Latest Odisha News

BREAKING NEWS

Browsing Category

ଫିଚର

ସରକାରୀ ଲାଭ ହାସଲ ପାଇଁ ଜଣେ ମହିଳା ୧୨ ଥର ମିଛ ଗର୍ଭପାତ କରାଇଥିଲେ

ନୂଆଦିଲ୍ଲୀ: ଇଟାଲୀର ଜଣେ ମହିଳା ସରକାରୀ ସୁବିଧା ହାତେଇବା କିପରି ମିଛ କହିଥିଲେ ତାହା ଏବେ ଖୁଲାସା ହୋଇଛି । ମହିଳା ଜଣଙ୍କ ୧୨ ଥର ଗର୍ଭପାତ କରାଇଥିବା ମିଛ ପ୍ରମାଣ ଦେଇ ଛୁଟି ଏବଂ ଅନ୍ୟ ସୁବିଧା ସୁଯୋଗ ସମେତ ୯୮ ଲକ୍ଷ ଟଙ୍କା ସରକାରୀ ଫାଇଦା ହାସଲ କରିଥିଲେ । ୨୪ ବର୍ଷ ଧରି ସେ ଏହି…

୧୫ ବର୍ଷ ୫୦୦ ବଲର ଅଭ୍ୟାସ ସର୍ଫରାଜଙ୍କୁ ସଫଳତା ଦେଇଛି

ରାଜକୋଟ: ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟରେ ଭାରତର ସର୍ଫରାଜ ଖାଁ ପଦାର୍ପଣ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସର୍ଫରାଜଙ୍କ ଏହି ସଫଳତା ପଛରେ ତାଙ୍କ ବାପା ନୈଶାଦ ଖାଁଙ୍କ ଗୁରୁମନ୍ତ୍ର ବେଶ କାମ ଦେଇଛି । ସେ ସର୍ଫରାଜଙ୍କୁ ୧୫ ବର୍ଷ କାଳ ପ୍ରତ୍ୟେକ ଦିନ ୫୦୦ ବଲ ଅଭ୍ୟାସ କରିବା ପାଇଁ…

ରଣଜୀ ଟ୍ରଫି: ନୈରାଶ୍ୟଜନକ ଢଙ୍ଗରେ ଶେଷ ହେଲା ଓଡିଶାର ଅଭିଯାନ

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ନୈରାଶ୍ୟଜନକ ଢ଼ଙ୍ଗରେ ତାର ଅଭିଯାନ ଶେଷ କରିଛି । ଶେଷ ଲିଗ ମ୍ୟାଚରେ ଦିଲ୍ଲୀଠାରୁ ହାରିବା ପରେ ଓଡିଶା ଗ୍ରୁପ ଡିରେ ୭ମ ସ୍ଥାନରେ ରହିଛି । ଦଳ ଓଭରାଲ ୭ ମ୍ୟାଚରୁ ୧୨ ପଂଏଟ ହାସଲ କରିପାରିଛି । ଦିଲ୍ଲୀ ବିପକ୍ଷରେ ଓଡିଶା ପ୍ରଥମେ ବ୍ୟାଟିଂ…

ରାମଚରଣଙ୍କ ପରେ ସୂରିୟାଙ୍କ ସହ ଫିଲ୍ମ କରିବେ ଜାହ୍ନବୀ

ମୁମ୍ବାଇ: ଧଡକ ଫିଲ୍ମ ମାଧ୍ୟମରେ ବଲିଉଡରେ ପଦାର୍ପଣ କରିଥିବା ଜାହ୍ନବୀ କାପୁରଙ୍କ ଚାହିଦା ଦକ୍ଷିଣ ଭାରତ ଫିଲ୍ମରେ ବୃଦ୍ଧି ପାଇବାରେ ଲାଗିଛି । ସାଉଥ ସୁପରଷ୍ଟାର ରାମଚରଣଙ୍କ ସହ ସେ ଆରସି ୧୬ ଫିଲ୍ମ ସାଇନ କରିଛନ୍ତି । ଏହା ବୁଚି ବାବୁ ସନା ନିର୍ଦ୍ଦେଶନା ଦେବେ । ଜାହ୍ନବୀ ଜୁନିୟର…

୫୦୦ରୁ ୫୦୧ ୱିକେଟ ନେବା ଭିତରେ ବହୁତ କିଛି ଘଟିଗଲା

ରାଜକୋଟ: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଅନେକ ଚାପରେ ଥିବା ସତ୍ୱେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପ୍ରଦର୍ଶନ ଦଳରେ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ରାଜକୋଟରେ ସେ ତାଙ୍କ କ୍ୟାରିୟରର ୫୦୦ ୱିକେଟ…

ଫେବୃଆରୀ ୨୧ ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ

ଭୁବନେଶ୍ୱର: ବିଜେଡ଼ି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଆଜିର ଦିନରେ ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ନବୀନ ସରକାରରେ ରାଜ୍ୟର ମହିଳାମାନେ…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ

ଭୁବନେଶ୍ୱର:ହାତ ଛାଡ଼ିଲେ ନବୀନ ଦାସ। ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ନିଜର ଇସ୍ତଫା ପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। କେବଳ ସେ…

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ବାର ଯଥାଶୀଘ୍ର ଖୋଲିବାକୁ ଦାବି କଲା ଆପ୍ ୟୁଥ୍ ଟିମ୍

ପୁରୀ: ପୂର୍ବ ପରି ଶ୍ରୀମନ୍ଦିର ୪ ଦ୍ଵାର ଦେଇ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ଦାବି କରିଛି ଆପ୍ ୟୁଥ୍ ଟିମ୍ । ଯାହାକୁ ନେଇ ଆଜି ଆପ୍ ତରଫରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଭକ୍ତ ଏବଂ ପୁରୀ ବାସୀଙ୍କ…

ବଜାରରେ ସେନା ୟୁନିଫର୍ମର ବେଆଇନ ବିକ୍ରି, ପୋଲିସ ଓ ସେନାର ମିଳିତ ଚଢ଼ାଉ

ବ୍ରହ୍ମପୁର: ଖୋଲା ବଜାରରେ ମିଳୁଛି ଭାରତୀୟ ସେନାର ୟୁନିଫର୍ମ କପଡା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଖବରପାଇବା ପରେ ବ୍ରହ୍ମପୁର ଟାଉନ ଥାନା ପୁଲିସ ଓ ମିଲିଟାରୀ ଗୁଇନ୍ଦା ସଂସ୍ଥା ଏହି ଦୋକାନ ଉପରେ ମିଳିତ ଚଢାଉ କରିଛି । ଚଢାଉ ବେଳେ ୪୮୮ ମିଟର କପଡ଼ା ଜବତ କରିଛନ୍ତି,…

କାଲି ମାଟ୍ରିକ ପରୀକ୍ଷା, ଆଜି ରାଜରାସ୍ତାରେ ଶିକ୍ଷକ

ଭୁବନେଶ୍ୱର:ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ଆରମ୍ଭ ହୋଇଯିବ ସ୍କୁଲ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସ୍ତୁତି ଚାଲିଥିବା ବେଳେ ରାଜରାସ୍ତାରେ ମାଧ୍ୟମିକ ସ୍କୁଲ ଶିକ୍ଷକ । ଦାବି ପୂରଣ ପାଇଁ ଦୀର୍ଘ ୧୨ ଦିନ ହେଲା ଭୁବନେଶ୍ବର ଗାନ୍ଧୀ ମାର୍ଗରେ…