Latest Odisha News

BREAKING NEWS

Browsing Category

ଫିଚର

ନୋଟିସ ଦେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଦ୍ବିତୀୟ ଥର ଆସିଲେ କ୍ରାଇମବ୍ରାଞ୍ଚ ଅଧିକାରୀ

ନୂଆଦିଲ୍ଲୀ: ବିଜେପି ଆପ୍ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ବୋଲି ଆମ୍ ଆଦମୀ ପାର୍ଟି କରିଥିବା ଅଭିଯୋଗର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପହଁଚିବା ପରେ ଶନିବାର ମଧ୍ୟ ଦ୍ବିତୀୟ ଥର ପାଇଁ ପ୍ରମାଣ ମାଗିବାକୁ ଦିଲ୍ଲୀ ପୁଲିସ…

‘ପ୍ରଧାନମନ୍ତ୍ରୀ ମୋଦି ଏବେ ‘ପୁଜାରୀମାନଙ୍କ ସମ୍ରାଟ’ରେ ପରିଣତ ହୋଇଛନ୍ତି’

ନୂଆଦିଲ୍ଲୀ: ଦୀର୍ଘ ୩୧ ବର୍ଷ ପରେ ଜ୍ଞାନବ୍ୟାପି ମସଜିଦର ତଳ ମହଲାରେ ହିନ୍ଦୁ ପକ୍ଷଙ୍କ ପୂଜା କରାଯିବାକୁ ନେଇ ମୋଦି ସରାକରଙ୍କ ଉପରେ ବର୍ଷିଛନ୍ତି ଏଆଇଏମ୍ଆଇଏମ୍ ସଭାପତି ଅସଦୁଦ୍ଦିନ ଓବେସି । ମୁସଲମାନ ସଂଗଠନ ସହ ଭେଦଭାବ କରୁଥିବା କହିଛନ୍ତି ଓବେସି । ଓବେସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ଗର୍ଭାଶୟ କ୍ୟାନସରରେ ମୃତ୍ୟୁ ଖବରର ଦିନକ ପରେ ପୁନମ ପାଣ୍ଡେ କହିଲେ ‘ମୁଁ ଜୀବିତ’

ମୁମ୍ବାଇ: ଗର୍ଭାଶୟ କର୍କଟରେ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ମୃତ୍ୟୁ ବରଣ କରିଥିବା ଖବର ଉପରୁ ହଟିଲା ପରଦା। ନିଜ ମୃତ୍ୟୁର ଦିନକ ପରେ ପୁନମ କହିଛନ୍ତି, 'ମୁଁ ଜୀବିତ ଅଛି'। ସେ ଇନଷ୍ଟାଗ୍ରାମରେ ସଫେଇ ଦେଇଛନ୍ତି ଯେ ସେ ସୁସ୍ଥ ଅଛନ୍ତି ଏବଂ କର୍କଟ ରୋଗ ପାଇଁ ସଚେତନତା ସୃଷ୍ଟି କରିବା…

ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସ ସେବା ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ: ରେଳମନ୍ତ୍ରୀ

ସମ୍ବଲପୁର: ଆଉ କିଛି ସମୟ ପରେ ସମ୍ବଲପୁରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଆଇଆଇଏମ୍ ର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମ୍ବଲପୁରରେ ପହଞ୍ଚିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀ ଆଜି ସକାଳେ ସମ୍ବଲପୁର…

ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହେବେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ । ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହେବେ ଆଡଭାନୀ । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ଖିଦ୍ ପ୍ରଧାନମନ୍ତ୍ରୀ…

କୁହୁଡି କାରଣରୁ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ୨ ମୃତ ୧୭ ଆହତ

କଟକ/ମୟୂରଭଞ୍ଚ/ବାଲେଶ୍ୱର: ଆଜି ସକାଳୁ ରାଜ୍ୟର ପୃଥକ ପୃଥକ ସ୍ଥାନରୁ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଯେଉଁଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଭିନ୍ନ ଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ,…

ଭାରସାମ୍ୟ ହରାଇ କାନ୍ଥରେ ପିଟି ହେଲା କାର୍‌, ଚାଲିଗଲା ୪ ଜୀବନ

କଟକ: କୁହୁଡି ହେଲା କାଳ । ବିବାହ ଭୋଜି ଖାଇ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା । ଏକାଥରକେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅଧୀନ ଗଦାଧରପୁର ଗାଁ ନିକଟରେ । ଖବର ଅନୁଯାୟୀ, ଗତକାଲି ଏକ ବିବାହ ଭୋଜିରେ ଯୋଗଦେବାକୁ କାର…

ହାତ ଶିବିରରେ ମୋଦୀଙ୍କ ପ୍ରଶଂସକ 

ନୂଆଦିଲ୍ଲୀ:ଜାତୀୟ ରାଜନୀତିର ଦୁଇଟି ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ। ଦୁହିଁଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଚାଲିଥିବା କଡ଼ା ଟକ୍କର ମଧ୍ୟରେ ଏକ ଭିନ୍ନ କଥା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସକ ହେଉଛନ୍ତି କଂଗ୍ରେସ ଦଳର ଜଣେ ଟାଣୁଆ ନେତା। ଏକଥା ଏବେ ସବୁଠି…

ଆଜିଠୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ଯୋଗଦେବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାଷାବିତ୍

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଭୁବନେଶ୍ବର ଜନତା ମଇଦାନରେ ୩ ଦିନ ଧରି ଚାଲିବ ବିଶାଳ ଭାଷା ମହାକୁମ୍ଭ । ଏହି ସମ୍ମଳନୀକୁ ଆଜି ଦିନ ୧୧ଟା ବେଳେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ଦେଶ ତଥା ଦେଶ ବାହାରେ ଥିବା ସମସ୍ତ…

ରାଜସ୍ଥାନରୁ ରାଜ୍ୟସଭା ଯିବେ ସୋନିଆ ଗାନ୍ଧି!

ନୂଆଦିଲ୍ଲୀ:ଦିନ କେଇଟା ପରେ ଅନୁଷ୍ଠିତ ହେବ ରାଜ୍ୟସଭାକୁ ସାଂସଦ ପଠେଇବା କାର୍ଯ୍ୟକ୍ରମ। ସେହି କ୍ରମରେ କିଏ କେଉଁଠୁ ଦାବିଦାର ହେବ, ଦଳ କାହାକୁ ବଛିବ ସେ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ନେଇ ଆରମ୍ଭ ହୋଇଗଲାଣି ଆଲୋଚନା। ଶୁଣିବାକୁ…