Latest Odisha News

BREAKING NEWS

Browsing Category

ଫିଚର

ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି ୩୦୮ ଭାରତୀୟ, ୪୧୭ ପାକିସ୍ତାନୀ ଭାରତରେ ବନ୍ଦୀ

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି ୩୦୮ ଭାରତୀୟ। ଏଥିରେ ସାଧାରଣ ଲୋକଙ୍କ ସମେତ ମତ୍ସ୍ୟଜୀବୀ ସାମିଲ ଅଛନ୍ତି। ଏହି ସମ୍ପର୍କିତ ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ଅନୁସାରେ, ଭାରତର ଉଚ୍ଚାୟୁକ୍ତଙ୍କୁ ଏହି ତାଲିକା ଦେଇଛି ପାକିସ୍ତାନ। ପାକିସ୍ତାନ ଶନିବାର…

୭୧ ବର୍ଷ ବୟସରେ ବିବାହ କରିବାକୁ ଜିଦ୍‌, ମୁଣ୍ଡରେ ପଗଡ଼ି ପିନ୍ଧି ଝିଅ ଖୋଜୁଛନ୍ତି

ହରିୟାଣା: ସାଧାରଣତଃ ସମସ୍ତେ ନିଜ ଲାଇଫରେ ଗୋଟେ ଜୀବନସାଥୀର ଆବଶ୍ୟକ କରନ୍ତି । ସେଥିଲାଗି କିଛି ଲୋକ ଅଛନ୍ତି, ଯେଉଁମାନେ ବୃଦ୍ଧ ଅବସ୍ଥାରେ ବି ଜୀବନସାଥୀ ଆପଣାଇଥାନ୍ତି । ଏବେ ହରିୟାଣାର ଜଣେ ୭୧ ବର୍ଷୀୟ ବୃଦ୍ଧ ବିବାହ କରିବାକୁ ଜିଦ୍ ଧରିଛନ୍ତି । କେବଳ ସେତିକି ନୁହେଁ, ମୁଣ୍ଡରେ ପଗଡ଼ି…

ରାହୁଲଙ୍କୁ ଶର୍ମିଳାଙ୍କ ହାତ ଧରିବାକୁ ଦେବେନି !

ଭୁବନେଶ୍ୱର: ତେଲେଙ୍ଗାନାରେ ଛିଡିପାରୁନି କଂଗ୍ରେସ ଓ ୱାଇଏସଆର ତେଲେଙ୍ଗାନା ପାର୍ଟି ମଧ୍ୟରେ ଅଙ୍କ। ୱାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇଏସ ଶର୍ମିଳା କଂଗ୍ରେସରେ ମିଶିବା ନେଇ ଉଦ୍ୟମ କରିବା ସହ ଏ ନେଇ କଂଗ୍ରେସ ପକ୍ଷରୁ ଗ୍ରୀନ ସିଗନାଲ ମିଳିଥିଲେ ମଧ୍ୟ ନିଷ୍ପତ୍ତି ହୋଇପାରୁ ନାହିଁ।…

ପୁଣି ଥରେ ଡାଉନ୍ ହେଲା ଟ୍ୱିଟର୍, ଅନ୍ୟ ସୋସିଆଲ୍ ମିଡିଆରେ ମସ୍କଙ୍କ ମଜ୍ଜାକ କଲେ ୟୁଜର

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଖୋଲୁନି । ଭାରତୀୟ ସମୟ ରାତି ପ୍ରାୟ ୮ଟାରୁ ଅଧିକାଂଶ ଡେସ୍କଟପରେ ଟ୍ୱିଟର ଚାଲୁ ନାହିଁ । ମୋବାଇଲ୍ ଆପ୍ ମାଧ୍ୟମରେ ଟ୍ୱିଟର ଖୋଲୁଥିବା ବେଳେ ଡେସ୍କଟପରେ ଖୋଲୁ ନାହିଁ । ଯାହାକୁ ନେଇ ଅନ୍ୟ ସୋସିଆଲ୍ ମିଡିଆରେ ଲୋକେ ଟ୍ୱିଟର ଡାଉନକୁ ପୋଷ୍ଟ…

ନିଜ ଭିତରେ ଲଢେଇ ପାଇଁ…କର୍ଣ୍ଣାଟକରେ ସରକାର ଗଲା, ଏବେ କେନ୍ଦ୍ରରେ ହରେଇଦେବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ହାରିବା ପରେ ବିଜେପି ଭିତରେ ଲଢେଇ ଥମିବାର ନାଁ ଧରୁନି। ଗୋଟିଏ ପଟେ ପରାଜୟକୁ ନେଇ ପରସ୍ପର ମଧ୍ୟରେ ଦୋଷ ଲଦାଲଦି, ଖୋଲାଖୋଲି ଲୋକଙ୍କ ସମ୍ମୁଖରେ ପରସ୍ପର ବିରୋଧରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିବା ଓ ସାମ୍ବାଦିକ ସମ୍ମିଳନୀରେ ନିଜ ଦଳର ନେତାଙ୍କୁ କୁତ୍ସାରଟନା…

