Latest Odisha News

BREAKING NEWS

Browsing Category

ଫିଚର

କେରଳ କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ; ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କେରଳ କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଲୋକାର୍ପଣ କରିବେ। ମେଟ୍ରୋ ଟ୍ରେନ୍ ଭଳି ଯାତ୍ରୀ ଏହି ବୋଟ୍‌ ରେ ବସି ବାହାର ପ୍ରାକୃତିକ ଦୃଶ୍ୟର ମଜା ମଧ୍ୟ ନେଇ ପାରିବେ। ପାଣି ଉପରେ ମେଟ୍ରୋ ପରିଚାଳନାର କଳ୍ପନା କରିଥିଲେ କେନ୍ଦ୍ର…

ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା ପ୍ରତିଶ୍ରୁତି ପାଣିର ଗାର, ବଢିବା ପରିବର୍ତ୍ତେ ଆୟ କମିଛି: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶାର କୃଷକଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ବହୁ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ୨୦୧୨-୧୩ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଦୃଢ଼କ୍ତି ପ୍ରକାଶ କରି କହିଥିଲେ, ସାରା ଭାରତ ବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ରାଜ୍ୟ କୃଷକ ମାନଙ୍କର ଆୟକୁ ସରକାର…

ମିଶନ ୨୦୨୪: ପିସିସି ଗଢ଼ିଲା ନୂଆ ଟିମ୍, ମୋକିମ ପରିଚାଳନା କମିଟି ସଦସ୍ୟ

ଭୁବନେଶ୍ୱର: ମିଶନ ୨୦୨୪ ପାଇଁ ପ୍ରଦେଶ କଂଗ୍ରେସ ତିଆରି କଲା ନୂଆ ଟିମ୍ । ଗତବର୍ଷ ମେ ମାସରେ ଶରତ ପଟ୍ଟନାୟକ ପିସିସି ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ନୂଆ ଟିମ୍ ଗଢାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ବିଳମ୍ବରେ ହେଉ ପଛେ ଏକ ବଡ଼ ଟିମ୍ ତିଆରି କରିଛନ୍ତି। ଯେଉଁଥିରେ…

‘୨୦୨୨ରେ ବ୍ୟବହୃତ ମୋବାଇଲ ଫୋନ ଶତ ପ୍ରତିଶତ ଭାରତରେ ତିଆରି’

ଭୁବନେଶ୍ୱର: କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ସୋମବାର କାର୍ଯ୍ୟର ଭବିଷ୍ୟତ ଉପରେ ଆୟୋଜିତ ପ୍ରଦର୍ଶନୀର ଦ୍ୱିତୀୟ ଦିନର ବୈଠକକୁ ଉଦଘାଟନ କରିଛନ୍ତି । ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ…

ଗୁଡ୍ଡୁ ମୁସଲିମର ଓଡ଼ିଶା ଲିଙ୍କ ଓ ସମ୍ବଲପୁର ହିଂସା ପରେ ଏନଆଇଏ ତଦନ୍ତ ଦାବି କଲେ ବରଗଡ ସାଂସଦ

ଝାରସୁଗୁଡା: ସମ୍ବଲପୁର ହିଂସା, ପୁରୀ ଓ ବରଗଡ଼ରେ ଗୁଡ୍ଡୁ ମୁସଲିମର ଲିଙ୍କ୍ ଭଳି ଘଟଣା ପରେ ବିଜେପି ଓଡ଼ିଶାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ପ୍ରକାଶ କରିଛି। ବରଗଡ ସାଂସଦ ରାଜ୍ୟରେ ଉପସ୍ଥିତ ଥିବା ଦେଶ ବିରୋଧୀ ତତ୍ୱଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଗୁଡ୍ଡୁ ମୁସଲିମ ଓ ରାଜା ଖାନଙ୍କ…

କେନ୍ଦ୍ରୀୟ ଫରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ମୋବାଇଲ

ଭୁବନେଶ୍ୱର: ବ୍ଲାକମେଲିଂ ଓ ହନିଟ୍ରାପ ମାମଲାର ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ମୋବାଇଲରୁ ତଥ୍ୟ ସଂଗ୍ରହ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି କେନ୍ଦ୍ରୀୟ ଫରେନ୍ସିକ ସାଇନ୍ସ ଲାବୋରେଟୋରିର ସହାୟତା ନେଇଛି। ଖଣ୍ଡଗିରି ପୁଲିସ ପ୍ରଥମେ ଅର୍ଚ୍ଚନା ନାଗଙ୍କ ଘରୁ…

ଆହୁରି ୧୦ ବର୍ଷ ଯାଏ ହକିର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭାରତୀୟ ପୁରୁଷ ଓ ମହିଳା ଜାତୀୟ ହକି ଦଳକୁ ଆଉ ୧୦ ବର୍ଷ ଯାଏ ସ୍ପୋନସର ଭାବେ ରଖିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୮ରୁ ଉଭୟ ଜୁନିୟର ଓ ସିନିଅର ଦଳର ପ୍ରାୟୋଜକ ଭାବେ ରହି ଆସୁଛି ଓଡିଶା। ଯାହା ୨୦୨୩ରୁ…

ଜାଲ୍ ସାର୍ଟିଫିକେଟ ମାମଲାରେ ଗଞ୍ଜାମର ୪ ଗିରଫ

ଗଞ୍ଜାମ: ଜାଲ୍ ସାର୍ଟିଫିକେଟ୍ ଦେବା ଅଭିଯୋଗରେ ଜଣେ ନିଲମ୍ବିତ ଶିକ୍ଷକ ଓ ତାଙ୍କ ପୁଅଙ୍କ ସମେତ ୪ ଜଣଙ୍କୁ ସୋମବାର ଗଞ୍ଜାମ ପୁଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଦୈତାରୀ ବେହେରା ଗଞ୍ଜାମ ଖଲ୍ଲିକୋଟର ନିଲମ୍ବିତ ଶିକ୍ଷକ। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଶିକ୍ଷା ବିଭାଗର ବହୁ ନକଲି ଓ…

ରାଜ୍ୟର ସମସ୍ତ ହସ୍ପିଟାଲରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ

ଭୁବନେଶ୍ୱର: ଓଡ଼ିଶା ସମେତ ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ହସ୍ପିଟାଲରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇ ସମସ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ…