Latest Odisha News

BREAKING NEWS

Browsing Category

ଫିଚର

ପିଆଜ କଟାକୁ ନେଇ ପ୍ରେମିକାଙ୍କୁ ଛୁରି ଭୁସିଦେଲେ ପ୍ରେମିକ

ଓ୍ବାଶିଂଟନ୍‌: ପିଆଜ ନ କାଟିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ପ୍ରେମିକ । ଆମେରିକାର ଇଣ୍ଡିଆନ ରାଜ୍ୟରେ ଏପରି ଘଟଣା ଦେଖିବାକୁ ମିଳିଛି। ବୃଦ୍ଧ ପ୍ରେମିକ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ପ୍ରେମିକ ହେଉଛନ୍ତି ଚାର୍ଲସ । ମୃତକ ମହିଳା ହେଲେ ମାର୍ସିଆ…

ରଣଜୀ ଟ୍ରଫି: ଉତରାଖଣ୍ଡର ୩୪୨ ରନ ଜବାବରେ ଓଡିଶା ୧୨୩/୬

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ପୁନର୍ବାର ଓଡିଶା ବ୍ୟାଟ୍ସମ୍ୟାନ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଗ୍ରୁପ ଡି ମୁକାବିଲାରେ ଉତରାଖଣ୍ଡର ପ୍ରଥମ ଇନିଂସ ସ୍କୋର ୩୪୨ ରନ ଜବାବରେ ଓଡିଶା ୬ ୱିକେଟ ବିନିମୟରେ ୧୨୩ ରନ କରିଛି । ଆଶୀର୍ବାଦ ସ୍ୱାଇଁ ୫୪…

ସାଇବର ସୁରକ୍ଷା ଅଭିଯାନ-୨୦୨୩ ପାଇଁ ଓଡ଼ିଶା ପୋଲିସ ଦିଲ୍ଲୀରେ ପୁରସ୍କୃତ

ଭୁବନେଶ୍ୱର: ସାଇବର ସୁରକ୍ଷା ଅଭିଯାନ-୨୦୨୩ ପାଇଁ ଆଜି ଦିଲ୍ଲୀରେ ପୁରସ୍କୃତ ହୋଇଛି ଓଡ଼ିଶା ପୋଲିସ । ଡିଜିପିଙ୍କ ତରଫରୁ କ୍ରାଇମ୍‌ବ୍ରାଞ୍ଚ ଆଇଜି ସଫିନ୍‌ ମହମ୍ମଦ କେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କାନପୁର ଆଇଆଇଟିର ଏଆଇଆଇଇ ସେଣ୍ଟର ଫର୍‌ ଏକ୍ସଲେ‌ନ୍‌ସ ସହଯୋଗରେ ଫ୍ୟୁଚର କ୍ରାଇମ୍‌…

ସଂସଦକୁ ‘ନମୋ ହାଟ୍ରିକ’ ଟି-ସାର୍ଟ ପିନ୍ଧି ଆସିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ:ପୁଣି ଦେଶରେ ଆସିବ ମୋଦି ଲହର। ପୁଣି ଚାଲିବ ନରେନ୍ଦ୍ର ମୋଦୀଙ୍କ ଶାସନ। ଯାହାର ପ୍ରମୋସନରେ ଲାଗିପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଶନିବାର ସଂସଦ ଭବନରେ ଅନୁରାଗ ଠାକୁରଙ୍କୁ ନେଇ ବେଶ ଚର୍ଚ୍ଚା। ହେଲେ ତାଙ୍କର କୌଣସି ଭାଷଣ ବା ଘୋଷଣାକୁ ନେଇ ନୁହେଁ। ସେ ଆଜି ପିନ୍ଧି…

ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଗୁରୁତର 

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ବେଲପଡ଼ା ଥାନା କାନୁଟ ଗାଁରେ ଘଟିଛି ଏଭଳି ଅଘଟଣ । ସୂଚନା ଅନୁସାରେ, ସ୍ଥାନୀୟ କାନୁଟ ଗାଁ ଉପର ପଡାଠାରେ ଅଘଟଣ ଘଟିଛି। ଘରର ସବୁ ଲୋକ ଟିଭି ଦେଖୁଥିବା ବେଳେ ଗ୍ୟାସ…

ଫୋନ ନମ୍ୱର ବନ୍ଦ କରିବେ ଏଲନ ମସ୍କ, ଏକ୍ସରେ କରିବେ କଲ୍! 

ନୁୟର୍କ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଖୁବ୍‌ଶୀଘ୍ର ଫୋନ ନମ୍ବରକୁ ବନ୍ଦ କରିବେ ବୋଲି ଜଣାପଡିଛି। ସେ ନିଜେ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ମସ୍କ କହିଛନ୍ତି ଯେ, ବର୍ତ୍ତମାନ ସେ ଫୋନ ନମ୍ବର ବିନା ଲୋକଙ୍କ ସହ କଥା ହେବେ। ବର୍ତ୍ତମାନ ସେ କେବଳ ଏକ୍ସ ମାଧ୍ୟମରେ…

ଅତିଥି ବେଶରେ ଆସି ବିବାହ ମଣ୍ଡପରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଭୁବନେଶ୍ଵର: ରାଜଧାନୀରେ ଥମୁନି ଲୁଟେରାଙ୍କ ଉତ୍ପାତ । ଦିନକୁ ଦିନ ଏହା ଉଗ୍ର ରୂପ ଧରିଲାଣି । ପ୍ରତ୍ୟେକ ଦିନ କିଛି ନା କିଛି ଲୁଟର ଖବର ସାମ୍ନାକୁ ଆସୁଛି । ସେ ଛିନତାଇ ହେଉ କିମ୍ବା ଆପାର୍ଟମେଣ୍ଟରୁ ଚୋରୀ ଏଭଳି ଅନେକ ଘଟଣା ଘଟୁଛି । ତେବେ ଆଜି ଏପରି ଏକ ଅଭାବନୀୟ ଘଟମା ସାମ୍ନାକୁ ଆସିଛି…

‘ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳା- ୨୦୨୪’ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ନୂଆଦିଲ୍ଲୀ: ୫୨ତମ ‘ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳା ୨୦୨୪'କୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ(ଏନବିଟି) ପକ୍ଷରୁ ଏହି ପୁସ୍ତକ ମେଳା ଆୟୋଜିତ…

ବାଉଚରଙ୍କ ବୟାନ ପରେ ପତ୍ନୀଙ୍କ ପ୍ରତିକ୍ରିୟା ନେଇ ମୁହଁ ଖୋଲିଲେ ରୋହିତ

ମୁମ୍ବାଇ: ଆଇପିଏଲ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟେଇ ଦେଇଛି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ମୁମ୍ବାଇ ୫ଥର ଚାମ୍ପିୟନ କରାଇଥିବା ରୋହିତଙ୍କୁ ହଟାଇବା ନେଇ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ…

ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତହ୍ୟସ୍ଥଳ ମାନ୍ୟତା

କୋରାପୁଟ: ଗୁପ୍ତେଶ୍ୱର ବନାଞ୍ଚଳକୁ ମିଳିଲା ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା। ଏନେଇ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ବିଭାଗୀୟ ଅତିରିକ୍ତ ଶାସନ ସଚିବଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହା ରାଜ୍ୟର ଚତୁର୍ଥ…