ପ୍ରବଳ ବର୍ଷା ଯୋଗୁ ବେହାଲ ଗୁଜରାଟ ,୯ ମୃତ, ୨୪ ଘଣ୍ଟାରେ ହୋଇଛି ୩୯୮ ମିମିରୁ ଅଧିକ ବର୍ଷା

ଗାନ୍ଧୀନଗର: ମୁସଳ ଧାରାରେ ବର୍ଷା ଗୁଜରାଟରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ଏମାର୍ଜେନ୍ସି ଅପରେସନ୍ ସେଣ୍ଟର (SEOC) ଏହି ସୂଚନା ଦେଇଛି। ଏସ୍‌ଇଓସିର ସୂଚନା ଅନୁସାରେ ଶୁକ୍ରବାର ଦିନ ୧୨ଟା ପର୍ଯ୍ୟନ୍ତ ୩୦ ଘଣ୍ଟା ମଧ୍ୟରେ ରାଜ୍ୟର ୩୭ ଟି ବ୍ଲକ୍‌ରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି।…

‘ସମାନ ନାଗରିକ ସଂହିତା’, ପରକୁ କରୁଛି ନିଜର, ନିଜର ହେଉଛନ୍ତି ପର!

ଭୁବନେଶ୍ୱର: ଦେଶରେ ସମାନ ନାଗରିକ ସଂହିତା ଲାଗୁ ପ୍ରସଙ୍ଗକୁ ନେଇ ରାଜନୀତି ତୀଵ୍ର ହୋଇଛି। ଦେଶର ବିରୋଧୀ ଶାସକ ତଥା ପ୍ରମୁଖ ନେତାମାନେ ଏ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ଏଭଳି ସ୍ଥିତିରେ ସମାନ ନାଗରିକ ସଂହିତା ସପକ୍ଷରେ କଂଗ୍ରେସ ନ ଥିବା ବେଳେ ହିମାଚଳ ପ୍ରଦେଶର କଂଗ୍ରେସ ନେତା ତଥା…

ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଶ୍ରେୟଙ୍କା ଖେଳିବେ କ୍ୟାରିବିୟାନ ଲିଗ

ମୁମ୍ବାଇ: ଭାରତର ଷ୍ଟାର ଅଫ ସ୍ପିନର ଶ୍ରେୟଙ୍କା ପାଟିଲ ୱେଷ୍ଟଇଣ୍ଡିଜ ଟି୨୦ ଲିଗ ଖେଳିବାକୁ ଯାଉଛନ୍ତି । ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ସେ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି । କ୍ୟାରିବିୟାନ ପ୍ରିମିୟର ଲିଗରେ ଗୁୟାନା ଏମାଜନ ୱାରିୟର୍ସ ତାଙ୍କୁ ଦଳରେ ସାମିଲ କରିଛି । ଏହା ଅଗଷ୍ଟ…

କମ୍ପାନୀର ଅଜବ ଅଫର, ପିଲା ଜନ୍ମ କର, ୫ ଲକ୍ଷ ଟଙ୍କା ନିଅ

ଚୀନ: ଚୀନ୍‌-ଜାପାନ ସମେତ ଅନେକ ଦେଶରେ ଦିନକୁ ଦିନ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହି ସଙ୍କଟର ମୁକାବିଲା ପାଇଁ ସରକାର ଅଧିକ ସନ୍ତାନ ଜନ୍ମ ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି । ବିଭିନ୍ନ ପ୍ରକାରର ଅଫର୍ ମଧ୍ୟ ପ୍ରଦାନ କରୁଛନ୍ତି । ଅନେକ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ବି ଦିଆଯାଉଛି…

ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ୪ ଗିରଫ

ଲକ୍ଷ୍ନୌ: ଗତ ସପ୍ତାହରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଉତ୍ତରପ୍ରଦେଶ ପୁଲିସ ଚାରି ଜଣଙ୍କୁ ଗିରଫ କରିଛି। ଏହି ଚାରି ଅଭିଯୁକ୍ତଙ୍କୁ ହରିୟାଣାର ଶାହାଜାଦପୁରରେ ଗିରଫ କରାଯାଇଥିବା ସୂଚନା ମିଳିଛି। ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କ ମଧ୍ୟରୁ…