Latest Odisha News

BREAKING NEWS

Browsing Category

ଫିଚର

ୟୁକ୍ରେନଠାରୁ ଛଡେଇ ନେଇଥିବା ୪ ଅଂଚଳରେ ରୁଷ ଲାଗୁ କଲା ମାର୍ଶଲ ଲ, କିଛି ବଡ ଘଟିବାକୁ ଯାଉଛି କି ?

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଆଜି ଏକ ଚିନ୍ତାଜନକ ପଦକ୍ଷେପ ଗ୍ରହଣ କରିଛନ୍ତି । ୟୁକ୍ରେନଠାରୁ କବଜା କରିଥିବା ୪ଟି ଅଂଚଳରେ ରୁଷ ମାର୍ଶାଲ ଲ ଲାଗୁ କରିଛି । ଏହି ଅଂଚଳଗୁଡିକ ହେଲା ଡୋନେଟେସ୍କ, ଲୁହାନ୍ସକ, ଜାପୋରିଜିୟା ଓ ଖେରସନ । ୟୁକ୍ରେନ ମଝିରେ ଏହି ଅଂଚଳର କିଛି ଅଂଶ ରୁଷ…

ଜିମ୍ବାୱେକୁ ୩୧ ରନରେ ହରାଇଲା ୱେଷ୍ଟଇଣ୍ଡିଜ

ହୋବାର୍ଟ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବୁଧବାର ୱେଷ୍ଟଇଣ୍ଡିଜ ୩୧ ରନରେ ଜିମ୍ବାୱେକୁ ପରାସ୍ତ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ବିପକ୍ଷ ଦଳ ସମ୍ମୁଖରେ ୧୫୪ ରନର ଟାର୍ଗେଟ ରଖିଥିଲା । ଜନଶନ ଚାର୍ଲସ ଦଳ ପକ୍ଷରୁ ସର୍ବାଧିକ ୪୫ ରନ ସଂଗ୍ରହ କରିଥିଲେ । ରୋଭମାନ ପାୱେଲ…

ବନ୍ଦ ହୋଇଗଲା ନୀରଜ ପାଣ୍ଡେଙ୍କ ଐତିହାସିକ ଫିଲ୍ମ ଚାଣକ୍ୟ

ମୁମ୍ବାଇ: ୨୦୧୮ରେ ନୀରଜ ପାଣ୍ଡେ ଐତିହାସିକ ଫିଲ୍ମ ଚାଣ୍ୟକର ଘୋଷଣା କରାଯାଇଥିଲା । ଏବେ ଏହି ଫିଲ୍ମକୁ ବନ୍ଦ କରି ଦିଆଯାଇଛି । ୪ ବର୍ଷ ହୋଇଯିବା ସତ୍ୱେ ଫିଲ୍ମର ଶୁଟିଂ ଆରମ୍ଭ ହୋଇପାରି ନ ଥିବାରୁ ଶେଷରେ ମେକର୍ସ ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଅଜୟ ଦେବଗାନ ଏହାର ମୂଖ୍ୟ…

ଧମକ ଦେଲା ପିସିବି:ଭାରତ ନ ଆସିଲେ ଆମେ ବିଶ୍ୱକପ ଖେଳିବାକୁ ଯିବୁନି

କରାଚୀ: ପାକିସ୍ତାନରେ ହେବାକୁ ଥିବା ଆଗାମୀ ଏସିଆ କପ କ୍ରିକେଟରେ ଭାରତୀୟ ଟିମ ଯିବ ନାହିଁ ବୋଲି ସଚିବ ଜୟ ଶାହ କହିବା ପରେ ବିବାଦର ସୂତ୍ରପାତ ହୋଇଛି । ପାକିସ୍ତାନ ବାହାରେ ଅନ୍ୟ କୌଣସି ନିରପେକ୍ଷ ଦେଶରେ ଏସିଆ କପ ଆୟୋଜନ କରାଯିବ । ବିସିସିଆଇର ଏହି ମନ୍ତବ୍ୟ ପରେ ପାକିସ୍ତାନ କ୍ରିକେଟରେ…

ବାତ୍ୟା ପାଇଁ ୭ ଜିଲ୍ଲାକୁ ଚିଠି ଲେଖି ସଜାଗ କଲେ SRC

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ସକାଳ ସୁଦ୍ଧା ଏକ ଅବପାତ ଓ ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାରେ ପରିଣତ ହେବା ନେଇ…

