Latest Odisha News

BREAKING NEWS

Browsing Category

ଫିଚର

ଭାଇରାଲ ହେଲା ବବି ଦେଓଲଙ୍କ ଉଦିରନ ଲୁକ

ମୁମ୍ବାଇ: ବବି ଦେଓଲଙ୍କ ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନଙ୍କୁ ଏକ ଚମତ୍କାର ଭେଟି ପ୍ରଦାନ କରିଛନ୍ତି । ଆନିମଲର ସଫଳତା ପରେ ଏବେ ସମସ୍ତଙ୍କ ନଜର ତାଙ୍କ ଆଗାମୀ ଫିଲ୍ମ କଙ୍ଗୁୱା ଉପରେ ରହିଛି । ସୂରିୟା ଅଭିନୀତ ଏହି ତାମିଲ ଫିଲ୍ମରେ ବବି ଖଳନାୟକ ଭୂମିକା କରୁଛନ୍ତି । ସୂରିୟା ଉଦିରନ…

ଆପ୍ ର ୭ ବିଧାୟକଙ୍କୁ ୨୫ କୋଟି ଟଙ୍କା ସହ ଟିକେଟ୍ ଯାଚୁଛି ବିଜେପି: କେଜ୍ରିୱାଲ

ନୂଆଦିଲ୍ଲୀ: ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ର ଆମ ଆପ୍ ର ୭ ଜଣ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ସେମାନଙ୍କୁ କୋଟି ଏ ଟଙ୍କା ସହ ବିଜେପି…

କୋଲକାତା ହାଇକୋର୍ଟର ଦୁଇ ବେଞ୍ଚର କନ୍ଦଳ ତୁଟାଇବେ ସୁପ୍ରିମକୋର୍ଟ !

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ହାଇକୋର୍ଟ ମାମଲା। ଗତକାଲି କଲିକତା ହାଇକୋର୍ଟର ଏକକ ଜଜ୍ ବେଞ୍ଚଙ୍କ ନିର୍ଦ୍ଦେଶ ଏବଂ ଡିଭିଜନ୍ ବେଞ୍ଚଙ୍କ ନିଷ୍ପତ୍ତି ମଧ୍ୟରେ ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ବିବାଦ ସମ୍ପର୍କରେ ଶୀର୍ଷ ଅଦାଲତ ନିଜ ଆଡ଼ୁ ଶୁଣାଣି ପାଇଁ କହିଛନ୍ତି।…

ସମ୍ବଲପୁର ଲୋକସଭା ଆସନ: ସୋସିଆଲ ମିଡ଼ିଆରୁ ବାହାରି ମୈଦାନରେ ଲଢିବେ କି ଧର୍ମେନ୍ଦ୍ର ଓ ବବି

ସମ୍ବଲପୁର: ରାଜନୀତି ଯୁଦ୍ଧ କ୍ଷେତ୍ରରେ ଉଭା ହେବେ କି ସୋସିଆଲ ମିଡି଼ଆରେ ଦୁଇ ଯୋଦ୍ଧା ବୋଲାଉଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଭାଇ ଓ କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ ବା ମୁକୁ ଭାଇ। ବବି ଭାଇ ଓ ମୁକୁ ଭାଇଙ୍କୁ ନେଇ ଏବେ ସମ୍ବଲପୁର ରାଜନୀତି ବେଶ ଉଷ୍ମ ହୋଇ ପଡ଼ିଛି।…

