Latest Odisha News

BREAKING NEWS

Browsing Category

ଫିଚର

ମୋଦିଙ୍କ ହାଇଟେକ ହାଣ୍ଡସେକ ପରେ କ’ଣ ଘୋଷଣା କଲେ ଗୁଗୁଲ, ଆମାଜନ ଏବଂ ମାଇକ୍ରୋସପ୍ଟ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହ୍ୱାଇଟ ହାଉସରେ ସିଲିକନ ଭାଲିର ସବୁଠାରୁ କ୍ଷମତାଶାଳୀ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ । ସେମାନଙ୍କ ସହ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି  ଏବଂ ଅତ୍ୟଧୁନିକ…

୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା; ଜାଣନ୍ତୁ, କେଉଁଠି ହେବ ବର୍ଷା

ଭୁବନେଶ୍ୱର: ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବାବେଳେ ଲଘୁଚାପ ସମ୍ଭାବନା ଦେଖା ଦେଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ।  ପାଣିପାଗ ବିଭାଗ ଆକଳନ ଅନୁସାରେ, ଘୂର୍ଣ୍ଣିବଳୟ ପ୍ରଭାବରେ  ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସମ୍ଭାବନା ରହିଛି । ଉତ୍ତରପଶ୍ଚିମ ବଙ୍ଗୋପସାଗର…

ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ଓ୍ବାଗନର ଗୋଷ୍ଠୀର ମୁଖିଆ ଏକଦା ଘନିଷ୍ଠ ବନ୍ଧୁ ଥିଲେ

ମସ୍କୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ପ୍ରାୟ ଦେଢ ବର୍ଷ ବିତିଗଲାଣି। କେହି ପରାଜୟ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଗୋଟିଏ ପଟେ ଯେଉଁଠାରେ ୟୁକ୍ରେନ ଆମେରିକା ଏବଂ ଅନେକ ୟୁରୋପୀୟ ଦେଶ ସହାୟତାରେ ଋଷ ସହିତ ଲଢୁଛି, ଅନ୍ୟପଟେ ଋଷ ଏହାର ସେନା ତଥା ବେସରକାରୀ ସେନା ଗୋଷ୍ଠୀ…

ରାହୁଲଙ୍କୁ ପରାମର୍ଶ ଦେଲେ ଲାଲୁ- ‘ବାହା ହୋଇଯାଅ, ଦାଢି ବଢାଅନି’

ପାଟନା: ପାଟନାରେ ବିରୋଧୀଙ୍କ ମହାମେଳି ଗତକାଲି ଶେଷ ହୋଇଛି । ୧୬ଟି ଦଳର ୩୦ରୁ ଅଧିକ ନେତା ଏଥିରେ ସାମିଲ ହୋଇଥିଲେ । ପରବର୍ତ୍ତୀ ବୈଠକ ଜୁଲାଇ ୧୦ରୁ ୧୨ ମଧ୍ୟରେ ସିମଲାରେ ହେବ ବୋଲି ସ୍ଥିର ହୋଇଛି । ବୈଠକରେ ମୁଖ୍ୟ ପ୍ରସଙ୍ଗ ଉପରେ ବେଶ ସରଗରମ ଆଲୋଚନା ହେବା ସହ  ଥଟ୍ଟାମଜା ବି…

ଚାଇନାର ଉହାନରୁ କରୋନା ଉତ୍ପତ୍ତି ହୋଇଥିବାର ପ୍ରତ୍ୟକ୍ଷ ପ୍ରମାଣ ନାହିଁ: ଆମେରିକା

ନୂଆଦିଲ୍ଲୀ: ଶୁକ୍ରବାର ଆମେରିକାର ଗୁଇନ୍ଦା ସଂସ୍ଥାର ରିପୋର୍ଟରେ କୁହାଯାଇଛି ଯେ ସେମାନେ ଚାଇନାର ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ କୋଭିଡ୍-୧୯ ମହାମାରୀ ଉତ୍ପତ୍ତି ହୋଇଥିବାର ବା ସୃଷ୍ଟି ହୋଇଥିବାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ପାଇନାହାନ୍ତି। ତଥାପି, ଜାତୀୟ ଗୁଇନ୍ଦା…

ଗିରଫ ହେଲେ କୁବେର ଅଧିକାରୀ ପ୍ରଶାନ୍ତ ରାଉତ, ରଖିଥିଲେ ଆୟଠାରୁ ୫୦୬% ସମ୍ପତ୍ତି 

ଭୁବନେଶ୍ୱର: ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ  ।  ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଆଜି  ଗିରଫ କରିଛି ଭିଜିଲାନ୍ସ  । ଗତକାଲି  ପ୍ରଶାନ୍ତଙ୍କ ଘର, କାର୍ଯ୍ୟାଳୟ ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଘରୁ  ନଗଦ ୩ କୋଟିରୁ…

