Latest Odisha News

BREAKING NEWS

Browsing Category

ଫିଚର

୨୪ ଘଣ୍ଟାରେ ଲଘୁଚାପ, ବାତ୍ୟା ହେଲେ କେଉଁଆଡ଼େ ମୁହାଁଇବ ?

ଭୁବନେଶ୍ୱର: ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଆଜି ସମାନ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁ ମଣ୍ଡଳର ମଧ୍ୟ ଭାଗ ଯାଏ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ…

ଘରୋଇ କଳହ ପରିବେଶକୁ କରେ ନଷ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୀବନରେ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ପିତାମାତାଙ୍କ ସହ ସନ୍ତାନର ସମ୍ପର୍କ ହେଉ କିମ୍ବା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ। ସମସ୍ତ ସମ୍ପର୍କକୁ ସମ୍ମାନ ଦେବା ଏବଂ ସେମାନଙ୍କର ଗୁରୁତ୍ୱ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କେତେକ ଘରେ…

ବେଆଇନ୍ ଅର୍ଥ କାରବାର ମାମଲା, EDରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ

ଭୁବନେଶ୍ୱର: ପୂର୍ବତନ ଆଇଏଫ୍ଏସ୍ ଅଭୟ ପାଠକଙ୍କ ସହ ଅର୍ଥ କାରବାର ମାମଲାରେ ଇଡିରେ ହାଜର ହୋଇଛନ୍ତି ସୁଜାତା ପାଣିଗ୍ରାହୀ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଇଡି ଅଫିସ୍‌ରେ ହାଜର ହୋଇଛନ୍ତି । ପୂର୍ବତନ IFS ଅଭୟ ପାଠକଙ୍କ ଅର୍ଥ କାରବାର ମାମଲାରେ  …

କେଶ ପାଇଁ ଭଲ ମେହେନ୍ଦୀ, ପ୍ରାକୃତିକ ଉପାୟରେ କରନ୍ତୁ ହେୟାର କଲର

ଓଡ଼ିଶା ସମ୍ବାଦ ବ୍ୟୁରୋ: ମେହେନ୍ଦୀ କେବଳ ହାତରେ ନୁହେଁ କେଶ ପାଇଁ ମଧ୍ୟ ବ୍ୟବହୃତ ହୁଏ। ଏହା କେଶକୁ ପ୍ରାକୃତିକ ଭାବରେ ରଙ୍ଗ କରିବା ପାଇଁ ସାହାଯ୍ୟ କରେ। ଧଳା କେଶର ସମସ୍ୟାକୁ ଏଡାଇବା ପାଇଁ ଅନେକ ଲୋକ ହେନା ବ୍ୟବହାର କରନ୍ତି। ଏହା ବ୍ୟତୀତ, ଆଜିକାଲିର ଯୁବପିଢି ଏହାକୁ କେଶକୁ କଳା ଏବଂ…

ହାଇକୋର୍ଟରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି

କଟକ: ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ । ଯିବନି କଂଗ୍ରେସ ବିଧାୟ ମହମ୍ମଦ ମୋକିମଙ୍କ ପଦ । ଓଡ଼ିଶା ରୁରାଲ୍ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍ (ORHDC) ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡାଦେଶ ଦେଇଥିଲେ ଭିଜିଲାନ୍ସ…

ସ୍ୱାଧୀନ ପ୍ରାର୍ଥୀ ହେବା ପରେ ରାଜେନ୍ଦ୍ର ଦାସଙ୍କୁ ବହିଷ୍କାର କଲା ବିଜେଡି

ଭୁବନେଶ୍ୱର: ବିଦ୍ରୋହୀ ନେତା ରାଜେନ୍ଦ୍ର ଦାସଙ୍କୁ ଆଜି ବହିଷ୍କାର କରିଛି ବିଜେଡି । ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜେନ୍ଦ୍ରଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି । ଧାମନଗର ଉପନିର୍ବାଚନରେ ଦଳ ଅବନ୍ତୀଙ୍କୁ ପ୍ରାର୍ଥୀ କରିବା ପରେ ରାଜେନ୍ଦ୍ର ଅସନ୍ତୁଷ୍ଟ ହୋଇ ସ୍ୱାଧୀନ ପ୍ରାର୍ଥୀ…

