Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତା ୩ ଘଣ୍ଟା ମଧ୍ୟରେ ୫ ଜିଲ୍ଲାକୁ ରହିଛି ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ (ଆଇଏଡି) ପକ୍ଷରୁ ଟୁଇନ ସିଟି ସମେତ ୫ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆଜି ୨.୪୫ ସୁଦ୍ଧା ଟୁଇନ ସିଟି କଟକ, ଭୁବନେଶ୍ୱର ସମେତ ୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡରେ…

ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଆଜି କୋର୍ଟରେ ହାଜର କରିବ ଭିଜିଲାନ୍ସ, ନବରଙ୍ଗପୁର ସହରରେ ଖୁସିର ମାହୋଲ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରୁ ଯେତେ ଖୋଳିଲେ ସେତେ ବାହାରୁଛି। ସରକାରୀ ବାବୁଙ୍କ ଘରୁ ମିଳିଛି ବିଡ଼ା ବିଡ଼ା ଟଙ୍କା। ମୋଟ ୩ କୋଟି ୨ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି। ଏହାପରେ ଭିଜିଲାନ୍ସ ଉପଜିଲ୍ଲାପାଳଙ୍କୁ ଉଠାଇ ନେଇଯାଇଛି।…

ବିବାହ ପାଇଁ କନ୍ୟା ନ ମିଳିବାରୁ ନିରାଶ ହୋଇ ଆତ୍ମହତ୍ୟା କଲେ ଯୁବକ; ଚିଠିରେ ଲେଖିଛନ୍ତି…

ହାଭେରୀ: ଦୀର୍ଘ ୮ ବର୍ଷା ହେଲା ପୁଅ ପାଇଁ ଖୋଜା ଚାଲିଥିଲା କନିଆଁ। ଆଉ ୪ ବର୍ଷ ପରେ ବୟସ ୪୦ ଛୁଇଁଥାନ୍ତା। କନିଆ ଖୋଜି ଖୋଜି ନିରାଶା ବାପାମାଙ୍କ ଦୁଃଖ ସହିପାରିଲେନି ପୁଅ। ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଗଲେ। କର୍ଣ୍ଣଟକ ହାଭେରି ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି। କନ୍ୟା…

ଏଚ୍-ଓ୍ୱାନ ବି ଭିସା ପାଇଁ ଆମେରିକା ଛାଡିବାକୁ ପଡ଼ିବ ନାହିଁ: ପ୍ରଧାନମନ୍ତ୍ରୀ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓ୍ୱାଶିଂଟନର ରୋନାଲ୍ଡ ରେଗନ ବିଲଡିଂରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି ଯେ, ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦରେ ନୂଆ କନସୁଲେଟ ବା ବାଣିଜ୍ଯ ଦୂତାବାସ ଖୋଲିବ। "ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ"…

ଭାରତ-ଆମେରିକା ଡିଫେନ୍ସ ଡିଲ ଦେଖି ପାକିସ୍ତାନ-ଚୀନର ହଜିଲା ନିଦ

ୱାଶିଂଟନ: ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର ପ୍ରଭାବ ସାମରିକ କ୍ଷେତ୍ରରେ ଗଭୀର ପ୍ରଭାବ ପକାଇବ  । ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରିଡେଟର ଡ୍ରୋନ ଏବଂ ଜେଟ ଇଞ୍ଜିନ ନିର୍ମାଣ ଡିଲରେ ସ୍ୱାକ୍ଷର କରିଛନ୍ତି । ଏଥିସହିତ ସେମି କଣ୍ଡକ୍ଟର ପ୍ରସ୍ତୁତି ପାଇଁ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ…

ମହାପ୍ରଭୁଙ୍କ ପୂଜା ନାଁରେ ଠକେଇ, ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ୱାର ଥାନା

ପୁରୀ: ମହାପ୍ରଭୁଙ୍କ ପୂଜା ନାଁରେ ଅନ୍ ଲାଇନ୍ ଆପ ତିଆରି କରି ଠକେଇ। ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ୱାର ଥାନା। ଉତ୍ସବ ଆପ୍‌ ଜରିଆରେ ଏହି ଠକେଇ ଅଭିଯୋଗ ହୋଇଛି।  ଆପ ସହିତ ଓ୍ବେବସାଇଟ ପଶ୍ଚିମବଙ୍ଗରୁ ପରିଚାଳିତ ହେଉଥିବା ଜଣାପଡ଼ିଛି। ଗତକାଲି ଏହି ଠକେଇ…

