Latest Odisha News

BREAKING NEWS

Browsing Category

ଫିଚର

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପାଇ ସୋରେନ

ରାଞ୍ଚି: ଝାଡ଼ଣ୍ଡରରେ ଚାଲିଥିବା ରାଜନୈତିକ ଡ୍ରାମା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ୍ ନେତା ଚମ୍ପଇ ସୋରେନ । ବିଧାୟକ ଦଳର ନେତା ହେବା ପରେ ଗୁରୁବାର ରାତିରେ ରାଜ୍ୟପାଳ ସିପି ରାଧାକୃଷ୍ଣଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି…

ମୋଦୀଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚ ସ୍ତରୀୟ ବୈଠକ

ଭୁବନେଶ୍ୱର: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସି ୫୮୧୬ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଛନ୍ତି, ଯାହା ଉପରେ ଗୁରୁବାର ମୁଖ୍ୟ ଶାସନ…

ଦୁଇଟି ଭିନ୍ନ ଘଟଣା: ରାଜ୍ୟପାଳ ଓ ଡିଜିପିଙ୍କ ଆଚରଣ ଜିତିଲା ରାଜ୍ୟବାସୀଙ୍କ ହୃଦୟ

ଭୁବନେଶ୍ୱର: ରାଜ୍ୟପାଳ ଓ ଡିଜିପିଙ୍କ କରୁଣା ଓ ନମ୍ରତାର ଦୁଇଟି ଘଟଣା ରାଜ୍ୟବାସୀଙ୍କ ହୃଦୟକୁ, ବିଶେଷ କରି ରାଜ୍ୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ହୃଦୟକୁ ଛୁଇଁଛି। ରାଜଭବନର ଚତୁର୍ଥ ଶ୍ରେଣୀ କର୍ମଚାରୀ ପତିତପାବନ ରାଉତରାୟଙ୍କ ଝିଅଙ୍କ ବିବାହ ସମୟରେ ଏହି ଘଟଣା ଘଟିଛି। ବାରମ୍ବାର…

ଓଡିଶାରେ ବିଧାୟକ କିମ୍ବା ସାଂସଦ ଟିକେଟ ପାଇଁ ଅନଲାଇନ ଆବେଦନ ପନ୍ଥା ଆପଣାଇଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ଟିକେଟ ବଣ୍ଟନ ପାଇଁ ଅନଲାଇନ୍ ଆବେଦନ ବ୍ୟବସ୍ଥା ଗ୍ରହଣ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ବୋଲି ଦଳର ରାଜ୍ୟ ପ୍ରଭାରୀ ଅଜୟ କୁମାର ଘୋଷଣା କରିଛନ୍ତି। ବିଧାୟକ କିମ୍ବା ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ଦଳୀୟ ନେତାମାନଙ୍କୁ…

ଅନ୍ତରୀଣ ବଜେଟରେ ଓଡ଼ିଶାର ରେଳବାଇକୁ ମିଳିଲା ୧୦ ହଜାର ୫୩୬ କୋଟି ଟଙ୍କା, ପାଇପ୍ ଲାଇନରେ ରହିଛି ଅଧିକ ପ୍ରକଳ୍ପ

ଭୁବନେଶ୍ବର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷପାଇଁ ଅନ୍ତରୀଣ ବଜେଟରେ ଓଡ଼ିଶାରେ ରେଳବାଇର ବିକାଶ ପାଇଁ ୧୦,୫୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ରେଳବାଇ ପାଇଁ ଗତ ତିନି ବର୍ଷ…

ଖୋଲା ଆକାଶ ତଳେ ପ୍ରଭୁ ଶ୍ରୀଜଗନ୍ନାଥ, ଭଦ୍ରକରେ ଭକ୍ତଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ

ଭଦ୍ରକ: ଭଦ୍ରକର ନେହେରୁ ଷ୍ଟାଡିୟମରେ ସାଂସ୍କୃତିକ ଉତ୍ସବ ପରେ ମହାପ୍ରଭୁଙ୍କ ମୂର୍ତ୍ତି ଖୋଲା ଆକାଶ ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ଜାନୁଆରି ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଓରମାସ୍ ଓ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଲୋକପର୍ବ ଭଦ୍ରାଯାନୀ ଲୋକ ମହୋତ୍ସବ ପାଇଁ ଏହି ମୂର୍ତ୍ତି…

ଡେନେସ ଡ୍ରାମା: ଆପଣ ଜାଣନ୍ତି କି ସଚିନ ସମେତ ୬ ଖେଳାଳିଙ୍କ ଉପରେ ଲଗା ଯାଇଥିଲା ବଲ ଟ୍ୟାମ୍ପରିଂ ଅଭିଯୋଗ

ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ୨୦୦୧ ଦକ୍ଷିଣ ଆଫ୍ରିକା ଗସ୍ତକୁ କିଏ ବା ଭୁଲି ପାରିବ । ଦ୍ୱିତୀୟ ଟେଷ୍ଟ ଅବସରରେ ଭାରତର ୬ଜଣ ଖେଳାଳିଙ୍କ ବିରୋଧରେ ଆସିଥିଲା ବଲ ଟ୍ୟାମ୍ପରିଂ ଅଭିଯୋଗ । ଏହି ଅଭିଯୋଗରୁ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ସୌରଭ…

ଢେଙ୍କାନାଳ ଲୋକସଭା ଆସନ: ପୁଣିଥରେ ମହେଶ-ରୁଦ୍ର ଲଢେଇ !

ଢେଙ୍କାନାଳ: ଢେଙ୍କାନାଳ ସାଂସଦ ତଥା ବିଜେଡ଼ି ନେତା ମହେଶ ସାହୁ ଓ ବିଜେପିର ରୁଦ୍ରନାରାୟଣ ପାଣିଙ୍କ ପ୍ରାର୍ଥୀତ୍ୱକୁ ନେଇ ଢେଙ୍କାନାଳରେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଲୋକସବା ନିର୍ବାଚନରେ ଏହି ଦୁଇ ନେତାଙ୍କୁ ପୁନର୍ବାର ରିପିଟ କରାଯିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ…

ନିର୍ବାଚନ ପୂର୍ବରୁ ପାକିସ୍ତାନରେ ପେଟ୍ରୋଲ ଡିଜେଲ ଦର ଆଶାତୀତ ବୃଦ୍ଧି

ଇସଲାମାବାଦ: ପାକିସ୍ତାନରେ ନିର୍ବାଚନ ପୂର୍ବରୁ ପେଟ୍ରେଲ ଓ ଡିଜେଲ ଦର ଆକାଶ ଛୁଆଁ। ପେଟ୍ରୋଲ ଲିଟର ପିଛା ୧୩ଟଙ୍କା ୫୫ପଇସା ବୃଦ୍ଧି କରାଯାଇଛି। ତେବେ ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲ ଦର ୨୫୯.୩୪ରୁ ୨୭୯.୮୯ଟଙ୍କାକୁ ବୃଦ୍ଧି ପାଇଛି। ହାଇ ସ୍ପିଡ୍ ଡିଜେଲ (HSD)ର ମୂଲ୍ୟ ପିକେଆର ୨.୭୫…