Latest Odisha News

BREAKING NEWS

Browsing Category

ଫିଚର

ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କଲେ ମୁଖ୍ୟମନ୍ତ୍ରୀ; ବର୍ଷକ ଭିତରେ ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା

ବରଗଡ଼: ନିର୍ବାଚନ ସମୟରେ ପଦ୍ମପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ। ବରଗଡ଼ ଝାରବନ୍ଧରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଷେ…

ଗପ ହେଲା ସତ ; କାଉର ବୁଦ୍ଧି ଦେଖି ହେବେ ଆଶ୍ଚର୍ଯ୍ୟ…

ଶୀତ ଯାଇ ଖରାଦିନ ଆସିଲାଣି । ଧୀରେ ଧୀରେ ବଢ଼ିଲାଣି ତାପମାତ୍ରା  । ଆଉ ଖରା ତାପରୁ ଟିକିଏ ମୁକ୍ତି ପାଇବା ପାଇଁ ରାସ୍ତାରେ ବିକ୍ରି ହେଲାଣି ଥଣ୍ଡା ପାନୀୟ ସାଙ୍ଗକୁ ତଟକା ତରଭୁଜ । ଏହି ଖରାଦିନରେ ଅନେକ କାହାଣୀ ଆମେ ଶୁଣିଛେ ଦେଖିଛେ କିନ୍ତୁ ଆଜିବି ମନେ ଅଛି ପିଲାଦିନର ସେହି କାହାଣୀ  ।…

ନିକ୍କି ଯାଦବ ହତ୍ୟା ଘଟଣା: ଷଡଯନ୍ତ୍ରରେ ସାମିଲ ଥିଲେ ଦିଲ୍ଲୀ ପୋଲିସ କର୍ମଚାରୀ

ନୂଆଦିଲ୍ଲୀ: ନିକ୍କି ଯାଦବ ହତ୍ୟାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମିଳିଥିବା ତଥ୍ୟ ଅନୁଯାୟୀ, ନିକ୍କିର ହତ୍ୟା ୫ଜଣ ମିଶି କରିଥିଲେ । ଏହି ୫ ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ଜଣେ ପୋଲିସ କର୍ମଚାରୀ । ଏହି ପୋଲିସ କର୍ମଚାରୀଜଣକ ଦିଲ୍ଲୀ ପୋଲିସର କନେଷ୍ଟବଲ ।…

ଭୂମିକମ୍ପ ପୀଡ଼ିତ ସିରିଆ ଉପରେ ମିସାଇଲ୍ ମାଡ଼ କଲା ଇସ୍ରାଏଲ୍‌; ୧୫ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ଭୂମିକମ୍ପ ପୀଡ଼ିତ ସିରିଆଇରେ ଇସ୍ରାଏଲ୍‌ର ମିସାଇଲ ମାଡ଼। ରବିବାର ସକାଳେ ଇସ୍ରାଏଲ୍‌ ସିରିଆର ରାଜଧାନୀ ଦମିସ୍କରେ ମିସାଇଲ ମାଡ଼ କରିଛି। ଲୋକେ ରହୁଥିବା ଏକ ବିଲ୍‌ଡିଂରେ ଆକ୍ରମଣ କରିଛି ଇସ୍ରାଏଲ୍। ଏଥିରେ ୧୫ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ…

ମହିଳା ପ୍ରିମିୟର ଲିଗ୍‌ରେ ସ୍ମୃତି ମନ୍ଧାନା RCB କ୍ୟାପ୍ଟେନ୍; ଘୋଷଣା କଲେ ବିରାଟ ଓ ଡୁପ୍ଲେସିସ୍

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍‌(WPL)ରେ ରୟାଲ ଚ୍ୟାଲେଞ୍ଜର୍ସ(RCB) ବାଙ୍ଗାଲୋର ଅଧିନାୟକ ହେବେ ସ୍ମୃତି ମନ୍ଧାନା। ଏନେଇ ଟିମ୍ ପକ୍ଷରୁ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି କରି ସୂଚନା ଦିଆଯାଇଛି। ଏହି ଭିଡିଓରେ ଆଇପିଏଲ୍‌ରେ RCBର ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲି ଓ ବର୍ତ୍ତମାନ…

