Latest Odisha News

BREAKING NEWS

Browsing Category

ଫିଚର

ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ୱାସନ ମଧ୍ୟରେ ସ୍ୱାକ୍ଷର ହେଲା ମିଳିତ ରାଜିନାମା

ଭୁବନେଶ୍ୱର: ଆଜି ମହିଳା ଶିଶୁ ବିକାଶ ବିଭାଗ ଓ ୱାଟରସେଡ୍‌ ସପୋର୍ଟ ସର୍ଭିସେସ୍‌ ଆଣ୍ଡ୍‌ ଆକଫିଭିଟିଜ୍‌ ନେଟୱାର୍କ (ୱାସନ) ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହେଇଛି । ମହିଳା ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ମହିଳା ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ…

‘ନୂଆ-ଓ’ ଆଳରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଅନ୍ଧକାର କରିବାର ସରକାରୀ ଧମକ ଦିଆଯାଉଛି: ଅନିଲ ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଏ ଅଧିକାର କିଏ ଦେଲା ଯେ, ସରକାର ନିଜର ପ୍ରଚାର ପ୍ରସାର ପାଇଁ ସମଗ୍ର ଓଡିଶାର କଲେଜର ପାଠପଢା ଓ ପରୀକ୍ଷାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇପାରିବେ? ଓଡିଶାର ଶିକ୍ଷିତ ଯୁବଗୋଷ୍ଠୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଏକ ସୁଚିନ୍ତିତ ଷଡଯନ୍ତ୍ର ରଚିଛନ୍ତି । ଗୋଟିଏ…

ଲାଞ୍ଚ ନେଉଥିଲେ କେନ୍ଦ୍ରୀୟ ଜିଏସ୍‌ଟି ଅଧିକାରୀ, ମାଡି ବସିଲା ସିବିଆଇ

ରାଉରକେଲା: ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡିଲେ ଜିଏସଟି ଅଧିକାରୀ । ଜଣେ ଠିକାଦାର ଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କେନ୍ଦ୍ରୀୟ ଜିଏସଟି ବରିଷ୍ଠ ଅଧିକାରୀ ଅମର କାନ୍ତ କୁମାର । ସିଭିଲ ଟାଉନ କାର୍ଯ୍ୟାଳୟରେ ଜିଏସଟି ସୁପରିଟେଣ୍ଡେଣ୍ଟଙ୍କୁ ଜେରା କରୁଛି ସିବିଆଇ ।…

ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା: ମେ’ ୬ରୁ ଓଜେଇଇ ପରୀକ୍ଷା, ମୋଟ ୩୩ କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ମେ' ୬ ତାରିଖରୁ ୧୦ ତାରିଖ ଯାଏଁ ହେବ ପରୀକ୍ଷା । ରାଜ୍ୟ ମଧ୍ୟରେ ୩୦ ଓ ରାଜ୍ୟ ବାହାରେ ୩ ଟି କେନ୍ଦ୍ରରେ ହେବ ପରୀକ୍ଷା । ଓଜେଇଇ ପରୀକ୍ଷା ପାଇଁ ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବା ବେଳେ…

ସାଧାରଣ ନିର୍ବାଚନ ପାଇଁ ନୂଆ ବ୍ୟବସ୍ଥା: ଯେଉଁଠି ଡ୍ୟୁଟି ସେଇଠି ଭୋଟ୍ ଦେବେ ପୋଲିଂ କର୍ମଚାରୀ

ଭୁବନେଶ୍ବର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି । ପୁଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ଭୋଟ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ…

ଆଜିଠୁ ଭୁବନେଶ୍ୱର ଏମ୍ସରେ ଆରମ୍ଭ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ଡ୍ରୋନ୍ ସ୍ୱାସ୍ଥ୍ୟସେବା

ଭୁବନେଶ୍ବର: ଆଜିଠୁ ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେବ ଡ୍ରୋନ୍ ଯୋଗେ ସ୍ୱାସ୍ଥ୍ୟସେବା । ରୋଗୀଙ୍କ ପାଖରେ ପହଞ୍ଚିବ ମେଡିକାଲ ସୁବିଧା । ଗତ ମଙ୍ଗଳବାର ଏମ୍ସ ଠାରୁ ପ୍ରାୟ ୮୦ କିଲୋମିଟର ଦୂର ଟାଙ୍ଗୀ ଆଉଟରିଚ୍ ସେଣ୍ଟରକୁ ମାତ୍ର ୩୭ ମିନିଟ୍ ରେ ବ୍ଲଡ ସାମ୍ପଲ ପହଞ୍ଚାଇ ସଫଳତାର ସହ ଏହାର ଟ୍ରାଏଲ…

ମେରୀ କମଙ୍କ ଅବସର ବିବାଦ: କେତେବେଳେ ହଁ ତ କେବେ ନାଁ

ନୂଆଦିଲ୍ଲୀ: ବୁଧବାର ଭାରତର ମହାନ ମହିଳା ବକ୍ସର ହଠାତ ବକ୍ସିଂରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ତେବେ ପୁନର୍ବାର ତାଙ୍କର ଆଉ ଏକ ବୟାନ କ୍ରୀଡାପ୍ରେମୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଏବେ ସେ କହିଛନ୍ତି ମୁଁ ଅବସର ଘୋଷଣା କରି ନାହିଁ । ଯେବେ ମୁଁ ଅବସର ଘୋଷଣା…

ଆଜି ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି, ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଦେବେ ଯୋଗ

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଭାରତର ୭୫ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ହେବେ ଇମାନୁଏଲ ମାକ୍ରନ । ଆଜି ରାଜସ୍ଥାନରେ ପହଞ୍ଚିବେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର…

ଏଥର ଅନୁଗୋଳରୁ ପ୍ରାର୍ଥୀ କିଏ ?

ଭୁବନେଶ୍ୱର: ବିଜେଡ଼ିର ଗଡ଼ ଅନୁଗୋଳ। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସରକାର ଆସିବା ପରଠାରୁ ହିଁ ଜିଲ୍ଲାରେ ବିଜେଡ଼ି ବାଜିମାତ କରି ଆସୁଛି। ୨୦୦୦ ଓ ୨୦୦୪ ମସିହା ନିର୍ବାଚନକୁ ବାଦ ଦେଲେ ଜିଲ୍ଲାର ୫ଟି ଯାକ ବିଧାନସଭା ଆସନ ଅନୁଗୋଳ, ଛେଣ୍ଡିପଦା, ଆଠମଲ୍ଲିକ, ପାଳଲହଡ଼ା ଓ ତାଳଚେରରେ…

ଧରା ପଡିଲେ ଜମତାରା ଗ୍ୟାଙ୍ଗ, ୪ ଅଭିଯୁକ୍ତଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ

କେନ୍ଦୁଝର: କେନ୍ଦୁଝର ପୋଲିସର ବଡ ସଫଳତା । ସାଇବର କ୍ରାଇମ ପାଇଁ ବ୍ୟବହାର ହେଉଥିବା ନକଲି ୪ ହଜାର ସିମକାର୍ଡ଼ ବିକ୍ରି କରିଥିବା ୪ଜଣ ଅପରାଧୀଙ୍କୁ ଗିରଫ କରିଛି କେନ୍ଦୁଝର ଜିଲ୍ଲା ପୋଲିସ । ଏହି ୪ ହଜାରରୁ ଉର୍ଦ୍ଧ୍ଵ ନକଲି ସିମ୍ କାର୍ଡ଼ ଝାଡଖଣ୍ଡ, ବିହାର, ରାଜସ୍ଥାନ ଆଦି ରାଜ୍ୟର ସାଇବର୍…