ଋଷରେ ବିଦ୍ରୋହ: ପୁଟିନ କହିଲେ ପିଠି ପଛରେ ଛୁରୀ ମାଡ଼, ଦିଆଯିବ କଡ଼ା ଜବାବ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିରୋଧରେ ଋଷର ବେସରକାରୀ ସେନା ବା ଓ୍ୱାଗନର୍ ଗ୍ରୁପ ମୁହାଁମୁହିଁ ହୋଇଛି। ପୁଟିନ କହିଛନ୍ତି ଯେ ୱାଗନର୍ ଋଷର ଲୋକଙ୍କୁ ପିଠି ପଛ ପଟେ ଛୁରୀ ମାରିଛି। ଋଷର ସେନାକୁ ଚ୍ୟାଲେଞ୍ଜ କରାଯାଇଛି। ଜନସାଧାରଣଙ୍କୁ ପ୍ରତାରଣା କରାଯାଇଛି। ଖୁବ ଶୀଘ୍ର…

ପର କଲେ ଘର ଲୋକ, କୋଳେଇ ନେଇଥିଲା ସ୍ୱାଧାର ଗୃହ; ଆଜି ତାକୁ ଛାଡି ଶାଶୂ ଘର ଯିବେ ପୂଜାରାଣୀ

ଯାଜପୁର: ଯେତେବେଳେ ଆପଣାର ମଣିଷମାନେ ପର କରିଦେଲେ ସେତେବେଳେ ନିଜର ଭାବି କୋଳେଇ ନେଇଥିଲେ ଏଇ ଅପରିଚିତମାନେ। ଏହି ସ୍ୱାଧାର ଗୃହକୁ ସେ ନିଜର ଘର ବୋଲି ଭାବି ନେଇଥିଲେ । ଆଜି ସେଇ ଘର ଛାଡି ଶାଶୂଘର ଯିବେ ପୂଜାରାଣୀ । ଜୀବନର ଆଉଏକ ସୋପାନ ଚଢିବେ । ପୁଣି ଏକ ନୂଆ ଘର ସଂସାର କରିବେ ।…

୩୬ ବର୍ଷ ଧରି ଗର୍ଭଧାରଣ କଲେ ଯୁବକ, ଅପରେସନ ପରେ ଅଦ୍ଭୁଦ କଥା ସାମ୍ନାକୁ ଆସିଲା

ନାଗପୁର: ଦୁନିଆରେ ଏମିତି କିଛି ଘଟଣା ଘଟେ ଯାହା ବେଳେବେଳେ ଆମକୁ ଦ୍ୱନ୍ଦ୍ୱରେ ପକାଇଦିଏ । ବିଜ୍ଞାନ ମଧ୍ୟ ଏହାର ସଠିକ୍ କାରଣ ଜାଣିବାରେ ଅସମର୍ଥ ହୋଇଥାଏ । ନାଗପୁରରେ ଏମିତି ଜଣେ ଯୁବକ ରହୁଛନ୍ତି, ଯିଏ ୩୬ ବର୍ଷ ଧରି ଗର୍ଭବତୀ ଥିଲେ । ଆଉ ଶେଷରେ ଜାଆଁଳା ଶିଶୁକୁ ଜନ୍ମ ଦେଇ ଚର୍ଚ୍ଚାକୁ…

ଜଙ୍ଗଲରେ ଝିଅଟିକୁ ଫିଙ୍ଗି ଦେଇଥିଲେ ବାପା ମାଆ, ଆଜି ସେ ପାଇଛି ନୂଆ ଜୀବନ; ଯିବ ଆମେରିକା

କଟକ: ପରିତ୍ୟକ୍ତ ଅବସ୍ଥାରେ ଚନ୍ଦକା ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅନାଥ ଝିଅକୁ ମିଳିଲା ନୂଆ ପରିଚୟ। ଏବେ କଟକରୁ ଆମେରିକା ଯିବ ଏହି ଝିଅ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଏଥିସହ ଏହି ଅନାଥ ଝିଅକୁ ମିଳିଛି ନୂଆ ବାପା, ମା। ଚାରି ବର୍ଷର ଦିବ୍ୟାଙ୍ଗ ଶିଶୁକନ୍ୟାକୁ ଶୁକ୍ରବାର…