ଇରାନ ଆଥଲେଟ ଏଲନାଜଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

ତେହେରାନ: ଇରାନ ଆଥଲେଟ ଏଲନାଜ ରେକାବିକ ବୁଧବାର ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆନ ରକ କ୍ଲାଇମ୍ବିଂ ଚାମ୍ପିୟନଶପରେ ବିନା ହିଜାବରେ ସେ ଅଂଶଗ୍ରହଣ କରିଥିଲେ । ଏହା ପରେ ହଠାତ ତାଙ୍କର ଖୋଜ ଖବର ମିଳି ନ ଥିଲା । ଇରାନ ସରକାର ତାଙ୍କୁ ଅଟକ ରଖିଥିବା ନେଇ…

ବାତ୍ୟା ଆଳରେ ଖାଦ୍ୟ ସାମଗ୍ରୀ ଅଭାବ ସୃଷ୍ଟି କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପାଣିପାଗ ବିଭାଗ ବାତ୍ୟା ଆକଳନ କରିଥିବା ବେଳେ ସ୍ପଷ୍ଟ ସୂଚନା ଆସି ନାହିଁ । କିନ୍ତୁ ବାତ୍ୟା ପୂର୍ବରୁ ବଜାରରେ ଗହଳି ଦେଖିବାକୁ ମିଳିଲାଣି । ଲୋକେ ଆଳୁ, ପିଆଜ ସହ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ ମହଜୁଦ୍ କରିବାରେ ଲାଗି ପଡ଼ିଛନ୍ତି । ଏଭଳି ସ୍ଥିତିରେ ଖାଦ୍ୟ ସାମଗ୍ରୀ ଯେଭଳି…

କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମଲ୍ଲିକାର୍ଜୁନ୍ ଖଡ଼଼ଗେ, ଥରୁରଙ୍କୁ ମିଳିଲା ମାତ୍ର ହଜାରେ ଭୋଟ୍

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ୍ ଖଡ଼ଗେ କଂଗ୍ରେସର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ୧୭ ତାରିଖରେ ହୋଇଥିବା ମତଦାନରେ ବାଜି ମାରିଛନ୍ତି ଖଡ଼ଗେ । ତାଙ୍କୁ ୭ ହଜାର ୮୯୭ ଭୋଟ୍ ମିଳିଥିବା ବେଳେ ଶଶୀ ଥରୁରଙ୍କୁ ମିଳିଛି ପ୍ରାୟ ୧ ହଜାର ୭୨ ଭୋଟ୍ । ୪୧୬ଟି ଭୋଟ୍ ନାକଚ୍ ହୋଇଥିବା ଜଣାପଡ଼ିଛି ।…

ହୋଲ୍ଡିଂ ଟ୍ୟାକ୍ସ ରଫାଦଫା ପାଇଁ ଲାଞ୍ଚ ନେବାବେଳେ ବନ୍ଧାହେଲେ ଟ୍ୟାକ୍ସ କଲେକ୍ଟର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ରାଜଗାଙ୍ଗପୁର ମ୍ୟୁନିସିପାଲିଟି ଟ୍ୟାକ୍ସ କଲେକ୍ଟର । ଲାଞ୍ଚ ନେବା ବେଳେ ରାଜଗାଙ୍ଗପୁର ମ୍ୟୁନିସିପାଲିଟିର ଟ୍ୟାକ୍ସ କଲେକ୍ଟର ଏମଡି ନସିର୍ ଧରା ପଡ଼ିଛନ୍ତି । ତାଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ନେଇଥିବା ୧୩ ହଜାର ଟଙ୍କା ଜବତ କରିଛି । ସୂଚନା ଅନୁସାରେ,…

ଭାରତକୁ ଐତିହାସିକ ପ୍ରତିମୂର୍ତ୍ତି ସମେତ ୩୦୭ଟି ପ୍ରାଚୀନ ବସ୍ତୁ ଫେରାଇଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ଦିନକୁ ଦିନ ସମ୍ପର୍କ ଭଲ ହେବାରେ ଲାଗିଛି। ଏହାରି ଭିତରେ ଆମେରିକା ଭାରତକୁ ଐତିହାସିକ ପ୍ରତିମୂର୍ତ୍ତି ସମେତ ୩୦୭ ପ୍ରାଚୀନ ବସ୍ତୁ ଫେରାଇଛି । ଏଥିରେ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ଅନେକ ଜିନିଷ ରହିଥିଲା। ପ୍ରାୟ ୧୫ ବର୍ଷର ଅନୁସନ୍ଧାନ ପରେ ଭାରତ…