Latest Odisha News

BREAKING NEWS

Browsing Category

ଫିଚର

ପରିସ୍ରା ଜଳା ପୋଡା ସମସ୍ୟା ଥିଲେ ପିଅନ୍ତୁ ଏହି ସବୁ ପାନୀୟ ପଦାର୍ଥ

ଓଡ଼ିଶ ସମ୍ବଦ ବ୍ୟୁରୋ: ଅନେକ ଥର ଲୋକମାନେ ଏପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯେଉଁଥିରେ ସେମାନେ ଥରକରେ ପରିସ୍ରା ନ ଯାଇ ବାରମ୍ବାର ପରିସ୍ରା କରିବାର ଅନୁଭବ କରନ୍ତି ଏବଂ ଶୌଚାଳୟକୁ ଯାଆନ୍ତି। ଏଭଳି ପରିସ୍ଥିତିରେ ପରିସ୍ରା ସହିତ ତଳ ପେଟରେ ଯନ୍ତ୍ରଣା ଭଳି ସମସ୍ୟା ମଧ୍ୟ ଅତି ସାଧାରଣ…

କପାଳରେ ବ୍ରଣ ସମସ୍ୟାକୁ ଦୂର କରେ ଏହି ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଯୁବପିଢିଙ୍କ ମଧ୍ୟରେ ପ୍ରାୟତଃ ମୁହଁରେ ବ୍ରଣ ଦେଖିବାକୁ ମିଳେ। ବାହାର ପ୍ରଦୂଷଣ ହେଉ କିମ୍ବା ପେଟ ଜନୀତ ସମସ୍ୟା, ଏପରି ଅନେକ କାରଣରୁ କପାଳରେ ବ୍ରଣ ହୋଇପାରେ। ପରିଷ୍କାର ପରିଚ୍ଛନ୍ନତା, ହରମୋନରେ ପରିବର୍ତ୍ତନ କିମ୍ବା କୌଣସି ଚାପ ଥିଲେ ମଧ୍ୟ କପାଳରେ…

ସକାଳୁ ବିନା ବ୍ରଶରେ ପାଣି ପିଇଲେ ହୁଏ ଏହି ସବୁ ଫାଇଦା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣ ନିଶ୍ଚିତ ଭାବରେ ଘରର ଗୁରୁଜନମାନଙ୍କଠାରୁ ଶୁଣିଥିବେ ଯେ ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାର ହୋଇଥାଏ। ଏହା ବ୍ୟତୀତ ହାଇଡ୍ରେଟେଡ୍ ରହିବା ପାଇଁ ପାନୀୟ ଜଳ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆବଶ୍ୟକତାଠାରୁ କମ୍…

ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ଏଆଇଏଫଏଫ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ମୁମ୍ବାଇ: ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପାଇଁ ରବିବାର ମୁମ୍ବାଇର ଯଶୋବନ୍ତ ରାଓ ଚୌହ୍ୱାନ ଫୁଟବଲ୍ ଷ୍ଟାଡ଼ିୟମରେ ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫଏଫ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । କେନ୍ଦ୍ର…

ଧାମନଗରରେ ଟଙ୍କା ବାଣ୍ଟିବା ଚିତ୍ର, ଅଡୁଆରେ ଶାସକ ଦଳ

ଭଦ୍ରକ: ଧାମନଗର ଉପନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଯେକେହି ହତବାକ ହୋଇଯିବ କିପରି ଭୋଟ୍ କିଣିବା ପାଇଁ ଟଙ୍କା ବଣ୍ଟା ଚାଲିଛି। ଆଉ ଏସଏଚଜି ମହିଳାଙ୍କୁ ବୈଠକ ପାଇଁ ଡାକି ଖାମ୍ ଭିତରେ ଟଙ୍କା…

ଏଫଆଇଏଚ ପ୍ରୋ ଲିଗ: ରୋମାଂଚକ ମୁକାବିଲାରେ ହାରିଲା ଭାରତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ପ୍ରୋ ଲିଗର ରବିବାର ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ଭାରତ ୨-୩ ଗୋଲରେ ସ୍ପେନ ନିକଟରୁ ହାରି ଯାଇଛି । ଏହି ମୁକାବିଲା ଶେଷ ମିନିଟ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ୧୬ତମ ମିନିଟରେ ଇଡୁଆର୍ଡ ଡେ ଇଗ୍ନାସିଓ ସ୍ପେନ…

ମଦ, ହାଣ୍ଡିଆ ମିଳିଲାନି: ବନ୍ଦ ହୋଇଗଲା ବିବାହ ଭୋଜି, ପୁଲିସ ବି ନାକେଦମ

କାମାକ୍ଷାନଗର (ହରେକ୍ରିଷ୍ଣ ରାଉତ): ବିବାହ ଭୋଜିରେ ମଦ, ହାଣ୍ଡିଆର ବ୍ୟବସ୍ଥା ହୋଇନଥିବାରୁ ରାଗିଗଲେ ଗାଁ ଲୋକେ। ଆଉ ଅଧା ରହିଗଲା ବିବାହ ଭୋଜି। ଶେଷରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭୋଜିର ଆୟୋଜନ କରିଥିବା ଲୋକଟି ପୋଲିସର ଦ୍ୱାରାସ୍ତ ହୋଇଥିଲେ। ହେଲେ ପୋଲିସ ମଧ୍ୟ ବୁଝାସୁଝା…

କୋଟିପତି ଚା’ ବାଲାଙ୍କୁ ଟିକେଟ ଦେଲା ବିଜେପି

ଧର୍ମଶାଳା: ହିମାଚଳ ପ୍ରଦେଶରେ ନଭେମ୍ବର ୧୨ରେ ମତଦାନ ହେବାକୁ ଯାଉଛି। ଏଥିପାଇଁ ଆଶାୟୀ ଏବେ ନାମାଙ୍କନ ଦାଖଲ କରିବା ଆରମ୍ଭ କରିଛନ୍ତି। ଏହି ସମୟରେ ହିମାଚଳପ୍ରଦେଶରେ ଜଣେ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଯିଏକି ଜଣେ ବିଜେପିର ପ୍ରାର୍ଥୀ। ଏହି ପ୍ରାର୍ଥୀ ଜଣଙ୍କ ଚା' ବାଲା ହେଲେ ସେ…

ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ପ୍ରଧାନ ବିଚାରପତିଙ୍କ ସାମ୍ନାରେ ନିବେଦନ କଲେ ମମତା

କୋଲକାତା: ଗଣତନ୍ତ୍ର ତଥା ଦେଶର ସଂଘୀୟ ଢାଞ୍ଚାର ସୁରକ୍ଷା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିବେଦନ କରିଛନ୍ତି। ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ ଦେଶର ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କୁ ଅନୁରୋଧ କରିଛନ୍ତି। ସେ ଦାବି କରିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ବର୍ଗର…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ, ବିଧାୟକଙ୍କୁ ଲୋଭ ଦେଖାଇ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି ବିଜେପି

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ଆଜି ବିଜେପି ବିରୋଧରେ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ବିଜେପି ୨୦ ରୁ୩୦ ବିଧାୟକଙ୍କୁ ଟଙ୍କା ଲୋଭ ଦେଖାଇ ସରକାର ଭାଙ୍ଗିବା ଉଦ୍ୟମ କରୁଛି ବୋଲି ସେ କହିଛନ୍ତି । ଏଥିନେଇ କେସିଆର ପ୍ରଧାନମନ୍ତ୍ରୀ…