Latest Odisha News

BREAKING NEWS

Browsing Category

ଫିଚର

ଅବଦୁଲ କାଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ସାଗରିକା’ର ଲ୍ୟାଣ୍ଡ ଭର୍ସନର ପରୀକ୍ଷଣ

ଭଦ୍ରକ: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ସାଗରିକା’ର ଲ୍ୟାଣ୍ଡ ଭର୍ସନ ଆଜି ପରୀକ୍ଷା କରାଯାଇଛି। ଭଦ୍ରକ ଜିଲ୍ଲା ଅବଦୁଲ କାଲାମ ଦ୍ୱୀପରୁ ସଂନ୍ଧ୍ୟା ୬ଟା ୫୫ ମିନିଟରେ ଏହାର ସଫଳ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୫୦ କିଲୋମିଟର ରହିଥିବା ବେଳେ…

ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ସହ ଜୁନରେ ୧.୬୧ ଲକ୍ଷ କୋଟି ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: ପୂର୍ବ ବର୍ଷ ଜୁନ ମାସ ତୁଳନାରେ ଏବର୍ଷ ଜିଏସ୍‌ଟି ସଂଗ୍ରହ ୧୨ ପ୍ରତିଶତ ବୃଦ୍ଧି ପାଇଛି। ଜୁନ୍ ମାସରେ ୧.୬୧ଲକ୍ଷ କୋଟି ଟଙ୍କାର ଦ୍ରବ୍ୟ ଏବଂ ସେବା ଶୁଳ୍କ(ଜିଏସ୍‌ଟି) ଆଦାୟ ହୋଇଛି ବୋଲି ଅର୍ଥମନ୍ତ୍ରଣାଳୟ ସୂଚନା ଦେଇଛି। ସଂଗ୍ରୃହିତ ଜିଏସ୍‌ଟି ମଧ୍ୟରୁ ଚଳିତ ବର୍ଷ ଜୁନ୍ ମାସରେ…

‘ୱାର୍କ ଫ୍ରମ୍ ହୋମ୍’ ନାଁରେ ସାଇବର ଠକେଇ, ୮ ଜଣଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ

ଭୁବନେଶ୍ୱର: ପ୍ରଥମେ ବିଶ୍ୱାସ ଜନ୍ମାଇ ପରେ ବିଶ୍ୱାସରେ ବିଷ ଦେଉଥିଲେ । ଅନଲାଇନରେ ହ୍ଵାଟସ୍ଆପ ଏବଂ ଟେଲିଗ୍ରାମ ମାଧ୍ୟମରେ ଏକ ଲିଙ୍କ ପଠାଇ, “Work from Home“ ଜରିଆରେ ଅଜଣା ବ୍ୟକ୍ତି ପଠାଇଥିବା ଭିଡିଓ ଗୁଡ଼ିକୁ ଲାଇକ ଏବଂ ସେୟାର କଲେ, ପ୍ରତି ଭିଡିଓ ପିଛା ୫୦ ଟଙ୍କା ଦିଆଯିବାର…

ନୀଳାଦ୍ରି ବିଜେ, ନବ ଦିନାତ୍ମକ ଯାତ୍ରା ସାରି ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କଲେ ଶ୍ରୀବିଗ୍ରହ

ପୁରୀ: ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ଆଜି ନୀଳାଦ୍ରି ବିଜେରେ ଶ୍ରୀଜୀଉମାନେ ଗୋଟି ପହଣ୍ଡିରେ ରତ୍ନବେଦୀକୁ ଫେରିଛନ୍ତି । ମଦନ ମୋହନଙ୍କ ପରେ ଶ୍ରୀ ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର ଓ ପରେ ଭଉଣୀ ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ନିଆଯାଇଥିଲା ।…

ଜାତୀୟ ସିକଲ ସେଲ୍ ଏନିମିଆ ବିଲୋପ ମିଶନ ୨୦୨୭ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମଧ୍ୟପ୍ରଦେଶର ଶାହଦୋଲ ଜିଲ୍ଲା ଅନ୍ତର୍ଗତ ଲାଲପୁର ଗ୍ରାମରେ ଜାତୀୟ ସିକଲ ସେଲ ଏନିମିଆ ବିଲୋପ ମିଶନ ୨୦୨୭ର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ…

