Latest Odisha News
Browsing Category

ଫିଚର

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଆଜି ପବିତ୍ର ମାଘ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସନ୍ଧ୍ୟାରେ ସମୟରେ ଭକ୍ତଙ୍କ ଲାଗି ୩ ଘଣ୍ଟା…

ଦେଶରେ ଅଛନ୍ତି ୭୧୮ ସ୍ନୋ ଲିଓପାର୍ଡ, ଲଦାଖରେ ସର୍ବାଧିକ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ଭାରତୀୟ ବନ୍ୟଜୀବ ସଂସ୍ଥାନ ଦ୍ୱାରା ସ୍ନୋ ଲିଓପାର୍ଡ ଗଣତି କରାଯାଇଛି । ଏହି ଗଣନାରେ ଦେଶରେ ୭୧୮ ସ୍ନୋ ଲିଓପାର୍ଡ ରହିଥିବା ଜଣାପଡିଛି । ଯାହାକୁ ନେଇ ପରିବେଶପ୍ରେମୀ ଓ ପଶୁପ୍ରେମୀମାନେ ଉତ୍ସାହିତ ହୋଇ ପଡିଛନ୍ତି । କେନ୍ଦ୍ର ଜଳବାୟୁ ଜଙ୍ଗଲ ଓ ପରିବେଶ…

୧୯ ବର୍ଷରୁ କମ ବିଶ୍ୱକପ: ସୁପର ସିକ୍ସରେ ନ୍ୟୁଜିଲାଣ୍ଡକୁ ୨୧୪ ରନର ହରାଇଲା ଭାରତ

ବ୍ଲୋମଫୋର୍ଟନ: ଚଳିତ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତ ସୁପର ସିକ୍ସ ଅଭିଯାନ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ କରିଛି । ଗ୍ରୁପ ୧ ମୁକାବିଲାରେ ଭାରତ ୨୧୪ ରନରେ ନ୍ୟୁଜିଲାଣ୍ଡକୁ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ୱିକେଟ ବିନିମୟରେ ୨୯୫ ରନ କରିଥିଲା । ମୁଶୀର ଖାଁ…

ରାଜ୍ୟପାଳ ରଘୁବର ଦାସ ଦେଖିବେ ଫିଲ୍ମ “ଶାନ୍ତି ଆପାର୍ଟମେଣ୍ଟ”

ଭୁବନେଶ୍ବର: ଫେବୃଆରୀ ୨ରେ ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଶାନ୍ତି ଆପାର୍ଟମେଣ୍ଟ’ । ରାଜ୍ୟପାଳ ରଘୁବର ଦାସ ଏହି ସିନେମା ଦେଖିବେ । ଏଥିପାଇଁ ଚଳଚ୍ଚିତ୍ରର ନାୟିକା ରାଗିଣୀ ଓ ନିର୍ଦ୍ଦେଶକ ଅଶ୍ଵିନୀ ତ୍ରିପାଠୀ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ସହ ପ୍ରିମିୟରରେ ଯୋଗ…

ମାନବ ମସ୍ତିଷ୍କରେ ଚିପ୍ ପ୍ରତିରୋପଣ ସଫଳ ହୋଇଛି : ଏଲନ ମସ୍କ

ଓ୍ବାଶିଂଟନ: ଏବେ ହାତ ନୁହେଁ ମସ୍ତିଷ୍କ ନିର୍ଦ୍ଦେଶରେ ଚାଲିବ ଫୋନ ଓ କମ୍ପ୍ୟୁଟର। ବ୍ରେନରେ ଚିପ ପ୍ରତିରୋପଣ ସଫଳ ହୋଇଥିବା ସୂଚନା ଦେଇଛନ୍ତି ଏକ୍ସର ପ୍ରତିଷ୍ଠାତା ଏଲନ ମସ୍କ। ନ୍ୟୁରୋଲିଙ୍କ କମ୍ପାନୀ ମଣିଷଙ୍କ ମସ୍ତିଷ୍କରେ ଚିପ ଲଗାଇବା ସଫଳ ହୋଇଛି ବୋଲି ସେ ଘୋଷଣା କରିଛନ୍ତି ।ଯେଉଁ…

କଂଗ୍ରେସର ସାଂଗଠନିକ ପରିବର୍ତ୍ତନ: ମିନାକ୍ଷୀ ବାହିନୀପତି ରାଜ୍ୟ ମହିଳା କଂଗ୍ରେସ ସଭାପତି ନିଯୁକ୍ତ

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଘର ସଜାଡ଼ିବାରେ ଲାଗି ପଡିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶା କଂଗ୍ରେସ ସେତିକି ଚଳଚଞ୍ଚଳ ହୋଇ ଉଠୁଛି। ଗତକାଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଓଡ଼ିଶା ଗସ୍ତ ପରେ ଆଜି କଂଗ୍ରେସ ସାଂଗଠନିକ ସ୍ତରରେ ପରିବର୍ତ୍ତନ…

ବଜେଟ ଅଧିବେଶନ ପୂର୍ବରୁ ଗୃହକୁ ଫେରିବେ ନିଲମ୍ବିତ ୧୪୬ ସାଂସଦ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଚଳିତ ଅଧିବେଶନ ପୂର୍ବରୁ ସମସ୍ତ ନିଲମ୍ବିତ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରାଯିବ।ଗତ ଶୀତ ଅଧିବେଶନରେ ହଟ୍ଟଗୋଳ ଓ ଅଶୋଭନୀୟ ଆଚରଣ ପାଇଁ ଉଭୟ ଗୃହର ୧୪୬ସାଂସଦକୁ ନିଲମ୍ବିତ କରାଯାଇଥିଲା । ସମସ୍ତଙ୍କ ଉପରୁ ନିଲମ୍ବନ…

କ୍ରିକେଟର ମୟଙ୍କ ଅଗ୍ରୱାଲ ଆଇସିୟୁରେ

ଅଗରତାଲା: ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ରିପୋର୍ଟ ମୁତାବକ ସେ ଏବେ ଆଇସିୟୁରେ ଅଛନ୍ତି । କର୍ଣ୍ଣାଟକ ରଣଜୀ ଟିମର ଅଧିନାୟକ ମୟଙ୍କ ଅଗରତାଲାରୁ ମ୍ୟାଚ ଖେଳି ପ୍ରତ୍ୟାବର୍ତନ କରୁଥିଲେ । ଏୟାରପୋର୍ଟରେ ସେ ପ୍ଲେନ…

ଗୁପ୍ତ ତଥ୍ୟ ଲିକ୍ ମାମଲରେ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍। ଦେଶର ଗୁପ୍ତ ତଥ୍ୟ ପ୍ରଘଟ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ। ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି…

ରାଜଧାନୀର ଏକ ହୋଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ 

ଭୁବନେଶ୍ବର: କ୍ୟାପିଟାଲ ଥାନା ଅଞ୍ଚଳରେ ଏକ ହୋଟେଲ ରୁମରୁ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ରାଜସ୍ଥାନର‌ କ୍ଷେତ୍ରୀର ମିହିର ସି ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ମୃତକ ଜଣକ ନିଜକୁ ଅବସରପ୍ରାପ୍ତ ସେନା କର୍ମଚାରୀ ପରିଚୟ ଦେଇଥିଲେ। ସେ ଗତ ୨ରୁ…