Latest Odisha News

BREAKING NEWS

Browsing Category

ଫିଚର

୧୨ ଓଏଏସଙ୍କ ସହିତ ବଦଳିଲେ କୋଇଡା ବିଡିଓ

ଭୁବନେଶ୍ୱର: ଗତକାଲି ରାଜ୍ୟ ସରକାର ୧୨ ଓଡ଼ିଶା ପ୍ରସାସନିକ ଅଧିକାରୀ ବା ଓଏଏସ ଅଧିକାରୀଙ୍କ ବଦଳି କରିଛନ୍ତି। ଯେଉଁଥିରେ ନିକଟରେ ବିବାଦୀୟ ହୋଇପଡିଥିବା ସୁନ୍ଦରଗଡର କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜ ରହିଛନ୍ତି। ତାଙ୍କୁ କୋଇଡାରୁ ସମ୍ବଲପୁର ବଦଳି କରାଯାଇଛି। ସଂପୃକ୍ତ ବିଡିଓ ନିକଟରେ…

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ପଜିଟିଭ୍

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍ ହେବା ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ପଜିଟିଭ୍ ହୋଇଛନ୍ତି। ଗୁରୁବାର ତାଙ୍କ ସାମ୍ପଲ ଟେଷ୍ଟର ପଜିଟିଭ୍ ଆସିବା ପରେ ବର୍ତ୍ତମାନ ସେ କ୍ୱାରେଣ୍ଟିନ୍‌ରେ ରହିଥିବା ସୂଚନା…

ପ୍ରବଳ ଖରା: ଅସୁସ୍ଥ ହୋଇପଡ଼ିଲେ ୩୨ ଛାତ୍ରୀ

ସୁନ୍ଦରଗଡ: ୩୨ ଜଣ ଛାତ୍ରୀ ଅସୁସ୍ଥ। ସୁନ୍ଦରଗଡ ଜିଲ୍ଲା କୋଇଡା ସୋୟେମ୍ବା ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ହଷ୍ଟେଲର ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏବେ ସେମାନେ ସ୍ଥାନୀୟ କେ ବଲାଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।…

ଡରାଇଲାଣି କରୋନା: ୨୪ ଘଣ୍ଟାରେ ୧୨,୫୯୧ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ:ଡରାଇଲାଣି କରୋନା । ମାଡିଚାଲିଛି ସଂକ୍ରମଣ , ବଢି ଚାଲିଛି ରୋଗୀ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨, ୫୯୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୬୫, ୨୮୬ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ବି ଡରିବା ପରି ।…

ୟୁଟ୍ୟୁବ୍‌ ଚାନେଲ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଆରାଧ୍ୟା

ନୂଆଦିଲ୍ଲୀ : ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରର ଲାଡଲି ହେଉଛନ୍ତି ଆରାଧ୍ୟା । ଅମିତାଭଙ୍କ ନାତୁଣୀ ଆରାଧ୍ୟା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆରାଧ୍ୟା ବଚ୍ଚନ ଗୋଟିଏ ୟୁଟ୍ୟବ୍‌ ଚ୍ୟାନେଲ୍‌ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଆଜି ଦିଲ୍ଲୀ ହାଇକୋର୍ଟଙ୍କ…

ୟସ୍‌ ଚୋପ୍ରାଙ୍କ ପତ୍ନୀ ପାମେଲାଙ୍କ ପରଲୋକ; ପ୍ରଯୋଜନା ସହ ଏକାଧିକ ଫିଲ୍ମରେ ଗାଇଛନ୍ତି ଗୀତ

ମୁମ୍ବାଇ: ପ୍ରଖ୍ୟାତ ସିନେମା ନିର୍ଦ୍ଦେଶକ ଓ ପ୍ରଯୋଜକ ଦିମ୍ବଗତ ୟଶ ଚୋପ୍ରାଙ୍କ ପତ୍ନୀ ତଥା ଗାୟିକା ଓ ଫିଲ୍ମ ଲେଖିକା ପାମେଲା ଚୋପ୍ରାଙ୍କ ପରଲୋକ ହୋଇଛି। ୮୫ ବର୍ଷ ବୟସରେ ଆଜି (ଏପ୍ରିଲ ୨୦) ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପାମେଲା ଏକାଧିକ ଫିଲ୍ମରେ ଗୀତ ଗାଇବା ସହ ପ୍ରଯୋଜନା କରିବା ଓ…