୯୪ ବର୍ଷ ବୟସରେ ବୃଦ୍ଧା ଲେଖିଲେଣି ୮୦ ଲକ୍ଷ ଥର ରାମଙ୍କ ନାମ

ଉତ୍ତରାଖଣ୍ଡ: ପୁରାଣରେ କୁହାଯାଇଛି ଯେ, ଯଦି କେହି ପ୍ରତ୍ୟେକ ଦିନ ରାମଙ୍କ ନାମ ଜପ କରନ୍ତି, ତେବେ ତାଙ୍କର ସ୍ୱର୍ଗପ୍ରାପ୍ତି ହୋଇଥାଏ । ଲୋକମାନେ ଏହି ଆଶାରେ ମନ୍ଦିର ପରିଦର୍ଶନ କରନ୍ତି, ସେମାନେ ଈଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଘଣ୍ଟା ଘଣ୍ଟା ଧାଡିରେ ଛିଡା ହୁଅନ୍ତି । ଆଉ ପ୍ରଭୁଙ୍କ…

ଦୁନିଆର ସବୁଠୁ ବଡ଼ ରୁଟି : ୧୧ କୁଇଣ୍ଟାଲ୍ ଅଟାରେ ହେଲା ପ୍ରସ୍ତୁତ, ଓଜନ ୨୭୦୦ କେଜି

ରାଜସ୍ଥାନ: ଦୁନିଆର ସବୁଠୁ ବଡ ରୁଟି । ଯାହାକୁ ୧୧ କୁଇଣ୍ଟାଲ ଅଟାରେ ପ୍ରସ୍ତୁତ କରାଯାଇଛି, ଯାହାର ଓଜନ ରହିଛି ୨୭୦୦ କେଜି । ଏବେ ଏହି ରୁଟି ଗିନିଜ୍ ୱାଲ୍ଡ ରେକର୍ଡ଼ରେ ସ୍ଥାନିତ ହୋଇଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ରାଜସ୍ଥାନର ସାଲୋର ଜିଲ୍ଲାରେ…

ଶେଷ ପର୍ଯ୍ୟାୟରେ ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନ ସେତୁର ନିର୍ମାଣ କାର୍ଯ୍ୟ

ଭୁବନେଶ୍ବର: ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଉନ୍ମୁକ୍ତ ରହିବ । ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ । ଏଣିକି ସ୍ଥଳପଥ ଦେଇ…

ଜୁନରେ ଓଡ଼ିଶାର ଜିଏସଟି ଆଦାୟରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ଗତବର୍ଷ ଜୁନ୍ ମାସ ତୁଳନାରେ ୨୦୨୩ ଜୁନ୍ ମାସରେ ଓଡ଼ିଶାର ଜିଏସଟି ଆଦାୟ ବଢ଼ିଛି । ଗତବର୍ଷ ଜୁନ୍ ତୁଳନାରେ ଜିଏସିଟ ସଂଗ୍ରହ ୨୫.୧୩ ପ୍ରତିଶତ ଅଭିବୃଦ୍ଧି ହୋଇଛି । ୨୦୨୩ ଜୁନ୍ ମାସରେ ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ବାବଦକୁ ୧୭୩୨.୪୯ କୋଟି ସଂଗ୍ରହ କରିଛି । ଯେତେବେଳେ କି…

ହୋର୍ଡିଂରେ ମେସେଜ୍‌: ଲୋକେ ଦେଖି ଆଶ୍ଚର୍ଯ୍ୟ

ନୋଏଡ଼ା : ସୋସିଆଲ ମିଡ଼ିଆରେ ଏମିତି କିଛି ଜିନିଷ ଦେଖିବାକୁ ମିଳେ, ଯାହାକୁ ଆଖି ବି ବିଶ୍ୱାସ କରିପାରେନି । ଏବେ ସୋସିଆଲ ମିଡ଼ିଆରେ ଏକ ହୋର୍ଡ଼ିଂର ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ଯେ, ନୋଏଡ଼ାର ରାସ୍ତା…