି ଲିଗ ମ୍ୟାଚ ୯ଟି ଅଲଗା ଅଲଗା ସହରରେ ଖେଳିବ । ଅନ୍ୟ କୌଣସି ଟିମକୁ ଏତେ ମାତ୍ରାରେ ଅଲଗା ଅଲଗା ସହରରେ ମ୍ୟାଚ ଖେଳିବାକୁ ପଡିବ…

ଆପରେ ସାମିଲ ହେଲେ ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ

ନୂଆଦିଲ୍ଲୀ:ଲୋକପ୍ରିୟ ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ ଆମ ଆଦମୀ ପାର୍ଟି (AAP)ରେ ସାମିଲ ହୋଇଛନ୍ତି । ଗୁରୁବାର ଲ୍ଲୀସ୍ଥିତ ଆପ୍ କାର୍ଯ୍ୟାଳୟରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ମଧ୍ୟପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ବଳ ବଢାଇବାର ପ୍ରୟାସ ଜାରି ରଖିଛି ଆପ । ନିର୍ବାଚନ…

ବାହୁଡ଼ା ଯାତ୍ରା ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ମିଳିବ ତିନି ଲକ୍ଷ…

ଭୁବନେଶ୍ୱର : ଗତ  କାଲି ବାହୁଡା଼ ଯାତ୍ରା ସମୟରେ  କେନ୍ଦୁଝର  ଜିଲ୍ଲା କେନ୍ଦୁଆ ଗ୍ରାମରେ ଦୁର୍ଘଟଣାରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗର ଠାରେ ଜଣେ  ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ  ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ  ପରିବାର…

ଗୁରୁତର ରୋଗରେ ପୀଡିତ ବାଇଡେନ; ରାତିରେ ଶୋଇ ପାରୁ ନ ଥିବାରୁ ନେଉଛନ୍ତି ମେସିନର ସାହାଯ୍ୟ

ନୂଆଦିଲ୍ଲୀ:ବିଶ୍ୱର ଶକ୍ତିଶାଳୀ ଦେଶର ନେତା ଗୁରୁତର ରୋଗରେ ଆକ୍ରାନ୍ତ । ସେ ରାତିରେ ଠିକ ଭାବେ ଶୋଇ ପାରନ୍ତି ନାହିଁ  ।  ଶୋଇବା ପାଇଁ ସେ କଣ୍ଟିନିଉଅସ ଏୟାରୱେ ପ୍ରେସର ମେସିନ ବା CAPAର  ସାହାଯ୍ୟ ନେଇଥାନ୍ତି । ହଁ, ଆମେ କହୁଛୁ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କଥା ।…

ପାଣିପାଗ ବିଭାଗର ଚେତାବନୀ: ଏହି ଦୁଇ ଦିନ ପାଇଁ ଜାରି କଲା ୟେଲୋ ୱାର୍ଣିଂ

ଭୁବନେଶ୍ୱର: ଆଗାମୀ ୫ଦିନ ପାଇଁ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ହେଲା ସତର୍କ ସୂଚନା । ରାଜ୍ୟର କେତେକାଂଶରେ ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ…

ଖୁବ୍‌ଶୀଘ୍ର ଆସୁଛି ‘କୌନ ବନେଗା କରୋଡ଼ପତି ୧୫’, ପରିବର୍ତ୍ତନ ହେବ କେବିସିର କିଛି ନିୟମ

ମୁମ୍ବାଇ: ବହୁ ଚର୍ଚ୍ଚିତ ତଥା ଲୋକ ପ୍ରିୟ ରିୟଲିଟି ସୋ କୌନ ବନେଗା କରୋଡ଼ପତି ଏବେ ପୁଣି ଏକ ନୂଆ ସଂସ୍କରଣ ନେଇ ଆସୁଛି। ଖୁବ୍‌ଶୀଘ୍ର କୌନ ବନେଗା କରୋଡ଼ପତିର ନୂଆ ସିଜିନ ଆରମ୍ଭ ହେବାକୁ ଯାଉଛି। ସୋନି ଟିଭିର କୁଇଜ୍ ରିଆଲିଟି ସୋ 'କୌନ ବନେଗା କରୋଡ଼ପତି ୧୫'ର ପ୍ରଥମ ପ୍ରୋମୋ ସୋନି ଟିଭିର…

ଜଗତସିଂହପୁର ଜିଲ୍ଲାରେ ୫ଟି ସଚିବ: ଏପଟେ ସ୍ୱାଗତ, ସେପଟେ ବିରୋଧ

ପାରାଦୀପ:ଏପଟେ ସ୍ୱାଗତ ସେପଟେ ବିରୋଧ । ୫ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ୫ଟି ସଚିବ ପାଣ୍ଡିଆାନଙ୍କ କାର୍ଯ୍ୟକଳାପକୁ ନେଇ ଉଭୟ ବିଜେପି ଓ କଂଗ୍ରେସ କଡା ବିରୋଧ କରୁଥିବାବେଳେ ଜଗତସିଂପୁରରେ ବିଜେପି ଖୋଲାଖୋଲି ବିରୋଧ କରିଛି ।…

ରିଲିଜ ହେଲା ‘ଗଦର ୨’ର ପ୍ରଥମ ସଙ୍ଗୀତ ‘ଉଡ଼ ଜା କାଲେ କାୱା’

ମୁମ୍ବାଇ: ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଫିଲ୍ମ 'ଗଦର ୨' ରିଲିଜ ହେବା ପୂର୍ବରୁ ଦର୍ଶକଙ୍କ ମଧ୍ୟରେ ଅନେକ କ୍ରେଜ ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ନିର୍ମାତା ଫିଲ୍ମ 'ଗଦର' ର ଏଭର ଗ୍ରୀନ ସଙ୍ଗୀତ 'ଉଡ଼ ଜା କାଲେ କାୱା' 'ଗଦର ୨' ପାଇଁ ନିର୍ମାଣ କରିଛନ୍ତି। ଏହା ସଙ୍ଗୀତ…