Latest Odisha News

BREAKING NEWS

Browsing Category

ଫିଚର

ବିନା ବିବାହ ଉତ୍ସବରେ ପଞ୍ଜିକରଣ ଅବୈଧ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ବିବାହ ପ୍ରମାଣପତ୍ର ସମ୍ପର୍କରେ ମାଡ୍ରାସ ହାଇକୋର୍ଟ ଏକ ସ୍ୱତନ୍ତ୍ର ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ବିନା ବିବାହ ସମାରୋହରେ ବିବାହ ପଞ୍ଜୀକରଣ ବୈଧ ହେବନି। ଏବଂ ବିବାହ ପ୍ରମାଣପତ୍ର ନକଲି ବୋଲି ଧରାଯିବ। ହାଇକୋର୍ଟ କହିଛନ୍ତି ଯେ ବିବାହ ପଞ୍ଜିକରଣ କରିବା ପୂର୍ବରୁ…

ପ୍ରମାଣ ନଷ୍ଟ କରି ଦେଶ ଛାଡିଯିବାକୁ ଚେଷ୍ଟା କରୁଥିଲେ ଜ୍ୟାକଲିନ: ଇଡି

ନୂଆଦିଲ୍ଲୀ: ଠକ କେ ସୁକେଶ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିବାରେ ଲାଗିଛି। ଜାମିନ୍ ପାଇଁ ଅଭିନେତ୍ରୀ ଆବେଦନ କରିଥିବା ବେଳେ ଇଡି କୋର୍ଟରେ ଏକ ବଡ ଖୁଲାସା କରିଛି। ଇଡି ଦାବି କରିଛି ଯେ ତଦନ୍ତ ସମୟରେ ଜ୍ୟାକଲିନ ପ୍ରମାଣ ନଷ୍ଟ କରି ଦେଶ ଛାଡି ପଳାଇବାକୁ…

ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ମାମଲାରେ କମିଶନରେଟ ପୋଲିସ ଅଫିସ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶ ଓ ଅର୍ଚ୍ଚନା ନାଗ ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ନୀରବ ସାଜିଛନ୍ତି ରାଜ୍ୟ ସରକାର ଏବଂ ଆଖି ବନ୍ଦ କରିଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ।…

ଲାପଟପ ଓ ମୋବାଇଲ ଚୋରି ଅଭିଯୋଗରେ ଏମବିଏ ଛାତ୍ରୀ ଗିରଫ

ଭୁବନେଶ୍ୱର: ହଷ୍ଟେଲରେ ନିଜ ସହପାଠୀଙ୍କ ମୋବାଇଲ ଓ ଲାପଟପ ଚୋରି ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ପୂଜା ଶାହା (୨୨) ଓ ଅହମଦ ହୁସେନ୍‌ (୨୩)। ପୂଜା ଶାହ ରାଜଧାନୀସ୍ଥିତ କିଟ୍ ବିଶ୍ବବିଦ୍ୟାଳୟରେ ଏମବିଏ ଦ୍ବିତୀୟ ବର୍ଷର ଛାତ୍ରୀ। ଲାପଟପ ଓ ମୋବାଇଲ ଚୋରି କରି…

ରେବଡି ସଂସ୍କୃତିରୁ ମୁକ୍ତ ହେବାକୁ ଚାହୁଁଛନ୍ତି ଦେଶର ଅଧିକାଂଶ ଜନତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ରେବଡି (ମାଗଣା ବଣ୍ଟନ) ସଂସ୍କୃତିକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ମୋଦି କହିଛନ୍ତି  ଦେଶର ଅଧିକାଂଶ ଜନତା ଏବେ ଚାହୁଁଛନ୍ତି ଦେଶ ରେବଡି ସଂସ୍କୃତିରୁ ମୁକ୍ତ ହେଉ । ମଧ୍ୟପ୍ରଦେଶର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 4.5 ଲକ୍ଷରୁ ଅଧିକ…

ବୋଲିଂରେ କୁରାନଙ୍କ କମାଲ, ୫ ୱିକେଟରେ ଇଂଲଣ୍ଡ ବିଜୟୀ

ପର୍ଥ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଗ୍ରୁପ ୧ର ସୁପର ୧୨ ମୁକାବିଲାରେ ସାମ କୁରାନଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଇଂଲଣ୍ଡ ୫ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୯.୪ ଓଭରରେ ୧୧୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଇବ୍ରାହିମ ଜର୍ଦ୍ଦାନ ୩୨…

ପାକିସ୍ତାନ ସହ ଖେଳିବା ପାଇଁ ଆମେ ପ୍ରସ୍ତୁତ: ରୋହିତ

ସିଡନୀ: ଆସନ୍ତାକାଲି ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ ଖେଳିବ । ଏହା ପୂର୍ବରୁ ଅଧିନାୟକ ରୋହିତ ଶର୍ମା ପ୍ରେସ ମିଟରେ ଦଳର  ପ୍ରସ୍ତୁତି ନେଇ ମତ ରଖିଛନ୍ତି ।  ସେ କହିଛନ୍ତି ବିଶ୍ବକପ ଖେଳିବା ଗୈାରବର କଥା । ଦେଶ ପାଇଁ ଖେଳିବା…

ବିଦ୍ୟୁତଙ୍କ ସନମ ରିମେକ ପାଇଁ ଆଗ୍ରହ ପ୍ରକାଶ କଲେ ହଲିଉଡ ନିର୍ମାତା

ମୁମ୍ବାଇ: ବିଦ୍ୟୁତ ଜାମୱାଲ ଅଭିନୀତ ଆକ୍ସନ ଥ୍ରୀଲର ସନକର ରିମେକ କରିବା ପାଇଁ ହଲିଉଡର ନାମୀ ନିର୍ମାତା ଆଗ୍ରହ ପ୍ରକାଶ କରିଛନ୍ତି । ସେ ଏଥିନେଇ ଏହାର ନିର୍ମାତା ବିପୁଲ ଅମୃତଲାଲ ଶାହଙ୍କୁ ଅନୁମତି ମାଗିଛନ୍ତି । ସନକ ୧୫ ଅକ୍ଟୋବର ୨୦୨୧ରେ ଡିଜନୀ ହଟଷ୍ଟାରରେ ଡିଜିଟାଲ ରିଲିଜ କରାଯାଇଥିଲା ।…

ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ ଶେୟାର କରିବାକୁ ମନା କଲେ ସରକାର

ନୂଆଦିଲ୍ଲୀ: ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ରହସ୍ୟ ପୁନର୍ବାର ଘନୀଭୂତ ହୋଇଛି । ନିକଟରେ ନେତାଜୀଙ୍କ ପରି ଦେଖା ଯାଉଥିବା ରହସ୍ୟମୟ ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ ହୁଗୁଳିର ସାୟକ ସେନ ନାମକ ଜଣେ ବ୍ୟକ୍ତି ଆରଟିଆଇ ମାଧ୍ୟମରେ ମଗାଇଥିଲେ । ଏହାର ଉତର ରଖି ଆରଟିଆଇ ପକ୍ଷରୁ କୁହା…

ଦୀପାବଳି ଦିନ ରାତି ୮ଟାରୁ ୧୦ଟା ବାଣ ଫୁଟାଇବାକୁ ଅନୁମତି

ଭୁବନେଶ୍ୱର: ରାଜଧାନୀରେ ମେଲିଛି ବାଣ ପସରା । ଦୋକାନରେ ରହିଛି ଭଳିକି ଭଳି ଭେରାଇଟିର ବାଣ । କୁମ୍ପି ହେଉ କି ଚକ୍ରି ଝରଝରି ସବୁ ପ୍ରକାର ବାଣ ବିକ୍ରି ହେଉଛି । ଓଡ଼ିଶାକୁ ବାତ୍ୟା ବିପଦ ଟଳିଥିବା ବେଳେ ଦୀର୍ଘ ୨ ବର୍ଷ ପରେ କରୋନା କଟକଣା ନଥିବାରୁ ବାଣ ଫୁଟାଇ ଖୁସି ମନାଇବାକୁ ସମସ୍ତେ…