ରାହୁଲଙ୍କୁ ସୁରଟ କୋର୍ଟଙ୍କ ଝଟକା: ‘ମୋଦି ସରନେମ’ ପାଇଁ ୨ ବର୍ଷ ଜେଲ ଦଣ୍ଡ କାଏମ ରଖିଲେ

ସୁରଟ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ ସେସନ କୋର୍ଟଙ୍କ ଝଟକା । ରାହୁଲଙ୍କ ସଜା ଉପରେ ଲାଗିବନି ରୋକ୍ । ରାହୁଲଙ୍କ ଆବେଦନକୁ ଖାରଜ କରିଛନ୍ତି ସୁରଟ କୋର୍ଟ  ।   'ମୋଦି ସରନେମ୍‌' ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ  ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ ।…

ଅକ୍ସଫାମ ଇଣ୍ଡିଆ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଫରେନ କଣ୍ଟ୍ରିବ୍ୟୁସନ(ରେଗୁଲେସନ) ଆକ୍ଟର (FCRA)ର ଉଲ୍ଲଂଘନ ନେଇ ଏନ୍‌ଜିଓ ସଂସ୍ଥା ଅକ୍ସଫାମ ଇଣ୍ଡିଆ ବିରୋଧରେ ମାମଲା ରୁଜୁ କଲା ସିବିଆଇ। ଦିଲ୍ଲୀରେ ଥିବା ସଂସ୍ଥାର କାର୍ଯ୍ୟାଳୟରେ ଚଢ଼ାଉ କରିବା ପରେ ମାମଲା ରୁଜୁ କରିଛି ତଦନ୍ତକାରୀ ସଂସ୍ଥା। ଏହି ମାମଲାରେ ଗତବର୍ଷ ଜାନୁଆରୀରେ…

ସ୍ୱାଭାବିକ ହେଉଛି ସମ୍ବଲପୁର ସ୍ଥିତି; ତଥାପି ମିଳିନି ମୋବାଇଲ ଇଣ୍ଟରନେଟ ସେବା

ସମ୍ବଲପୁର: ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର । କିନ୍ତୁ ଆଜି ବି ଲୋକଙ୍କୁ ମିଳିନି ମୋବାଇଲ ଇଣ୍ଟରନେଟ ।  ଯଦିଓ ଜିଲ୍ଲାରେ   ଇଣ୍ଟରନେଟ୍ ସେବା ମିଳିଲାଣି ତେବେ ତାହା କେବଳ ବ୍ରୋଡବ୍ୟାଣ୍ଡ ଓ ଲିଜ୍ ଲାଇନ୍ ପାଇଁ ଉପଲବ୍ଧ ।  ତାହା ପୁଣି  ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ  ।…

ରିଲିଫ ସାମଗ୍ରୀ ନେବାକୁ ଆସି ୟେମେନ୍‌ରେ ଦଳାଚକଟା; ୮୫ ମୃତ, ୩୨୨ ଆହତ

ସାନା: ୟେମେନ ରାଜଧାନୀ ସାନାରେ ଦଳଚକଟା ଯୋଗୁ ୮୫ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଏକ ସ୍କୁଲରେ ରିଲିଫ ସାମଗ୍ରୀ ବଣ୍ଟାଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଥିଲା। ଗାର୍ଡିଆନ୍‌ରେ ପ୍ରକାଶିତ ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ଏହି ଘଟଣାରେ ୩୨୨ ଜଣ ଆହତ ହୋଇଥିବା ହାଉତି…