ରାଜ କୁନ୍ଦ୍ରା କାହିଁକି ସବୁବେଳେ ନିଜ ମୁହଁ ଲୁଚାନ୍ତି ? ଟ୍ରୋଲରମାନଙ୍କୁ ଦେଲେ ଉତ୍ତର

ମୁମ୍ବାଇ: ଗତ ବର୍ଷ ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ତେବେ ତାଙ୍କୁ କିଛି ମାସ ପରେ ଜାମିନ ପ୍ରଦାନ କରାଯାଇଥିଲା। ସେବେଠାରୁ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ଟ୍ରୋଲ ହୋଇଆସୁଛନ୍ତି। ନିକଟରେ ରାଜ କୁନ୍ଦ୍ରା…

ଆମେରିକୀୟ ବିମାନରେ ସାପ ଦେଖି ଭୟଭୀତ ହେଲେ ଯାତ୍ରୀ

ନୂଆଦିଲ୍ଲୀ: ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’ ୨୦୩୮ ବିମାନରେ ସାପ ଦେଖି ଚିତ୍କାର କଲେ ଯାତ୍ରୀ। ଫ୍ଲୋରିଡାର ଟାମ୍ପାରୁ ନିଉଜର୍ସି ଅଭିମୁଖେ ଯାଉଥିଲା ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’। ଏନେଇ ରିପୋର୍ଟ ପ୍ରଦାନ କରିଛି ‘ରଏଟର୍ସ’। ତେବେ ଯାତ୍ରୀମାନଙ୍କ ଠାରୁ ଅବଗତ ହେବା ପରେ ବିମାନ…

‘ତାରେ ଜମିନ୍ ପର୍’ କୁ ନେଇ ଅକ୍ଷୟ ଖାନ୍ନାଙ୍କ ବଡ଼ ଖୁଲାସା, ସେ ପାଇଥାନ୍ତେ ଏହି ଫିଲ୍ମ !

ମୁମ୍ବାଇ: ବଲିଉଡ଼ ଅଭିନେତା ଆମୀର ଖାନ ୨୦୦୭ ମସିହାରେ ଚଳଚ୍ଚିତ୍ର 'ତାରେ ଜମିନ୍ ପର୍' କୁ ନିର୍ଦ୍ଦେଶନା ଦେବା ସହ ଅଭିନେତା ମଧ୍ୟ ହୋଇଥିଲେ। ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ଏହା ସହିତ ଏହି ଚଳଚ୍ଚିତ୍ରଟି ଭାରତ ପକ୍ଷରୁ ଓସ୍କାରରେ ମନୋନୀତ ହୋଇଥିଲା। ବର୍ତ୍ତମାନ ଫିଲ୍ମ…

ପଞ୍ଜଶିର ଘାଟିରେ ତାଲିବାନଙ୍କ ବର୍ବରତା

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନଙ୍କ ଆଖି ପଞ୍ଜଶିର ଘାଟିର ବିଦ୍ରୋହୀଙ୍କ ଉପରେ ରହିଛି । ରିପୋର୍ଟ ମୁତାବକ ଚଳିତ ମାସରେ ତାଲିବାନୀମାନେ ୨୭ଜଣ ବିଦ୍ରୋହୀ ଏଠାରେ ହତ୍ୟା କରି ସାରିଛନ୍ତି । ଆଖିରେ ପଟି ବାନ୍ଧି ସେମାନଙ୍କ ଗୁଳି କରାଯାଉଥିବା ଭିଡିଓ ଏବେ ଭାଇରାଲ ହେଉଛି ।…