ପୁତୁରା ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଲେ ପୂର୍ବତନ ସରପଞ୍ଚ

ଗୁଜରାଟ: ଭାରତୀୟ ବିବାହରେ, ଆପଣ ନିଶ୍ଚିତ ଭାବେ ବର କନ୍ୟାଙ୍କ ବିବାହର ଅନେକ ଭାଇରାଲ ଭିଡିଓ ଦେଖିଥିବେ । ତେବେ ଏମିତି ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଭିଡିଓଟିରେ ଲୋକମାନେ ବିବାହ ସମାରୋହରେ ଘରର ଛାତରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍ ଉଡୁଥିବା ଦେଖିବାକୁ ମିଳିଛି।…

ଇସିଙ୍କ ନିର୍ଦ୍ଦେଶ ବିରୋଧରେ ସୋମବାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ଉଦ୍ଧବ ଠାକରେ

ମୁମ୍ବାଇ: ଗତ ଶୁକ୍ରବାର ନିର୍ବାଚନ କମିଶନ ଏକନାଥ ସିନ୍ଦେଙ୍କ ଦଳକୁ ପ୍ରକୃତ ଶିବସେନା କହିବା ସହ ଦଳୀୟ ନାଁ ଓ ଧନୁ ତୀର ଚିହ୍ନ ସିନ୍ଦେଙ୍କ ଟିମ୍ ବ୍ୟାବହାର କରିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଜେପି ଓ ସିନ୍ଦେଙ୍କ ପକ୍ଷରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିବା ବେଳେ ଉଦ୍ଧବ…

ଆଜି ମୁଁ ଗିରଫ ହୋଇପାରେ: ସିବିଆଇ ସମନ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।  ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗରେ ଗତକାଲି ସିବିଆଇ ତାଙ୍କୁ ଏକ ସମନ ଜାରି କରି କାର୍ଯ୍ୟାଳୟରେ ହାଜର ହେବାକୁ କହିଥିଲା। ହେଲେ ସେ ବଜେଟ୍ କାରଣରୁ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ ବୋଲି ସୂଚନା…

ବୁଲେଟ୍‌ ପାଇଁ ବୋହୂକୁ ହତ୍ୟା; କହିଲେ ବୋହୂ ହୋଇଯାଇଛି ଫେରାର 

ଆରହା : ପୁଣି ସାମ୍ନାକୁ ଆସିଲା ବଧୂ ହତ୍ୟା ଅଭିଯୋଗ । ଯୌତୁକରେ ବୋହୂ ବୁଲେଟ୍ ଆଣିଲାନି ବୋଲି ବୋହୂର ଜୀବନ ନେଇଗଲେ ଶାଶୁଘର ଲୋକେ । ହତ୍ୟା ଦୋଷରୁ ମୁକୁଳିବା ପାଇଁ ବୋହୂର ରଚିଲେ ନାଟକ । ଏଭଳି ଚାଞ୍ଚଲ୍ୟକର ଘଟଣା ବିହାରର ଶାହପୁର ଥାନା ଅନ୍ତର୍ଗତ ଈଶ୍ୱରପୁର ଗାଁରେ ଘଟିଛି। ଯୌତୁକରେ…

ଜାଗର ଦେଖି ଫେରିବା ବେଳେ ଅଟୋକୁ ଧକ୍କା ଦେଲା ହାଇୱା, ଚାଲିଗଲା ୩ ଜୀବନ

ଅନୁଗୋଳ : ଜାଗର ଯାତ୍ରା ହେଲା ଶେଷ ଯାତ୍ରା । ଜାଗର ଦେଖି ଫେରିବା ବେଳେ ଦୁର୍ଘଟଣା  । ଚାଲିଗଲା ୩ ଜୀବନ । ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଫଳରେ ୩ ଜଣକ ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ…