Latest Odisha News

BREAKING NEWS

Browsing Category

ଫିଚର

ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ଆଉ ଏକ ଟ୍ରକ୍; ଡ୍ରାଇଭର ଓ ହେଲ୍‌ପର ଗୁରୁତର

ଭୁବନେଶ୍ୱର: ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକୁ ପଛରୁ ପିଟିଲା ଆଉ ଏକ ଟ୍ରକ୍। ଡ୍ରାଇଭର ଗୁରୁତର। ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ତମାଣ୍ଡୋ ଥାନା ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି।  ମିଳିଥିବା ଖବର ଅନୁସାରେ, ତମାଣ୍ଡୋ ଥାନା ଜାତୀୟ ରାଜପଥ ନିକଟରେ ଏକ ଟ୍ରକ୍ ରାସ୍ତା ଉପରେ…

ଦିବ୍ୟାଙ୍ଗ ପୁଅକୁ ପିଟି ପିଟି ମାରିଦେଲେ ସାବତ ମାଆ !

ନୟାଗଡ଼:  ଦିବ୍ୟାଙ୍ଗ ପୁଅକୁ ପିଟି ପିଟି ମାରିଦେଲେ ସାବତ ମାଆ ! ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସିମିଳିସାହି ଗାଁରୁ। ମୃତ ଦିବ୍ୟାଙ୍କ ପୁଅର ବୟସ ୩୭। ତାଙ୍କ ନାଁ ବିଜୟ ପ୍ରଧାନ। ମିଳିଥିବା ଖବର ଅନୁଯାୟୀ, ଦିବ୍ୟାଙ୍ଗ ବିଜୟ ପ୍ରଧାନଙ୍କ ଅଟୋ ଚଳାଇ ରୋଜଗାର କରୁଥିଲେ।…

କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ହୋଲି ଗିଫ୍ଟ: ବଢିପାରେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ଖୁବଶୀଘ୍ର ମିଳିପାରେ ଖୁସି ଖବର । ଖୁବଶୀଘ୍ର ସରକାର ତାଙ୍କ କର୍ମଚାରୀଙ୍କୁ ଦେବେ ହୋଲି ଗିଫ୍‌ଟ । ସରକାର ଆଗାମୀ ୧୫ ଦିନ ଭିତରେ କର୍ମଚାରୀଙ୍କ ମହଙ୍ଗା ଭତ୍ତ ବା ଡିଏ । ଉପରେ ଗୁରୁତ୍‌୰ପୂର୍ଣ୍ଣ ନିଷ୍ପତି ନେଇ ପାରନ୍ତି । ମାର୍ଚ୍ଚ ୧ ତାରିଖ ହେବ…

କମିବ ପେନସିଲ ସାର୍ପନର,ତରଳଗୁଡ ଓ ଟ୍ରାକିଂ ଡିଭାଇସର ଦାମ

ନୂଆଦିଲ୍ଲୀ:ଶସ୍ତା ହେବ ପେନସିଲ ସାର୍ପନର,ତରଳଗୁଡ ଓ ନିର୍ଦ୍ଦିଷ୍ଟ ଟ୍ରାକିଂ ଡିଭାଇସ । କାରଣ ଏସବୁ ସାମଗ୍ରୀ ଉପରୁ ଟିକସ କମାଇଛି ଜିଏସଟି ପରିଷଦ । ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ଅଧ୍ୟକ୍ଷତାରେ ଶନିବାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ପରିଷଦର ୪୯ ତମ ବୈଠକରେ ଏପରି ନିଷ୍ପତ୍ତି…

ବଦଳିଲା ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ

ଭୁବନେଶ୍ୱର: ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ପାଇଁ ବଦଳିଲା ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ।ଏଣିକି ସର୍ବନିମ୍ନ ଦ୍ବାଦଶ ଉତ୍ତୀର୍ଣ୍ଣ ନ ହେଲେ କରିପାରିବନି ଏହି ଚାକିରୀ । ବୟସସୀମା ବି ଧାର୍ଯ୍ୟ କରିଛନ୍ତି  ସରକାର । ପୋଷଣ ୨.୦ ଏବଂ ସକ୍ଷମ ଅଙ୍ଗନବାଡି ନିୟମାବଳୀ ଅନୁଯାୟୀ ଏହି…

ଉପନିର୍ବାଚନ ପ୍ରତିଶ୍ରୁତି ରଖିଲେ; ଆଜି ପଦ୍ମପୁର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ବରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଯାଉଛନ୍ତି । ପଦ୍ମପୁର ଉପନିର୍ବାଚନ ପରେ ଏହା ତାଙ୍କର ପ୍ରଥମ ପଦ୍ମପୁର ଗସ୍ତ । ଉପନିର୍ବାଚନରେ ବିପୁଳ ବିଜୟ ପରେ ଶୀଘ୍ର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ପୂରଣ…

ନିର୍ମଳାଙ୍କ ‘ନା’ ପରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ଜାଗିଲା ବିଜେଡି

ଭୁବନେଶ୍ୱର: ଚଳିତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଚତୁର୍ଦ୍ଦଶ ଅର୍ଥ କମିଶନ ସାଧାରଣ ରାଜ୍ୟ ଓ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମଧ୍ୟରେ କୌଣସି ପ୍ରଭେଦ ରଖିନଥିବାରୁ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ମିଳିବ ନାହିଁ।…

ମାଗଣା ଆଇଏଏସ ପରୀକ୍ଷା କୋଚିଂ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟ ସରକାର ମାଗଣା ଆଇଏଏସ କୋଚିଂ ଦେବେ। ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏହି କୋଚିଂ ଦେବ। ଏହାପୂର୍ବରୁ ମାଗଣା କୋଚିଂ ନେବାକୁ ଏକ ପରୀକ୍ଷା କରିବେ ରାଜ୍ୟ ସରକାର। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି…

ତିନି ଘଣ୍ଟା ବିଳମ୍ବରେ ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ପ୍ରାୟ ୩ ଘଣ୍ଟା ବିଳମ୍ବରେ ରାତି ୧ ଟା ୦୮ ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିଛି। ମହାଦୀପ ଦର୍ଶନ ପରେ ବ୍ରତାଧାରୀମାନେ ନିଜ ବ୍ରତ ସମାପନ କରିଛନ୍ତି। ଆଜି ମହାଦୀପ ଉଠିବା ବେଳେ ଭକ୍ତଙ୍କ ହୁଳହୁଳି ଏବଂ ହର ହର ମହାଦେବ ଧ୍ୱନରି ପ୍ରକମ୍ପିତ ହୋଇ ଉଠିଥିଲା ଗଗନ-ପବନ।…

ମଧ୍ୟାହ୍ନଭୋଜନ ଖାଇ କନ୍ୟାଶ୍ରମର ଜଣଙ୍କର ମୃତ୍ୟୁ, ୨୫ ଅନ୍ତେବାସୀ ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ୱର: ଶନିବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ବାଲେଶ୍ୱର ଜିଲ୍ଲା ସୋରରେ ଥିବା ଏକ କନ୍ୟାଶ୍ରମର  ୨୫ ଜଣ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏବେ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ଜିଲାର ନୀଳଗିରିରେ ଥିବା ଏକ କନ୍ୟାଶ୍ରମର…