ଏଥର ବଜେଟରୁ କ’ଣ ଚାହୁଁଛି ମଧ୍ୟବିତ୍ତ ପରିବାର, ପ୍ରାତଃ ଭ୍ରମଣରେ ଦୁଇ ଚାକିରିଆଙ୍କ କଥା

ଭୁବନେଶ୍ୱର: ମୁଁ କ'ଣ ଆବଶ୍ୟକତା କରୁଛି, ମୁଁ ଘର ଚଳାଇବାକୁ କଣ କରିପାରିବି? ମୁଁ ଅନେକ ଥର ଦରମା ଗଣିବା ପରେ ଅନେକ ଥର ଅଭାବ ରହୁଛି। ଆଗକୁ ନିର୍ବାଚନ ଆସୁଛି, ତେଣୁ କେଇମାସ ପକେଟ ଉପରେ ବୋଝ କମିଯିବ ବୋଲି ଆଶା। ଏହା ହେଉଛି ଏକ ଚା ଖଟିରେ ସକାଳୁ ସକାଳୁ ଖବର କାଗଜ ପଢିବା ବେଳେ ଜଣେ…

ସବୁ ପ୍ରକାର ଫଳକୁ ପଛରେ ପକାଇଦେବ ଏହି ଫଳ, ଫାଇଦା ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ନିରୋଗ ରହିବାକୁ ହେଲେ ପ୍ରତିଦିନ ଫଳ ଖାଆନ୍ତୁ, କିନ୍ତୁ ଓଡ଼ିଶାରେ ଅଧିକାଂଶ ସୁସ୍ଥ ହେବାକୁ ଫଳ ଖାଇଥାନ୍ତି। ତେଣୁ ଆମ ଶରୀର ପାଇଁ ଫଳ କେତେ ଉପଯୁକ୍ତ ତାହା ତ ଏଇଠୁ ବୁଝିପାରୁଥିବେ। ସ୍ଵାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ କୁହନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ଗୋଟେ ଦିନରେ ଅତି କମ୍…

ଆରମ୍ଭ ହେଲା ଆଦିବାସୀ ମେଳା

ଭୁବନେଶ୍ଵର : ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଆଦିବାସୀ ମେଳା-୨୦୧୪ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାମ ବିଭାଗ…

ଫୋକସରେ ପଶ୍ଚିମ ଓଡ଼ିଶା: ଯେଉଁ ଦଳ ମନ ଜିିଣିବ; ତାକୁ ଜିତାଇବେ ଜନତା!

ଭୁବନେଶ୍ୱର: ୧୧ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମ ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡିଛି। ଶନିବାର ମା ସମେଲଇ ମନ୍ଦିର ପ୍ରକଳ୍ପର ଲୋକାର୍ପଣ କରି ରାଜ୍ୟ ସରକାର…

ନୂତନ ୟୁଥ ରେକର୍ଡ ସ୍ଥାପନ କଲେ ଜ୍ୟୋତ୍ସ୍ନା ଶବର

ଭୁବନେଶ୍ୱର: ଓଡିଶାର ଉଦୀୟମାନ ୱେଟଲିଫ୍ଟର ଜ୍ୟୋତ୍ସ୍ନା ଶବର ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସେ ୪୦ କିଗ୍ରା ବିଭାଗରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ଓଭରାଲ ୧୩୦ କେଜିର ଭାର ଉଠାଇଥିଲେ । ସ୍ନାଚରେ ୬୦ ଓ କ୍ଲିନ ଆଣ୍ଡ…

ପ୍ରେମିକକୁ ୧୦୮ଥର ଛୁରି ଭୁସି ହତ୍ୟା କଲେ, ନିର୍ଦ୍ଦୋଷ କହିଲେ କୋର୍ଟ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ଅଜବ ମାମଲା ସାମନାକୁ ଆସିଛି। ଜଣେ ମହିଳା ନିଜ ପ୍ରେମିକକୁ ୧୦୮ ଥର ଛୁରି ଭୁସି ହତ୍ୟା କରିଥିଲେ। ମାତ୍ର କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୮ରେ ବ୍ରାଇନ ନାମକ ଜଣେ ମହିଳା ତାଙ୍କ ପ୍ରେମିକ ଚାଡ ଓ’ମେଲିଆଙ୍କୁ ୧୦୮ ଥର…