ଆରମ୍ଭରୁ ବିରୋଧୀଙ୍କ ମହାମେଣ୍ଟରେ ଫାଟ; ପ୍ରଥମ ବୈଠକରେ ବିଗିଡିଗଲା ଆପ୍

ନୂଆଦିଲ୍ଲୀ: ୨୦୨୪ ମହାସମର ପାଇଁ ବିରୋଧୀଙ୍କ ମହାମେଳିରେ ଦେଖାଦେଇଛି ଫାଟ । ଗତକାଲି ନୀତିଶ କୁମାରଙ୍କ ନେତୃତ୍ୱରେ ପାଟନାରେ ଏକାଠି ହୋଇଥିଲେ ୧୬ ବିରୋଧୀ ଦଳ । ବିଜେପି ବିରୋଧରେ ବିଷୋଦ୍ଗାର କରିଥିଲେ । ସମସ୍ତେ ଏକଜୁଟ ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ଯୋଜନା ପ୍ରସ୍ତୁତ…

ଭାରତର ଜାତୀୟ ସଙ୍ଗୀତ ଗାନ କରିବାପରେ ମୋଦୀଙ୍କ ପାଦ ଛୁଇଁଲେ ଗାୟକ ମେରି ମିଲବେନ୍

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନି ଦିନିଆ ଆମେରିକା ଗସ୍ତର ଆଜି ଶେଷ ଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏନଆରଆଇ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ଏହି ସମାରୋହରେ ଆମେରିକାର କଣ୍ଠଶିଳ୍ପୀ ବା ଗାୟକ ମେରି ମିଲବେନ୍ ଭାରତର ଜାତୀୟ ସଂଗୀତ ଗାନ କରିଥିଲେ । ଏହାପରେ…

ଋଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ବିଦ୍ରୋହ, ରାଜରାସ୍ତାରେ ୩୦ ହଜାର ଯୁଦ୍ଧ ବିମାନ

ମସ୍କୋ: ଋଷ-ୟୁକ୍ରେନ ଯୁଦ୍ଧ ଏବେବି ଜାରି ରହିଛି। କିନ୍ତୁ ଏହାରି ଭିତରେ ମସ୍କୋ ପାଇଁ ଏକ ବଡ ଅଡୁଆ ଉପୁଜିଛି। ଋଷ ଭିତରେ ଏକ ବଡ ବିଦ୍ରୋହ ଆରମ୍ଭ ହୋଇଛି। ୱାଗନର୍ ଗ୍ରୁପ୍ ଋଷର ସେନା ଉପରେ ଆକ୍ରମଣ କରୁଛି। ଏକଦା ଏହି ଗୋଷ୍ଠୀ ଋଷର ଶକ୍ତିଶାଳୀ ହୋଇଥିଲା। ୱାଗନର୍ ଗ୍ରୁପର ୩୦ ହଜାର ଯୁଦ୍ଧ…

ମହିଳା କର୍ମଚାରୀଙ୍କଠାରୁ ଛତା ଛଡେଇ ହଟହଟ୍ଟା ହେଲେ ପାକ ପ୍ରଧାନମନ୍ତ୍ରୀ; ଭିଡିଓ ଭାଇରାଲ

ପ୍ୟାରିସ: ବିଦେଶ ମାଟିରେ ନିଜର ଅସଲ ଚେହେରା ଦେଖାଇଛନ୍ତି ପାକିସ୍ତାନ  ପ୍ରଧାନମନ୍ତ୍ରୀ ଶେହବାଜ ସରିଫ  ଆଉ ସେଥିପାଇଁ ବେଶ ହଟହଟ୍ଟା ବି ହୋଇଛନ୍ତି ।   ଏବେ ଦୁଇଦିନିଆ ପ୍ୟାରିସ ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର ଏକ ଭିଡିଓ ଭାଇରାଲ ହୋଇଛି  ଯେଉଁଥିରେ ସେ ତାଙ୍କର ଜଣେ…